Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେମିତି ହୋଇଥିଲା ସେହି ବିପଜ୍ଜନକ ଅପରେସନ୍? ଦେଶବାସୀଙ୍କୁ ବିଜୁ ବାବୁଙ୍କ ବୀରତ୍ୱର କାହାଣୀ ଶୁଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାହସିକତାର କାହାଣୀ ପୁଣି ଥରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶେଷ କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କ ସେହି ଐତିହାସିକ…

ନଦୀକୂଳରେ ସୃଷ୍ଟି ହେବ ସବୁଜ ବଳୟ: ମହାନଦୀ ସହ ୭ ପ୍ରମୁଖ ନଦୀ ପାର୍ଶ୍ୱରେ ଲଗାଯିବ ଲକ୍ଷ ଲକ୍ଷ ଚାରା

ଭୁବନେଶ୍ୱର: କପିଳେଶ୍ଵର ଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ବିକଟ ଗ୍ରୀଷ୍ମ ଲହରିର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ ।…

ମହାନଦୀରେ ମାଡ଼ି ଆସୁଛି ପ୍ରଥମ ବନ୍ୟା ପାଣି! ହୀରାକୁଦରୁ ଜଳ ନିଷ୍କାସନ ପୂର୍ବରୁ ତଳିଆ ଅଞ୍ଚଳ ପାଇଁ ବଡ଼ ବିପଦ?

ସମ୍ବଲପୁର: ରାଜ୍ୟରେ ଲଗାତାର ଜାରି ରହିଥିବା ପ୍ରବଳ ବର୍ଷା ଏବେ ବଡ଼ ବିପଦର ସଙ୍କେତ ଦେବା ଆରମ୍ଭ କରିଦେଲାଣି। ଛତିଶଗଡ଼ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା କାରଣରୁ ମହାନଦୀ ଏବେ ଫୁଲିବାରେ ଲାଗିଛି। ଉପରମୁଣ୍ଡରୁ ଲଗାତାର ନୂଆ ପାଣି ଆସିବା ଫଳରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି…

ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଖବର ମିଥ୍ୟା, ସ୍ପଷ୍ଟୀକରଣ ରଖିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ଶିଶୁ ବାଟିକା ଶିକ୍ଷକ ନିଯୁକ୍ତିକୁ ନେଇ ସୋସିଆଲ ମିଡିଆରେ ହେଉଛି ମିଥ୍ୟା ପ୍ରଚାର। ଏନେଇ ସ୍ପଷ୍ଟୀକରଣ ରଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସମ୍ପ୍ରତି ଅର୍ଥ ବିଭାଗର ପତ୍ର ସଂଖ୍ୟା 10911/F, ତାରିଖ ୨୪.୦୪.୨୦୨୬ ନାମରେ ଏକ ଜାଲ୍ ଓ ସମ୍ପୂର୍ଣ୍ଣ ମନଗଢ଼ା ପତ୍ର ବିଭିନ୍ନ…

ୱାୟନାଡ୍‌ରେ ଭୂସ୍ଖଳନ; ୩ ମୃତ, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

ୱାୟନାଡ଼: କେରଳମରେ ପୁଣି ରଚିଲା ପ୍ରକୃତିର ତାଣ୍ଡବ। ମଙ୍ଗଳବାର ଦିନ କେରଳର ୱାୟନାଡ ଜିଲ୍ଲାର ମେପାଡି ନିକଟ କଲାଡି ମୀନାକ୍ଷୀ ବ୍ରିଜ୍‌ ନିକଟରେ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ଅନେକ ଲୋକ ଭଗ୍ନାବଶେଷ…

ଏଣିକି ସମ୍ପୂର୍ଣ୍ଣ କ୍ୟାସ୍‌ଲେସ୍‌ ହେବ ଜମି କିଣାବିକା, ହଟିବେ ଦଲାଲ

ଭୁବନେଶ୍ୱର: ଏଣିକି ରାଜ୍ୟରେ ସମ୍ପୂର୍ଣ୍ଣ କ୍ୟାସ୍ ଲେସ ହେବ ଜମି କିଣା ବିକା। ଗୋଟିଏ ବି ଟଙ୍କା ନଗଦ କାରବାର ହେବ ନାହିଁ। ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଏଭଳି ନିଷ୍ପତ୍ତି ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ହେବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ବନ୍ୟା…

କେବଳ ଜରିମାନା ନୁହେଁ, ଫିଟନେସ ନିୟମ ଉଲ୍ଲଙ୍ଘନ କଲେ ଜବତ ହେବ ଗାଡ଼ି

କଟକ/ଭୁବନେଶ୍ୱର: ଫିଟନେସ୍ ନଥିଲେ ରାସ୍ତାରେ ଗଡିପାରିବନି ଗାଡି। ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ। ସଡ଼କ ଦୁର୍ଘଟଣା ହ୍ରାସ ତଥା ସମସ୍ତ ସଡ଼କ ବ୍ୟବହାରକାରୀଙ୍କୁ ସୁରକ୍ଷାକୁ…

କେବେ ଆସିବ ନୂଆ ଦରମା ଢାଞ୍ଚା? ସୁପାରିଶ ପୂର୍ବରୁ ଓଡ଼ିଶାରେ ଡେରା ପକାଇଲେ କମିଶନ୍

ଭୁବନେଶ୍ୱର: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଏକ ଖୁସିର ଖବର ସାମ୍ନାକୁ ଆସିଛି। ଦରମା ଢାଞ୍ଚା ଏବଂ ପେନ୍‌ସନ୍ ସଂଶୋଧନ ପାଇଁ ଗଠିତ ଅଷ୍ଟମ ବେତନ କମିଶନ୍ ଏବେ ଆକ୍ସନ୍ ମୋଡ୍‌କୁ ଆସିଯାଇଛି। ନିଜର ଚୂଡ଼ାନ୍ତ ସୁପାରିଶ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ପୂର୍ବରୁ…

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ହେବ ଆହୁରି ସୁଦୃଢ: ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ…

ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ । ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ କୋଠା ନିର୍ମାଣ କରାଯିବ । ରାଜ୍ୟର ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଭବନର ରୂପରେଖ ପ୍ରସ୍ତୁତ କରାଯିବ । ଏନେଇ ସୂଚନା ଦେଲେ…