Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

MCL ର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୧୪ଟି କୋଇଲା ଖଣିକୁ ମିଳିଲା ‘ଷ୍ଟାର୍ ରେଟିଂ’ ସମ୍ମାନ

ସମ୍ବଲପୁର: କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ‘ଷ୍ଟାର୍ ରେଟିଂ ଆୱାର୍ଡ୍ସ’ରେ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (MCL) ଏକ ବଡ଼ ସଫଳତା ହାସଲ କରିଛି। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କମ୍ପାନୀର ମୋଟ ୧୪ଟି କୋଇଲା ଖଣିକୁ ସମ୍ମାନଜନକ ‘ଷ୍ଟାର୍ ରେଟିଂ’ ପ୍ରଦାନ କରାଯାଇଛି। ଏଥିମଧ୍ୟରେ ୦୨ଟି ଭୂତଳ…

ଜଘନ୍ୟ କାଣ୍ଡ! ୬ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କଲା ସଂପର୍କୀୟ ମାମୁଁ

କେନ୍ଦୁଝର: ହୀନ ମାନସିକତା। ମରିଗଲା ମାନବିକତା। ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ। କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା । ଜଣେ ୬ ବର୍ଷର ଶିଶୁ କନ୍ୟାକୁ ସଂପର୍କୀୟ ମାମୁଁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ କରିଛି ।…

ଆସୁଛି ଆଉ ଏକ ବଡ଼ ଲଘୁଚାପ, ରଥଯାତ୍ରା ବେଳକୁ ରାଜ୍ୟରେ ଛେଚିପାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ଲଘୁଚାପ। ୧୪ କିମ୍ବା ୧୫ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା। ୧୭ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ। ରଥଯାତ୍ରା ବେଳକୁ ରାଜ୍ୟରେ ଛେଚିପାରେ ବର୍ଷା। ରଥଯାତ୍ରା ସମୟରେ ରାଜ୍ୟରେ ପୁଣି ବର୍ଷା ବଢ଼ିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ…

ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ବିଳମ୍ୱିତ ରାତିରେ ଉତ୍ତେଜନା, ଚେତାଶୂନ୍ୟ ହେଲେ କୁଳପତି

ବାଲେଶ୍ୱର: ରାତି ଅଧରେ ଧାରଣାରେ ବସିଲେ ଶତାଧିକ ନର୍ସିଂ ଛାତ୍ରଛାତ୍ରୀ। ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତଜେନା ପରିସ୍ଥିତି। ଘରୋଇ ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ। ପରୀକ୍ଷା ବିଳମ୍ବକୁ ନେଇ ଆନ୍ଦୋଳନ କରୁଥିବା ବେଳେ ହେଲା ମାରପିଟ୍।…

ରାଜ୍ୟରେ ଆଉ ରହିବ ନାହିଁ ଆଳୁ ସମସ୍ୟା;ନିରବଚ୍ଛିନ୍ନ ଯୋଗାଣ ନେଇ ପଶ୍ଚିମବଙ୍ଗ ସହ ବୈଠକ

ଭୁବନେଶ୍ବର:ରାଜ୍ୟରେ ଆଉ ଦେଖାଦେବ ନାହିଁ ଆଳୁ ସମସ୍ୟା । ଆଉ ଅଟକିବନି ପଶ୍ଚିମବଙ୍ଗ ଆଳୁ ଟ୍ରକ । ଏବେ ରାଜ୍ୟକୁ ବର୍ଷର ୧୨ ମାସ ଯାକ ଆଳୁ ଯୋଗାଣ ହେବ । କୋଲକାତାର ଖାଦ୍ୟ ଭବନଠାରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଏନେଇ ସ୍ଥାୟୀ…

୧୦୦ ଦିନର ନୀରବ ପଦଯାତ୍ରା: ପୁରୀ ବାସିନ୍ଦାଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ…

ପୁରୀ: ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଅବିରତ ଚାଲିଥିବା ସଚେତନତା ପଦଯାତ୍ରା ଆଜି ଐତିହାସିକ ୧୦୦ ଦିନ ପୂରଣ କରିଛି । ଶତଦିନର ଏହି ଯାତ୍ରା କେବଳ ଏକ ସଂଖ୍ୟାର ମାଇଲଖୁଣ୍ଟ ନୁହେଁ; ଏହା ଭକ୍ତି, ଅଧିକାର, ସମତା ଓ ଆତ୍ମସମ୍ମାନ ପାଇଁ ଏକ ନୀରବ…

ଡକାୟତି ଓ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ; ୬ ଅଭିଯୁକ୍ତ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପୋଲିସ ଏକ ବଡ଼ ସଫଳତା ହାସଲ କରି ଡକାୟତି, ଲୁଟ୍, ମୋବାଇଲ ଚୋରି ଓ ସାଇବର ଠକେଇରେ ସଂପୃକ୍ତ ଏକ ଆନ୍ତଃଜିଲ୍ଲା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ହଳଧର…

ମେଲବର୍ଣ୍ଣରେ ପ୍ରବାସୀ ଭାରତୀୟଙ୍କୁ ସମ୍ଭୋଧନ କଲେ ମୋଦି; ଗ୍ରୋ ମୋର୍, ଆଚିଭ ମୋର୍ ରୁ ଗଗନଯାନ ପର୍ଯ୍ୟନ୍ତ କହିଲେ ଏପରି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ସେ ମେଲବର୍ଣ୍ଣର ମାର୍ଭେଲ ଷ୍ଟାଡିୟମରେ ୩୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି । ତାଙ୍କ ଅଭିଭାଷଣରେ ସେ "ଗ୍ରୋ ମୋର୍, ଆଚିଭ୍ ମୋର" ସ୍ଲୋଗାନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଭାରତ ଖୁବ୍…

Kathajodi River:କାଠଯୋଡ଼ି ପଠାରେ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଠାବ

କଟକ:କଟକରେ ଚାଞ୍ଚଲ୍ୟ । ପୁରୀଘାଟ ଥାନା ଅନ୍ତର୍ଗତ ପୁରୀଘାଟ ଗଡ଼ା ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଜଣେ ଅଜ୍ଞାତ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଠାବ । କେହି ଦୁର୍ବୃତ୍ତ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୁଣ୍ଡ କାଟି ଶବକୁ ଏଠାରେ…

ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ଏହି ଐତିହାସିକ ଚୁକ୍ତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଦୁଇ ଦେଶ ନିଜର ପ୍ରତିରକ୍ଷା ଭାଗିଦାରୀକୁ ଏକ ନୂତନ ସ୍ତରକୁ ନେବା ପାଇଁ…