Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅ-ତିଥିରେ ରଥାଯାତ୍ରା ଉପରେ ଗଜପତିଙ୍କ ଅନୁରୋଧକୁ ଇସ୍କନର ସିଧା ସିଧା ବେଖାତିର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ତିଥି ଓ ପରମ୍ପରାକୁ ନେଇ ବିଶ୍ୱବ୍ୟାପୀ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବିଦେଶରେ ମନଇଚ୍ଛା ଓ ଅଦିନିଆ ତାରିଖରେ ରଥଯାତ୍ରା ଆୟୋଜନ କରିବାକୁ ନେଇ ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ଇସ୍କନ । ଗତ ୪…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଲଞ୍ଚ

ଖୋର୍ଦ୍ଧା: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ। ଯାନ୍ତ୍ରିକ ତ୍ରୁଟି କାରଣରୁ ୧ ଘଣ୍ଟା ଧରି ଅଟକି ରହିଥିଲା ଲଞ୍ଚ। ୫୦ରୁ ଅଧିକ ଯାତ୍ରୀ ନେଇ ବାଲୁଗାଁରୁ କୃଷ୍ଣପ୍ରସାଦ ଅଭିମୁଖେ ଯାଉଥିଲା ଉକ୍ତ ଲଞ୍ଚ। ପବନର ବେଗ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରୁନଥିଲା। ଉଦବେଗଜନକ…

Pinaka LRGR: ଭାରତୀୟ ସେନାର ଫାୟାରପାୱାରରେ ବଡ଼ ବୃଦ୍ଧି, ‘ପିନାକା’ର ସଫଳ ପରୀକ୍ଷଣ, ଆଖି ପିଛୁଳାକେ…

ଚାନ୍ଦିପୁର: ଭାରତର ରକ୍ଷା ଶକ୍ତିକୁ ମିଳିଲା ବଡ଼ ବଳ ଶତ୍ରୁଙ୍କ ବିନାଶ ନିଶ୍ଚିତ କରିବ ସ୍ବଦେଶୀ ଅସ୍ତ୍ର! ଓଡ଼ିଶାର ଚାନ୍ଦିପୁର ପୁଣି ଥରେ ଦେଶର ରକ୍ଷା କ୍ଷମତାର ଏକ ବଡ଼ ସଫଳତାର ସାକ୍ଷୀ ପାଲଟିଛି। ଡିଆରଡିଓ (DRDO) ବୁଧବାର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସ୍ୱଦେଶୀ ପିନାକା ଲଙ୍ଗ…

ପାଠ ପଢ଼ାଇବାକୁ ଡାକି ଝିଆରୀକୁ ଦୁଷ୍କର୍ମ, ମଉସା ଓ ମାଉସୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ ୨୪ ବର୍ଷୀୟା ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି। ଏହି ଅପରାଧ ନାବାଳିକା ଥିବା ସମୟରେ ଆରମ୍ଭ ହୋଇଥିଲା। ପୀଡିତାଙ୍କ ଦ୍ୱାରା ଦାୟର ଅଭିଯୋଗ ପରେ ବୁଧବାର ନୟାପଲ୍ଲୀ ପୋଲିସ ଦୁହିଁଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ନୟାପଲ୍ଲୀ…

IIT ଭୁବନେଶ୍ୱରର ଗବେଷଣା: ଓଡ଼ିଶାରେ ତୀବ୍ର ହେଉଛି ପୃଷ୍ଠ ଉତ୍ତାପ, ଜଳବାୟୁ ପଦକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର: ଚିନ୍ତା ବଢାଇଛି ଜଳବାୟୁ ପରିବର୍ତ୍ତନ। ଓଡ଼ିଶାରେ ଦ୍ରୁତ ସହରୀକରଣ ଏବଂ ଭୂମି ଅବକ୍ଷୟ ଯୋଗୁଁ ସମଗ୍ର ରାଜ୍ୟରେ ପୃଷ୍ଠ ଉତ୍ତାପ ତୀବ୍ର ଗତିରେ ବୃଦ୍ଧି ପାଉଛି। ଅଣାୟତ୍ତ ହେବାରେ ଲାଗିଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର…

ନୋ-ଫ୍ଲାଇଂ ଜୋନ୍ ହେଲା ହୀରାକୁଦ ଡ୍ୟାମ୍

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଗୁରୁବାର ସକାଳ ୧୧ଟାରେ ଚଳିତ ମୌସୁମୀ ଋତୁର ପ୍ରଥମ ବନ୍ୟାଜଳ ଛାଡ଼ିବା ପାଇଁ ଚାରୋଟି ଗେଟ୍ ଖୋଲିବେ। ମହାନଦୀ ଅବବାହିକାର ଉପର ଭାଗରେ ପ୍ରବଳ ବର୍ଷା ଯୋଗୁଁ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ…

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳୁ ସକାଳୁ ଦୀର୍ଘ ସମୟ ଧରି ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଛି। ତେବେ ଡ୍ରୋନ ଉଡାଇଥିବା ଯୁବକଙ୍କୁ ଅଟକ ରଖିଛି ପୋଲିସ। ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଦୀର୍ଘ ସମୟ ଧରି ମନ୍ଦିର ଉପରେ ଡ୍ରୋନଟି ଉଡୁଥିବା ଦେଖିବାକୁ…

ଥମୁନି ଯୁଦ୍ଧ! ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ: ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି ଆମେରିକା। ଯାହା ପରେ ଇରାନ ପକ୍ଷରୁ ବାହାରିନ, କୁଏତ ଏବଂ କାତାର ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରାଯାଇଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣି ଥରେ ବିପଦରେ ପକାଇଛି। ଆମେରିକା ରାଷ୍ଟ୍ରପତି…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ସମୀକ୍ଷା;ମାର୍ଚ୍ଚ ୨୦୨୭ ସୁଦ୍ଧା ହେବ ୨୨୦୦ ସ୍କୁଲ ନିର୍ମାଣ

ଭୁବନେଶ୍ବର:ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ' ପ୍ରକଳ୍ପକୁ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମଭାବେ ଗ୍ରହଣ କରାଯାଇଛି। ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଲୋକ ସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ…

ବାଲେଶ୍ୱର ପୌରାଞ୍ଚଳରେ ଜଣ୍ଡିସ୍ ଆତଙ୍କ: ପାଇପ୍ ପାଣି ଯୋଗୁଁ ସଂକ୍ରମଣ ବଢୁଥିବା ସନ୍ଦେହ

ବାଲେଶ୍ୱର: ପାଇପ୍ ଯୋଗେ ଆସୁଥିବା ପାନୀୟ ଜଳ ଏବେ ବାଲେଶ୍ୱର ସହରବାସୀଙ୍କ ପାଇଁ କାଳ ସାଜିଛି। ସହରର ୨୭ ନମ୍ବର ୱାର୍ଡରେ ଗତ ଗୋଟିଏ ମାସ ମଧ୍ୟରେ ୩୦ରୁ ଅଧିକ ଜଣ୍ଡିସ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସରକାର ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇ…