Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

India Issues Urgent Advisory: ‘ତୁରନ୍ତ ଇରାନ ଛାଡିଦିଅ ‘…ଭାରତୀୟ ଦୂତାବାସ ଜାରି କଲା…

ନୂଆଦିଲ୍ଲୀ: ଭାରତ ବୁଧବାର ଦିନ ଏକ ଆଡଭାଇଜରୀ ଜାରି କରି ଇରାନରେ ଥିବା ନିଜର ନାଗରିକମାନଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ଅନୁରୋଧ କରିଛି। ବଢୁଥିବା କ୍ଷେତ୍ରୀୟ ଉତ୍ତେଜନା ଏବଂ ବିରୋଧ ପ୍ରଦର୍ଶନ ମଧ୍ୟରେ ସୁରକ୍ଷା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହି ଆଡଭାଇଜରୀରେ ଜାରି କରାଯାଇଛି। ଭାରତୀୟ…

Sukma Naxal Surrender:୨୯ ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ଦୁଇ ଲକ୍ଷ

ରାୟପୁର:ଛତିଶଗଡ଼ର ସୁକମା ଜିଲ୍ଲାରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଜଣେ ମାଓବାଦୀ ସମେତ ୨୯ ଜଣ ମାଓବାଦୀ ସୁରକ୍ଷାବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ୨୦୨୬ ମସିହାରେ ସୁକମାର ଗୋଗୁଣ୍ଡାରେ ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣ…

Russia Slams US Strike Threats: ମୁହାଁମୁହିଁ ଟ୍ରମ୍ପ – ପୁଟିନ; ହେବକି ଆଉ ଏକ ବିଶ୍ଵଯୁଦ୍ଧ?

ନୂଆଦିଲ୍ଲୀ: ରଣକ୍ଷେତ୍ର ପାଲଟିବ କି ଇରାନ? ତୃତୀୟ ବିଶ୍ୱଯୁଦ୍ଧ ଦେଖିବା କି ବିଶ୍ବ? ଆମ୍ନାସାମ୍ନା ହେବେ ବିଶ୍ଵର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚେତାବନୀ ଦେଲେ ପୁଟିନ୍ ଭେନେଜୁଏଲା ଉପରେ ଆକ୍ରମଣ ପରେ, ଆମେରିକା ନିରନ୍ତର ଇରାନର ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛି। ଏହି…

Case of Ariha Shah: ୪ ବର୍ଷ ହେଲାଣି ଜର୍ମାନୀରେ ଫସିଛି ୪ ବର୍ଷର କୁନି ଝିଅ, ୭ ମାସର ହୋଇଥିଲା ନେଇଯାଇଥିଲା ଜର୍ମାନ…

ନୂଆଦିଲ୍ଲୀ: ବାପା ମାଆ ଭାରତରେ ଏକୁଟିଆ ଜର୍ମାନୀରେ ଫସିଛି ୪ ବର୍ଷର କୁନି ଝିଅ ୭ ମାସ ହୋଇଥିଲା, ବାପାମାଙ୍କ ଠାରୁ ହୋଇଗଲା ଅଲଗା ଏବେ ଯାଏଁ ଜର୍ମାନୀରେ ଫସିଛି ଆଣି ପାରୁନାହାନ୍ତି ଭାରତ ସରକାର କିଛି ଏପରି ଦୁଃଖଦ ଖବର ଏବେ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିଛି। ୪ ବର୍ଷର ଝିଅ…

ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର

ବାଲେଶ୍ୱର: ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଅଘଟଣ। ନିଆଁ ପୁଉଁଥିବା ବେଳେ ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର। ଅସାବଧାନତାବଶତଃ ଏଭଳି ଅଘଟଣଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅଧୀନରେ ଥିବା ଚାଲନ୍ତି ଗ୍ରାମରେ ଏହି ଘଟଣା ଘଟିଛି।…

ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ

ଭଦ୍ରକ: ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ। ଗତକାଲି ଭଦ୍ରକଜିଲ୍ଲା ଭଣ୍ତାରିପୋଖରୀ ଥାନା ବୟାବନାପୁର ଗ୍ରାମର ଏକ ଦମ୍ପତି ମାସକର ଶିଶୁକନ୍ୟାକୁ ବିକି ଦେଇଥିଲେ। ଜେଜେମା ପାଇଁ ଫେରିଲା ନାତୁଣୀ। ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ…

ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ମକର ସଂକ୍ରାନ୍ତିରେ ଅଘଟଣ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ରକ୍ତଛିଟା ପଡ଼ିଥିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏଥିପାଇଁ ୧ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଜୟ ବିଜୟ ଦ୍ଵାର ନିକଟରେ ରକ୍ତ ଛିଟା…

Mark Carney India Visit: ଭାରତ ଆସିବେ କାନାଡ଼ା ପ୍ରଧାନମନ୍ତ୍ରୀ, ପୁଣି ମଜଭୁତ ହେବ ଦୁଇ ଦେଶ ମଧ୍ୟରେ ସମ୍ପର୍କ

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷର କୂଟନୈତିକ ଉତ୍ତେଜନା ପରେ, ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ନୂଆ ମୋଡ଼ ସୃଷ୍ଟି ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ଉନ୍ନତିର ସ୍ପଷ୍ଟ ସଙ୍କେତ ଦେଖାଯାଉଛି। କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବାକୁ…

Sabarimala ‘Ghee Scam’: ସାବରୀମାଳା ମନ୍ଦିରରେ ‘ପବିତ୍ର ଘିଅ’ ବିକ୍ରି ଘୋଟାଲା:…

ଥିରୁଅନନ୍ତପୁରମ୍: ଧର୍ମ ମନ୍ଦିରରେ ଆର୍ଥିକ ଅନିୟମିତତା ଉପରେ ନ୍ୟାୟ ମନ୍ଦିର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାବରୀମାଳା ଭଗବାନ ଆୟାପ୍ପା ମନ୍ଦିରରେ ପବିତ୍ର 'ଆଦିୟା ସିଷ୍ଟମ ଘିଅ' ବିକ୍ରୟରୁ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ କେରଳ ହାଇକୋର୍ଟ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ…

Lingaraj Temple: ମକରସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତି ନୀତିରେ ବିଭ୍ରାଟ, ଗତକାଲି ସନ୍ଧ୍ୟାରୁ ଉପବାସରେ…

ଭୁବନେଶ୍ୱର: ତୁଟିଲାନି ନବାଙ୍କ ବେଢ଼ା କ୍ଷୀର ଆଉଟା ସେବା ଅଧିକାର ବିବାଦ। ବନ୍ଦ ରହିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି। ମଙ୍ଗଳବାର ସନ୍ଧ୍ୟାଧୂପଠାରୁ ଉପବାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ମନ୍ଦିରରେ ନୀତିକାନ୍ତି ସବୁ ବନ୍ଦ ରହିଛି। ଗତକାଲି ସନ୍ଧ୍ୟାରୁ ଉପବାସରେ ଠାକୁର। ଆଜି ମକର…