Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜ୍ଞାନ ଓ ସିଦ୍ଧିର ଦେବତା ଶ୍ରୀଗଣେଶ: ସବୁ ଦେବତାଙ୍କ ପୂର୍ବରୁ କାହିଁକି ପୂଜା ପାଆନ୍ତି ପ୍ରଭୁ?

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ, ଯଜ୍ଞ, ଗୃହ ପ୍ରବେଶ କିମ୍ବା ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ପ୍ରଭୁ ଶ୍ରୀ ଗଣେଶଙ୍କୁ ଆରାଧନା କରାଯିବାର ପରମ୍ପରା ରହିଛି । ବର୍ଷ ତମାମ ଲାଗି ରହୁଥିବା ହିନ୍ଦୁ ପାର୍ବଣ ଋତୁର ଶୁଭାରମ୍ଭ ମଧ୍ୟ ପବିତ୍ର ଗଣେଶ…

ଟାର୍ଗେଟ୍ ହେଲା ‘ଏମଟି ଏଲ୍-ଗାଇଆ’: ନିଖୋଜ ଭାରତୀୟ ନାବିକଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଅଶାନ୍ତ ସମୁଦ୍ର ପଥରେ ପୁଣି ଥରେ ଘନେଇଛି ବିପଦ। ଓମାନ ଉପକୂଳ ନିକଟରେ ଯାଉଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହଠାତ୍ ହୋଇଥିବା ଘାତକ ଆକ୍ରମଣ ଘଟଣାକୁ ଭାରତ ସରକାର ଅତ୍ୟନ୍ତ କଠୋର ଭାଷାରେ ନିନ୍ଦା କରିଛନ୍ତି। ବିଳମ୍ବିତ ରାତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…

ରାଜ୍ୟର ସବୁ ହାଇସ୍କୁଲକୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ୍: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ସରକାରଙ୍କ…

କଟକ: ରାଜ୍ୟର ଶିକ୍ଷା ବ୍ୟବସ୍ଥା, ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସମଗ୍ର ଓଡ଼ିଶାର ସମସ୍ତ ହାଇସ୍କୁଲରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା…

ମୋଦୀ, ପୁଟିନ୍ ଓ ଜିନପିଙ୍ଗଙ୍କ ସହ ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ ଏହି ଯୁବକ! ଜାଣନ୍ତୁ କିଏ ଏହି ସିଦ୍ଧାର୍ଥ ବାବୁ?

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ବିଶ୍ୱର ତିନି ପ୍ରଭାବଶାଳୀ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି…

ବାହାରକୁ ଯେତିକି ଚାକଚକ୍ୟ, ଭିତରେ ସେତିକି ତ୍ୟାଗ: ପଡକାଷ୍ଟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଅଧିକାରୀଙ୍କ ଜୀବନଶୈଳୀର…

ନୂଆଦିଲ୍ଲୀ: ସାଧାରଣତଃ ଟିଭି ପରଦାରେ କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ପଛରେ ଠିଆ ହୋଇଥିବା ସୁରକ୍ଷା ଅଧିକାରୀ ବା ଏଡ୍-ଡି-କ୍ୟାମ୍ପଙ୍କୁ ଦେଖିଲେ ଖୁବ୍ ଗର୍ବ ଅନୁଭବ ହୁଏ । ବାହାରକୁ ଏହି ପଦବୀ ଯେତିକି ଶକ୍ତିଶାଳୀ ଓ ସମ୍ମାନଜନକ ଲାଗେ, ପ୍ରକୃତରେ ସେହି ଉର୍ଦ୍ଦି…

Balianta Soumya Murder Case: ତଦନ୍ତ ବାଟବଣା ହେଉଥିବା ଆଶଙ୍କା, ଅସଲ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି ପୋଲିସ?

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି । ନିଜ ପୁଅକୁ ହରାଇ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଜଣେ ଅସହାୟ ମା' ପୋଲିସର ତଦନ୍ତ ପ୍ରକ୍ରିୟା ଓ ପ୍ରସ୍ତୁତ ହୋଇଥିବା ଚାର୍ଜସିଟକୁ ନେଇ ସାଂଘାତିକ…

Women Asia Cup 2026: ନକଭିଙ୍କ ହାତରୁ ଟ୍ରଫି ନେବାକୁ ସିଧାସଳଖ ମନା କଲା ଟିମ୍ ଇଣ୍ଡିଆ, ଷ୍ଟେଜ୍ ଉପରେ ହାଇଡ୍ରାମା

ଦୁବାଇ: ରବିବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଏସିଆ କପ୍ ଫାଇନାଲରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୭୨ ରନର ବଡ଼ ବ୍ୟବଧାନରେ ପରାସ୍ତ କରି ରେକର୍ଡ ଅଷ୍ଟମ ଥର ପାଇଁ ଟାଇଟଲ୍ ହାତେଇଛି । ଫାଇନାଲ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ…

୧୯୯୮ରେ ଭାରତକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲା ଲାଡେନ

ନ୍ୟୁୟର୍କ:  ୯/୧୧ ଆମେରିକା ଆତଙ୍କବାଦୀ ଆକ୍ରମଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ସାର୍ବଜନୀନ କରିଛି। ଏହି ରିପୋର୍ଟରୁ ଏକ ବଡ଼ ଖୁଲାସା ହୋଇଛି। ୧୯୯୮ ମସିହାରେ ଅଲ-କାଏଦା ମୁଖିଆ ଓସାମା ବିନ୍ ଲାଡେନ୍ ଭାରତ ସମେତ ବିଶ୍ୱର…

ବ୍ରିକ୍ସ୍ ସମ୍ମିଳନୀରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ବଲିଉଡ୍ ଅନ୍ଦାଜ୍

ନୂଆଦିଲ୍ଲୀ : ଆର୍ନ୍ତଜାତୀୟ ମଞ୍ଚରେ ଏବେ ବେଶ୍ ଚର୍ଚ୍ଚାରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ। ଭାରତ ମଣ୍ଡପମରେ ଆୟୋଜିତ ରାତ୍ରିଭୋଜନ କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ବହୁ ପ୍ରତିଷ୍ଠିତ ନେତା। ଏହି ସମୟରେ ମାଲେସିଆ…

ଜି – ୨୦ରେ ପୁଟିନ – ଜେଲେନସ୍କି ସାକ୍ଷାତକାର ଅସମ୍ଭବ : କ୍ରେମଲିନ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସରେ ଆମେରିକାର ମିଆମିଠାରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସାକ୍ଷାତକାର ହେବାର ସମ୍ଭାବନାକୁ ସିଧାସଳଖ…