Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Rath Yatra: ରଥଯାତ୍ରାରେ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଦିଆଯିବ

ପୁରୀ:ପୁଣି ବଦଳିଲା ନିଷ୍ପତ୍ତି । ପ୍ରଶାସନ ନିଷ୍ପତ୍ତି ନେଇଛି ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନଙ୍କ ଠାରୁ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ…

Shopian Encounter: ଦୁଇ ଲସ୍କର ଆତଙ୍କବାଦୀ ନିହତ; ପହଲଗାମ ଆକ୍ରମଣ ପରେ ପ୍ରସ୍ତୁତ ହୋଇଥିବା ହିଟ୍ ଲିଷ୍ଟରେ ଥିଲା…

ଶ୍ରୀନଗର:ଶନିବାର ଜମ୍ମୁ-କାଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି । ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଚାନପୋରା ଗାଁ, ସୈଦପୋରା-ପିନ୍ ଅଞ୍ଚଳରେ ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ପୋଲିସ୍ ଓ ସେନାଙ୍କୁ ବିଶେଷ…

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ବ୍ୟାପକ ହେଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଧମକ ମିଳିଛି, ଯାହା ପରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ…

ଦେଶରେ ଜନସଂଖ୍ୟା ପରିବର୍ତ୍ତନ ଓ ବେଆଇନ ଅନୁପ୍ରବେଶର ସମୀକ୍ଷା: ଜୁଲାଇ ୯ରେ ସବୁ ରାଜ୍ୟର ଡିଜିପିଙ୍କୁ ଭେଟିବ କେନ୍ଦ୍ର

ନୂଆଦିଲ୍ଲୀ: ସାରା ଦେଶରେ ଘଟୁଥିବା ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ (ଡେମୋଗ୍ରାଫିକ୍ ଚେଞ୍ଜ) ଏବଂ ବେଆଇନ ଅନୁପ୍ରବେଶକୁ ନେଇ କେନ୍ଦ୍ର ସରକାର ଏବେ ଆକ୍ସନ ମୋଡ୍‌ରେ। ଏହି ପ୍ରସଙ୍ଗର ଆହୁରି ଭଲ ଭାବରେ ସମୀକ୍ଷା କରିବା ତଥା ଏକ କଠୋର ରଣନୀତି ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଜୁଲାଇ ୯…

ପ୍ରବଳ ବର୍ଷାରେ ଉଛୁଳିଲା ନାଳ: ଭୁବନେଶ୍ୱର ବାଣୀବିହାର ନିକଟରେ ଯୁବକ ଭାସିଯାଇ ନିଖୋଜ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲଗାଣ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଣୀବିହାର ନିକଟସ୍ଥ ଏକ ଡ୍ରେନ୍‌ର ପ୍ରଖର ସ୍ରୋତରେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ…

ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ଲଗାଣ ବର୍ଷା, ୩ ଜିଲ୍ଲା ପାଇଁ ସର୍ବୋଚ୍ଚ ବିପଦ ‘ରେଡ୍ ଆଲର୍ଟ’ ଜାରି

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷାର ରୂପ ଏବେ ଭୟଙ୍କର ହେବାରେ ଲାଗିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ବର୍ଷା ଲାଗି ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ବର୍ଷାର ପରିମାଣ ସବୁ ଆକଳନକୁ ପଛରେ ପକାଇ ୧୦୦…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିବ ମହଙ୍ଗା ଭତ୍ତା, ସାମ୍ନାକୁ ଆସିଲା ଅଷ୍ଟମ ବେତନ କମିଶନ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଦୀର୍ଘ ଦିନ ଧରି ନିଜ ଦରମା ଏବଂ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରି ରହିଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଖୁବଶୀଘ୍ର ଏକ ବଡ଼ ଉପହାର ମିଳିବାକୁ ଯାଉଛି। ଆସନ୍ତା ଜୁଲାଇ ମାସରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩…

Vehicle Fitness:ଗାଡ଼ିର ଫିଟନେସ ପ୍ରମାଣପତ୍ର ନଥିଲେ ହେବ ପଞ୍ଜୀକରଣ ରଦ୍ଦ;ବୀମା ଓ ପରମିଟ ଯାଞ୍ଚ…

ଭୁବନେଶ୍ବର:ବାରିପଦାଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁର୍ଘଟଣାରେ ସମ୍ପୃକ୍ତ ଦୁଇଟିଯାକ ଗାଡ଼ିର ବୈଧ 'ଫିଟନେସ୍ ପ୍ରମାଣପତ୍ର' (Fitness Certificate) ନଥିଲା। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ବାଣିଜ୍ୟ ଓ ପରିବହନ…

Puri Rath Yatra 2026: ରଥଯାତ୍ରାରେ ‘ଟ୍ରାଫିକ ଆଡଭାଇଜରୀ’କୁ ଧ୍ୟାନ ଦେବାକୁ ଜନସାଧାରଣଙ୍କୁ ନିବେଦନ…

ପୁରୀ: ଆସନ୍ତା ଜୁଲାଇ ୧୬ରେ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ପୁରୀସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (DPO) ପରିସରରେ ରାଜ୍ୟ ପୋଲିସ…

୯ ଜୁଲାଇରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ;ଏମିତି ରହିଛି କାର୍ଯ୍ୟସୂଚୀ

ଭୁବନେଶ୍ୱର:ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ୯ ଜୁଲାଇରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…