Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରକନ୍ତରା ସୋନୁ ହତ୍ୟାକାଣ୍ଡ ମାମଲା, ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର: ଖଣ୍ଡଗିରି ଥାନା ସରକନ୍ତରା ସୋନୁ ହତ୍ୟାକାଣ୍ଡ ମାମଲା, ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଭୁବନେଶ୍ୱର ADJ କୋର୍ଟ। ଭୁବନେଶ୍ୱର ସରକନ୍ତରା ସୁଧ ଟଙ୍କା କାରବାର କୁ ନେଇ କୃତିବାସ ପରିଜା ଓରଫ ସୋନୁ ହତ୍ୟାକାଣ୍ଡ ମାମଲା ୧୨ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ। ୩ଜଣ…

ପ୍ରବଳ ଖରା ପାଇଁ ମେ ୩୧ ଯାଏଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ

ଭଦ୍ରକ: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାର ଦିନ ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ମେ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ…

କମିଶନରେଟ୍ ପୋଲିସର ‘ୱି କେୟାର ସାଥୀ ଆପ୍’ ଲଞ୍ଚ୍

ଭୁବନେଶ୍ଵର : କମିଶନରେଟ୍ ପୋଲିସର ୱି କେୟାର ସାଥୀ ଆପ୍ ଲଞ୍ଚ୍। ଆପ୍‌ କୁ ଉଦଘାଟନ କଲେ ପୋଲିସ କମିଶନର। ‘ସାଥୀ’ ଆପକୁ ଅପଡେଟ କରି ‘ୱି କେୟାର ସାଥୀ’ ଓ ସରାଇ ଆପକୁ ମଧ୍ୟ ଅପଡେଟ କରାଯାଇଥିବା ନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଦେଇଛନ୍ତି ସୂଚନା। ମହିଳାଙ୍କ ସୁରକ୍ଷା ପାଇଁ ଏହି ଆପ୍…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନ କନ୍‌ସୁଲ ଜେନେରାଲ

ଭୁବନେଶ୍ୱର: କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଓଡିଶାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଏବଂ କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟିକ…

ଝାରସୁଗୁଡାରେ 46 ଡିଗ୍ରୀ ଛୁଇଁଲା ପାରଦ, ତାତିରେ ହନ୍ତସନ୍ତ ଜନଜୀବନ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହୋଇପଡ଼ିଥିବା ବେଳେ ଆଜି ଝାରସୁଗୁଡାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ୍ ଛୁଇଁଛି । ଦିନର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ ହେବା ପରେ ସହର ସମେତ ଆଖପାଖ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି । ସକାଳୁ ଖରାର ପ୍ରକୋପ…

‘ୱାନ୍ ନେସନ୍, ୱାନ୍ ଇଲେକ୍ସନ୍’ ଦ୍ୱାରା ବଞ୍ଚିପାରିବ ପ୍ରାୟ ୭ ଲକ୍ଷ କୋଟି ଟଙ୍କା, ଜିଡିପି ଅଭିବୃଦ୍ଧି…

ଗାନ୍ଧୀନଗର: 'ୱାନ୍ ନେସନ୍, ୱାନ୍ ଇଲେକ୍ସନ୍' ବା 'ଏକକ ନିର୍ବାଚନ' ପ୍ରସଙ୍ଗରେ ଗଠିତ ସଂସଦୀୟ ଯୁଗ୍ମ କମିଟି (ଜେପିସି ) ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଜେପିସି ଅନୁଯାୟୀ, ଦେଶରେ ଲୋକସଭା, ବିଧାନସଭା ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା (ପୌରପାଳିକା ଓ ପଞ୍ଚାୟତ)…

ଆର୍ଥିକ ବର୍ଷ ୨୦୨୬ରେ ସୁନା ଋଣରେ ୫୦% ବୃଦ୍ଧି: ଜାଣନ୍ତୁ କାହିଁକି ଭାରତୀୟମାନେ ସୁନା ବଦଳରେ ଅଧିକ ଋଣ ନେଉଛନ୍ତି

ନୂଆଦିଲ୍ଲୀ: ଭାରତରେ ଜରୁରୀକାଳୀନ ସମୟରେ ତୁରନ୍ତ ଟଙ୍କାର ଆବଶ୍ୟକତା ମେଣ୍ଟାଇବା ପାଇଁ ଅଧିକରୁ ଅଧିକ ଲୋକ ଏବେ ସୁନା ଋଣ (Gold Loan) ଆଡ଼କୁ ମୁହାଁଉଛନ୍ତି। ଆର୍ଥିକ ବର୍ଷ ୨୦୨୬ରେ ସୁନା ଋଣ ବଜାରରେ ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। 'କ୍ରିଫ୍ ହାଇ ମାର୍କ' (CRIF…

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ହସ୍ତକ୍ଷେପ: ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ

ଫିରୋଜପୁର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଆପତ୍ତି ପରେ ପଞ୍ଜାବର ଫିରୋଜପୁରରେ ଆୟୋଜନ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଧବାର ଦିନ ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏବଂ କମିଟି…

Crypto-terror funding network: ଆତଙ୍କବାଦୀ ପାଣ୍ଠି ସହ ଜଡିତ ଆନ୍ତର୍ଜାତୀୟ କ୍ରିପ୍ଟୋ ନେଟୱାର୍କର ପର୍ଦ୍ଦାଫାଶ,୯…

ନୂଆଦିଲ୍ଲୀ: ଗୁଜରାଟ ସାଇବର ସେଣ୍ଟର ଅଫ୍ ଏକ୍ସେଲେନ୍ସ ଏକ କ୍ରିପ୍ଟୋ ନେଟୱାର୍କର ପର୍ଦ୍ଦାଫାସ କରିଛି ।  ଏହି  ନେଟୱାର୍କ ଡ୍ରଗ୍ସ ଚାଲାଣ, ମନି ଲଣ୍ଡରିଂ ଏବଂ ଆତଙ୍କବାଦ ପାଣ୍ଠି ସହିତ ଜଡିତ ବୋଲି ଅଭିଯୋଗ ହୋଇଛି। ଏହି ଅଭିଯାନରେ ଦେଶର ବିଭିନ୍ନ ସ୍ଥାନରୁ ନଅ ଜଣଙ୍କୁ ଗିରଫ କରାଯାଇଛି ।…

ପେଟ୍ରୋଲ-LPG ସଙ୍କଟକୁ ନେଇ ଆସିଲା ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଶକ୍ତି ସଙ୍କଟ ମଧ୍ୟ ଦେଇ ଗତି କରୁଛି ସାରା ବିଶ୍ୱ। ଅନେକ ଦେଶ ପେଟ୍ରୋଲ, ଡିଜେଲ, ଏଲପିଜିର ଅଭାବ ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନେଇ ଚିନ୍ତିତ। ଏହି ସମୟରେ ବିଶ୍ୱ ଯୁଦ୍ଧ, ଆର୍ଥିକ ଅସ୍ଥିରତା ଏବଂ ଇନ୍ଧନ ସଙ୍କଟ ସମେତ ଏହି ବିଷୟଗୁଡ଼ିକ ଉପରେ ବାବା ଭେଙ୍ଗାଙ୍କ…