Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

NTA New appointment: ନିଟ୍ ପେପର ଲିକ୍ ପରେ ସରକାରଙ୍କ ବଡ ନିଷ୍ପତ୍ତି, ବଦଳିଲେ NTAରେ ଏହି ପଦବୀରେ ଥିବା ଅଧିକାରୀ…

ନୂଆଦିଲ୍ଲୀ: NEET ପେପର ଲିକ୍ ପରେ, ସରକାର ଜାତୀୟ ପରୀକ୍ଷା ଏଜେନ୍ସି (NTA) ମଧ୍ୟରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ କରିଛନ୍ତି, ଦୁଇଜଣ ନୂତନ ଯୁଗ୍ମ ନିର୍ଦ୍ଦେଶକ ଏବଂ ଦୁଇଜଣ ଯୁଗ୍ମ ସଚିବଙ୍କୁ ନିଯୁକ୍ତି ଦେଇଛନ୍ତି। ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ ଆକାଶ ଜୈନଙ୍କୁ NTAରେ ଯୁଗ୍ମ…

ବଢୁଥିବା ତୈଳ ଦର ମଧ୍ୟରେ ଶକ୍ତି ସଂରକ୍ଷଣ, ସୀମିତ ସମ୍ବଳର ସଦୁପଯୋଗ ନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ ରାଜ୍ୟପାଳଙ୍କ…

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବରେ ତ‌ୈଲ ସଙ୍କଟ ଦେଖାଯାଇଛି । ଏଥିରୁ ଭାରତ ମଧ୍ୟ ବାଦ୍ ପଡିନି । ତେଲର ସଦୁପଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଲା ପରେ ଏହାକୁ ପ୍ରାୟ ସବୁ ଅନୁଷ୍ଠାନ ପକ୍ଷରୁ ପାଳନ ନେଇ ଚେଷ୍ଟା ଜାରି ରହିଛି । ଏହି…

ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ରିଟେଲ୍ ଆଉଟଲେଟ୍ ସ୍ଥିର କରାଯିବ, ସ୍ୱାଭାବିକ ରହିବ ପବ୍ଲିକ୍ ଟ୍ରାନ୍ସପୋର୍ଟ…

କଟକ: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ପବ୍ଲିକ ଟ୍ରାନ୍ସପୋର୍ଟ ସେବାର ସୁଚାରୁ ପରିଚାଳନା ପାଇଁ ବସ୍ ଓ ଟ୍ରକ୍‌ ମାଲିକ ସଙ୍ଘ ସହ STAର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବସ୍ ଓ ଟ୍ରକ ମାଲିକମାନେ ପର୍ଯ୍ୟାପ୍ତ ଇନ୍ଧନ ପାଉନଥିବା ଅଭିଯୋଗ କରିଥିଲେ । ଏହି…

ସରକାରଙ୍କ ତରଫରୁ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ; ୫୦୫ ଲିଟର ଡିଜେଲ ଜବତ

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବ ଏବେ ତୈଳ ସଙ୍କଟର ସାମ୍ନା କରୁଛି । ଯାହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ତେଲର କଳାବଜାରୀ ଦେଖିବାକୁ ମିଳୁଛି । ଆଉ ଏହା ଉପରେ ରୋକ ଲଗେଇବାକୁ ସରକାରଙ୍କ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ…

ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଘଟଣା; ସିବିଆଇ ତଦନ୍ତ ଦାବି କଲା ପରିବାର

ଭୁବନେଶ୍ବର: ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାକୁ ଆଭିତରେ ୧୦ ଦିନ ପୁରିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଥିବାବେଳେ, ଏଥିରେ ଏପର୍ଯ୍ୟନ୍ତ ୧୩ ଝଣଙ୍କୁ ଗିରଫ କରାଯାଇଛି । ହେଲେ ଏହି ତଦନ୍ତରେ ଅସନ୍ତୁଷ୍ଟ ହୋଇ ସିବିଆଇ ତଦନ୍ତ ଦାବି କରିଛନ୍ତି…

ଭୁଶୁଡି ପଡିଲା ନିର୍ମାଣାଧୀନ କାନ୍ଥ, ଚାଲିଗଲା ଶ୍ରମିକଙ୍କ ଜୀବନ

ପୁରୀ: ପୁରୀ ଚକ୍ରତୀର୍ଥ ରୋଡ୍ ରେ ଅଘଟଣ । ନିର୍ମାଣାଧୀନ କାନ୍ଥ ପଡିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଶ୍ରମିକଙ୍କ ପରିଚୟ ଜଗତସିଂହପୁର ଅଞ୍ଚଳର ପପୁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ତେବେ ପୁରୀ ଚକ୍ରତୀର୍ଥ…

CBSE ନବମ, ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଏବଂ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (NCF-SE) ୨୦୨୩ ଅନ୍ତର୍ଗତ ୯ମ ଏବଂ ୧୦ମ ଶ୍ରେଣୀ ପାଇଁ ଭାଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛି। ବୋର୍ଡ ଅନୁଯାୟୀ, ଜୁଲାଇ ୧, ୨୦୨୬ ଠାରୁ ୯ମ ଶ୍ରେଣୀରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନରେ ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ କରିବାରେ ଅର୍ଦ୍ଧସାମରିକ ବାହିନୀ ସବୁଠୁ ଆଗରେ..

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଧନ (ପେଟ୍ରୋଲ ଏବଂ ଡିଜେଲ) ସଂରକ୍ଷଣ କରିବା ପାଇଁ ନାଗରିକମାନଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି । ଏହି ନିବେଦନର ପ୍ରଭାବ ଏବେ ଦେଶର ଅର୍ଦ୍ଧସାମରିକ ବାହିନୀରେ ସ୍ପଷ୍ଟ ଭାବରେ…

ଛୁଆ ଜନ୍ମ କଲେ ମିଳିବ ହଜାର ହଜାର ଟଙ୍କା, ଆସିଲା ନୂଆ ଯୋଜନା

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ମଧ୍ୟରେ ଚନ୍ଦ୍ରବାବୁ ନାଇଡୁ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ତୃତୀୟ ଶିଶୁ ଜନ୍ମ ହେଲେ ପରିବାରକୁ ୩୦ ହଜାର ଟଙ୍କା ଏବଂ ଚତୁର୍ଥ ଶିଶୁ ପାଇଁ ୪୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଶୁକ୍ରବାର ଏହି ନୂତନ…

ବାଘଛାଲ ଚୋରା ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ପୋଲିସ; ୩ ଗିରଫ

ବ୍ରହ୍ମପୁର: ବାଘଛାଲ ଚାଲାଣ ବେଳେ ମାଡି ବସିଲା ପୋଲିସ । ଏଭଳି ଖବର ସାମ୍ନାକୁ ଆସିଛି ଧନାବଡ଼ା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଆଙ୍କୁଳି ଅଞ୍ଚଳରେ । ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଏକ ବାଘଛାଲ, ୨ଟି ଜୀବନ୍ତ ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଲୁହା ରଡ୍‌ ଏବଂ ଗୋଟିଏ ଛୁରୀ ଜବତ କରିଛି ।…