Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣା; ଅଯଥାରେ ଗୁଜବ କରନ୍ତୁ ନାହିଁ କହିଲେ କଟକ ଡିସିପି

କଟକ: ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା । ବଡ଼ ପ୍ରତିକ୍ରିୟା ଦେଇଛନ୍ତି କଟକ ଡିସିପି ଖିଲାରୀ ଋଷିକେଶ । ସେ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିଛି ତଥ୍ୟ ମିଳିବା ନେଇ ଆଶା କରାଯାଉଛି । ତେଣୁ ଅଯଥାରେ କୌଣସି ଗୁଜବ ସୃଷ୍ଟି କରନ୍ତୁ ନାହିଁ କହିଲେ ଡିସିପି । ଏହି…

ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବେ ତୃତୀୟରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏଣିକି ତୃତୀୟରୁ ଅଷ୍ଟମ ଶ୍ରେଣୀ ପାଇଁ ବର୍ଷକୁ ୪ଟି ପରୀକ୍ଷା ହେବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୪ଟି ପରୀକ୍ଷା ଦେବାକୁ ପଡ଼ିବ।…

୫ ଦିନ ବର୍ଷିଲାଣି, ଆହୁରି ବର୍ଷିବ; ଆଜି ଓଡ଼ିଶା ଅତିକ୍ରମ କରିବ ଅବପାତ

ଭୁବନେଶ୍ୱର: ସ୍ଥଳଭାଗ ଅତିକ୍ରମ କଲା ଅବପାତ। ବାଲେଶ୍ବର ନିକଟରୁ ଅବପାତ ଉତ୍ତର ଉପକୂଳ ଓଡିଶା ଅତିକ୍ରମ କରିଛି। ଏହା ଆଗାମୀ ୨୪ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି। ଗତ ୫ ଦିନରେ…

ଚମ୍ପୁଆରେ ପୋଲିସର ଏନ୍‌କାଉଣ୍ଟର; ଅଭିଯୁକ୍ତ ମହମ୍ମଦ ନଫିସ ଆହତ

ଚମ୍ପୁଆ: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିକଟସ୍ଥ ପାଟଲା ଜଙ୍ଗଲରେ ଚୋରି ମାମଲାରେ ଅଭିଯୁକ୍ତ ମହମ୍ମଦ ନଫିସକୁ ଏନ୍‌କାଉଣ୍ଟର କରିଛି ପୋଲିସ। ରିପୋର୍ଟ ଅନୁଯାୟୀ, ରବିବାର ଦିନ ଝାଡ଼ଖଣ୍ଡର ମାଝିଗାଁରୁ ନଫିସକୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ପୋଲିସ ତାଙ୍କୁ ସୋମବାର ସକାଳେ ପାଟଲା…

ପ୍ରବଳ ବର୍ଷା ପାଇଁ ସୁବର୍ଣ୍ଣପୁରରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା 

ଭୁବନେଶ୍ବର: ଆଇଏମଡି ଦ୍ୱାରା ଜାରି ହୋଇଥିବା ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ଓଡିଶାର କିଛି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିଷ୍ପତ୍ତି ନେଉଛନ୍ତି। ଆଜି ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ବଡ଼…

୫ କୋଟି ମୂଲ୍ୟର ‘ସ୍ବର୍ଣ୍ଣ ରାମଚରିତମାନସ’ କୁଆଡ଼େ ଗଲା? ଏମିତି କହିଲା ଟ୍ରଷ୍ଟ.

