Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ:’ସମୟ ଗଡ଼ିଯାଉଛି, ଯାହା କରିବାର ଅଛି ଶୀଘ୍ର କର’, ବଢିଲା…

ୱାସିଂଟନ/ତେହେରାନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆନୁଷ୍ଠାନିକ ଭାବେ କ୍ଷମତା ଗ୍ରହଣ କରିବା ପୂର୍ବରୁ ଆକ୍ସନ ମୋଡକୁ ଆସିଯାଇଛନ୍ତି। ତାଙ୍କର ପ୍ରଥମ ଟାର୍ଗେଟରେ ଅଛି ଇରାନ। ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଏବଂ ଅଶାନ୍ତି ଭିତରେ ଇରାନକୁ ଏକ କଡ଼ା ବାର୍ତ୍ତା…

ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ ଦାବି: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ

ଭୁବନେଶ୍ୱର: ଦିନକୁ ଦିନ ଆକାଶଛୁଆଁ ହେଉଥିବା ଇନ୍ଧନ ଦର ଏବଂ ବଢ଼ୁଥିବା ମୁଦ୍ରାସ୍ଫୀତି ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିଦେଲାଣି। ଏହି ଜ୍ୱଳନ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ଡକ୍ଟର ସସ୍ମିତ ପାତ୍ର।…

ନବମ ଶ୍ରେଣୀରୁ ଲାଗୁ ହେବ CBSEର ନୂଆ ନିୟମ: ଓଡ଼ିଶା ପାଇଁ ବଡ଼ ଆଶ୍ୱସ୍ତି, ହେଲେ ବଦଳିବ ଟାଇମଟେବୁଲ୍ ଓ ବଢ଼ିବ ବୋଝ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ନବମ ଶ୍ରେଣୀଠାରୁ ଲାଗୁ ହେବାକୁ ଥିବା ନୂଆ 'ତ୍ରି-ଭାଷା ନୀତି' (Three-Language Policy) କୁ ନେଇ ସାରା ଦେଶରେ ଏବେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ମେଟ୍ରୋ ସହରଗୁଡ଼ିକରେ…

Nitin Naveen in Odisha: ଦୁଇଦିନିଆ ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ;ମୁଖ୍ୟମନ୍ତ୍ରୀ କଲେ ସ୍ୱାଗତ

ଭୁବନେଶ୍ଵର:ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନିତିନ ନବୀନଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ଵର…

Sweden’s prestigious award: ସ୍ୱିଡେନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ; ପାଇଲେ ୩୧ତମ ଗ୍ଲୋବାଲ…

ନୂଆଦିଲ୍ଲୀ:ସ୍ୱିଡେନ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛନ୍ତି। ସ୍ଵିଡେନ ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୟାଲ୍ ଅର୍ଡର ଅଫ୍ ଦି ପୋଲାର୍ ଷ୍ଟାର କମାଣ୍ଡର ଗ୍ରାଣ୍ଡ୍ କ୍ରସ୍ (Royal Order Of Polar Star)ରେ ସମ୍ମାନିତ କରିଛନ୍ତି। ଏହାକୁ…

ମସ୍କୋରେ ୟୁକ୍ରେନର ବଡ଼ ଡ୍ରୋନ୍ ହମଲା: ଜଣେ ଭାରତୀୟ ମୃତ, ୩ ଆହତ

ନୂଆଦିଲ୍ଲୀ: ଅଶାନ୍ତ ହୋଇପଡିଛି ରୁଷିଆ-ୟୁକ୍ରେନ। କିଛି ସମୟ ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି(Abu Dhabi)ରେ ଥିବା ବାରାକାହ ପରମାଣୁ ବିଦ୍ୟୁତ୍ କେନ୍ଦ୍ରରେ(Barakah nuclear power plant) ଡ୍ରୋନ୍ ଆକ୍ରମଣ ପରେ ଅଗ୍ନିକାଣ୍ଡ ଘଟିଛି। ଆଉ ଏବେ ମସ୍କୋରେ ୟୁକ୍ରେନର ବଡ଼ ଡ୍ରୋନ୍…

ଭାରତର ଏହି ଗାଁ ସମ୍ପୂର୍ଣ୍ଣ ଶାକାହାରୀ, ଏହା ପଛରେ କାରଣ କ’ଣ ଜାଣନ୍ତି?

ନୂଆଦିଲ୍ଲୀ: ଭାରତ ଏହାର ବିଶାଳ ସାଂସ୍କୃତିକ ଏବଂ ଧାର୍ମିକ ବିବିଧତା ପାଇଁ ଜଣାଶୁଣା। ଏହାର ଅନେକ ଅନନ୍ୟ ପରମ୍ପରା ମଧ୍ୟରେ ଅନେକ ଗ୍ରାମ ଏବଂ ସହର ଅଛି ଯେଉଁଠି ନିରାମିଷ ଜୀବନଶୈଳୀ ଅନୁସରଣ କରନ୍ତି। ଏହି ସ୍ଥାନଗୁଡ଼ିକରେ, ମାଠ, ମାଂସ, ଅଣ୍ଡା ଏବଂ ମଦ୍ୟପାନ ସାମାଜିକ ଭାବରେ ନିଷିଦ୍ଧ…

ଯୁଦ୍ଧ ଶେଷ ପାଇଁ ପାଞ୍ଚଟି ବଡ଼ ସର୍ତ୍ତ ରଖିଲେ ଟ୍ରମ୍ପ, ରାଜି ହେବ ତ ଇରାନ?

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନାର ସମାଧାନ ପାଇଁ ଆମେରିକା-ଇରାନ ମଧ୍ୟରେ ପର୍ଯ୍ୟାୟ କ୍ରମେ ଆଲୋଚନା ଚାଲିଛି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଆଲୋଚନା ସମ୍ପର୍କରେ ଅନେକ ପ୍ରମୁଖ ସର୍ତ୍ତ ଏବଂ ମତଭେଦର ରିପୋର୍ଟ…

ଏହି ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭିଡି ସତୀଶନ୍

ନୂଆଦିଲ୍ଲୀ: କେରଳମରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ସପ୍ତାହ ପରେ ୟୁଡିଏଫର ସରକାର ହେବାକୁ ଯାଉଛି। ପ୍ରାୟ ଏକ ଦଶନ୍ଧି ପରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) କ୍ଷମତାକୁ ଫେରିଛି। ଆଉ ଏହି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ଭି.ଡି. ସତିଶନ୍। ସେ…

Nikhil Hadappa:ବହୁଚର୍ଚ୍ଚିତ ହାଡପ୍ପା ନିଖିଲ ହତ୍ୟା ଘଟଣାରେ ୯ ଗିରଫ;ହତ୍ୟା ପଛରେ…

ରାୟଗଡ଼ା:ବହୁଚର୍ଚ୍ଚିତ ହାଡପ୍ପା ନିଖିଲ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ରାୟଗଡ଼ା ଥାନା ପୋଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସମେତ ଅନ୍ୟ ୮ ଜଣକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଗିରଫ କରିଛି ପୋଲିସ । ରାୟଗଡା ଏସପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।…