ଅଯୋଧ୍ୟା:  ଅଯୋଧ୍ୟା ରାମ ମନ୍ଦିରକୁ ଦାନରେ ମିଳିଥିବା ୧୫୧ କିଲୋଗ୍ରାମ ସୁନା ଖଚିତ ରାମଚରିତମାନସ ସମ୍ପର୍କରେ ଏକ ନୂଆ ବିବାଦ ଦେଖାଦେଇଛି। ରାମ ମନ୍ଦିର ଟ୍ରଷ୍ଟକୁ ଏହି ମୂଲ୍ୟବାନ ଗ୍ରନ୍ଥ ଦାନ କରିଥିବା ପୂର୍ବତନ ଗୃହ ସଚିବ ଏସ. ଲକ୍ଷ୍ମୀନାରାୟଣନ ଦାବି କରିଛନ୍ତି ଯେ ତାଙ୍କୁ ଦାନ ପାଇଁ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପ୍ରାକୃତିକ ଗ୍ୟାସ ଯୋଗାଣ ଉପରୁ ହଟିଲା କଟକଣା

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ରାଜିନାମା କାର୍ଯ୍ୟକାରୀ ହେବା ପରେ ହର୍ମୁଜ ପ୍ରଣାଳୀରେ ଏଲଏନଜି ଯୋଗାଣରେ ଉନ୍ନତି ଆସିଛି । ଏହାକୁ ନଜରରେ ରଖି ପ୍ରାକୃତିକ ଗ୍ୟାସ ଯୋଗାଣ ଉପରେ ଗତ ମାର୍ଚ୍ଚ ମାସରେ ଲଗାଯାଇଥିବା ଜରୁରୀକାଳୀନ କଟକଣାକୁ ‌ପେଟ୍ରୋଲିୟମ ଓ ପ୍ରାକୃତିକ…

ଆସନ୍ତାକାଲି କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସର ହେବ ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ଯାତ୍ରୀ ସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଜୁଲାଇ ୬ ତାରିଖରେ ପୁରୀ ରେଳଷ୍ଟେସନରୁ "ପୁରୀ–କୋରାପୁଟ ଉଦ୍‌ଘାଟନୀ ସ୍ପେଶାଲ" ଏବଂ ବ୍ରହ୍ମପୁର ରେଳଷ୍ଟେସନରୁ "ବ୍ରହ୍ମପୁର–ଉଧନା (ସୁରଟ)…

ପ୍ରବଳ ବର୍ଷା ନେଇ କଟକ ଜିଲ୍ଲା ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି, ଆସନ୍ତାକାଲି ବନ୍ଦ ରହିବ ସମସ୍ତ…

କଟକ: ସାରା ରାଜ୍ୟରେ ବର୍ତ୍ତମାନ ବର୍ଷାର ପ୍ରକୋପ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ କେତେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି । ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କଟକ ଜିଲ୍ଲା ପାଇଁ 'ଅରେଞ୍ଜ ୱାର୍ଣ୍ଣିଂ' ଜାରି କରାଯାଇଛି ।…

ନିଶାମୁକ୍ତ ଅଭିଯାନରେ ଗଜପତି ପୋଲିସକୁ ବଡ଼ ସଫଳତା; ୧୭୫ କେଜି ଗଞ୍ଜେଇ ଜବତ

ଗଜପତି: ଗଜପତି ପୋଲିସକୁ ନିଶା କାରବାର ବିରୋଧରେ ବଡ଼ ସଫଳତା ହାସଲ ମିଳିଛି । ଅଡ଼ବା ଥାନା ପୋଲିସର ସ୍ୱତନ୍ତ୍ର ଏନଡିପିଏସ୍ ଅଭିଯାନ ସମୟରେ ୧୭୫ କେଜି ଗଞ୍ଜେଇ ଜବତ କରାଯାଇଛି । ବଛମା, ଭାଲିଆଗୁଡ଼ା ଓ ଆଖପାଖ ଅଞ୍ଚଳରେ ଚାଲିଥିବା ଯାଞ୍ଚ ବେଳେ ବଛମା ଓ ଭାଲିଆଗୁଡ଼ା ମଧ୍ୟବର୍ତ୍ତୀ ଘଞ୍ଚ ଜଙ୍ଗଲ…