Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସାରା ବିଶ୍ୱରେ ଇଣ୍ଟରନେଟ୍ ବନ୍ଦ କରିଦେବ କି ଇରାନ? ହର୍ମୁଜରେ କେବୁଲଗୁଡ଼ିକୁ ନିୟନ୍ତ୍ରଣ ସହ ଟିକସ ଆଦାୟ କରିବାର…

ନୂଆଦିଲ୍ଲୀ: ଇରାନ ଏବେ ଉପସାଗର ଦେଇ ଯାଉଥିବା ୭ଟି ସମୁଦ୍ର ତଳ ଇଣ୍ଟରନେଟ୍ କେବୁଲକୁ ନିୟନ୍ତ୍ରଣ କରି ଆମେରିକାର ହର୍ମୁଜ୍ ପ୍ରଣାଳୀ ଅବରୋଧର ପ୍ରତିଶୋଧ ନେବ । ଇରାନ ତେଲ ପରିବହନକୁ ଅବରୋଧ କରିବାର ନୀତିକୁ ବିସ୍ତାର କରିଛି । ପ୍ରସ୍ତାବିତ ନୀତି ଅନୁଯାୟୀ, ବିଦେଶୀ ଅପରେଟରମାନଙ୍କୁ ଏବେ…

ଥାଲାପତି ବିଜୟଙ୍କ ସହ ରାହୁଲ ଗାନ୍ଧୀ ସେୟାର କରିଥିବା ଇନଷ୍ଟା ରିଲକୁ ବ୍ଲକ କଲା ମେଟା, କଂଗ୍ରେସ କଲା ଏହି…

ନୂଆଦିଲ୍ଲୀ: ବିଜୟ ଥାଲାପଥୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ତାମିଲନାଡୁ ଆସିଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଷ୍ଟେଜରେ ଏକ ରିଲ୍ ତିଆରି କରିଥିଲେ ଟିଭିକେ ମୁଖ୍ୟ । କଂଗ୍ରେସ ଦଳ ଦାବି କରିଛି ଯେ ଆଇବି ମନ୍ତ୍ରଣାଳୟର ନିୟମାବଳୀ ଯୋଗୁଁ ଇନଷ୍ଟାଗ୍ରାମ ବିଜୟ ଏବଂ ରାହୁଲ ଗାନ୍ଧୀଙ୍କ…

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ; ଆଜି ଏସବୁ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା..

ଭୁବନେଶ୍ବର: ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପାଇଁ…

ଆକ୍ସନ ମୋଡରେ କମିଶନରେଟ ପୋଲିସ: ଜୋରଦାର ହେଲା ନାଇଟ୍ ପେଟ୍ରୋଲିଂ ଓ ବ୍ଲକିଂ ଚେକିଂ

ଭୁବନେଶ୍ବର: ବାଲିଅନ୍ତା ଘଟଣାକୁ ନେଇ ସମାଲୋଚନା ପରେ ଏବେ ସକ୍ରିୟ ହୋଇଛି କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ବରରେ ନାଇଟ ଅପରେସନ ଆରମ୍ଭ କରିଛି କମିଶନରେଟ ପୋଲିସ । ରବିବାର ରାତିରେ ସହରର ବିଭିନ୍ନ ପ୍ରମୁଖ ଛକରେ ଜୋରଦାର ନାଇଟ୍ ପାଟ୍ରୋଲିଂ ସହ ବ୍ଲକିଂ ଚେକିଂ କରାଯାଇଥିବା ଦେଖିବାକୁ…

Skip Gold Purchases for a Year:’WFH କର, ପେଟ୍ରୋଲ ସଞ୍ଚୟ କର ଏବଂ ସୁନା କିଣ ନାହିଁ…’,…

ନୂଆଦିଲ୍ଲୀ:ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  ସମସ୍ତ ଭାରତୀୟ ନାଗରିକଙ୍କୁ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ କମ୍ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଭାରତ ବହୁ ପରିମାଣରେ ଇନ୍ଧନ ଆମଦାନୀ କରେ; ତେଣୁ ପେଟ୍ରୋଲ, ଡିଜେଲ ଏବଂ…

ବାଲିଅନ୍ତା ଓ ବାଲିପାଟଣା ଘଟଣାରେ ପୋଲିସ ଡିଜିଙ୍କ ସମୀକ୍ଷା; କହିଲେ କିଛି ତ୍ରୁଟି ଥିଲେ…

ଭୁବନେଶ୍ବର: ବାଲିଅନ୍ତା ଓ ବାଲିପାଟଣା ଘଟଣା ସମୀକ୍ଷା ପରେ ପୋଲିସ ଡିଜି ପ୍ରତିକ୍ରିୟା ଦେଇଛନ୍ତି । ଯଦି କିଛି ତ୍ରୁଟି ଥାଏ ସୁଧାରିବୁ, ଅପଗ୍ରେଡ୍‌ ଦରକାର ଥିଲେ କରିବୁ ବୋଲି କହିଛନ୍ତି ଡିଜିପି ୱାଇ ବି ଖୁରାନିଆ। ଉକ୍ତ ସମୀକ୍ଷା ବୈଠକରେ ଆଇଜି, ଡିଆଇଜି, ଏସ୍ପି, ପୋଲିସ କମିଶନର,…

RuPay ‘On-The-Go’ cards: ଦେଶସାରା ଯାତ୍ରା କରିବା ହେବ ସହଜ..ଲଞ୍ଚ ହେଲା RuPay…

ନୂଆଦିଲ୍ଲୀ:ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ଯାତ୍ରୀମାନଙ୍କ ଯାତ୍ରାକୁ ସହଜ ଏବଂ ଅଧିକ ହାଇଟେକ୍ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ଯାତ୍ରୀମାନଙ୍କୁ ଆଉ ବିଭିନ୍ନ ସହର ମଧ୍ୟରେ ଯାତ୍ରା କରିବା ପାଇଁ ପୃଥକ କାର୍ଡ ବ୍ୟବହାର କରିବାକୁ ପଡିବ ନାହିଁ। ଦିଲ୍ଲୀ ମେଟ୍ରୋ ଏୟାରଟେଲ…

ଏନସିବି କର୍ମଚାରୀଙ୍କୁ ଗାଡ଼ିଧକ୍କା କରି ମାରିଦେବାକୁ ଉଦ୍ୟମ, ୩ ଗଞ୍ଜେଇ ମାଫିଆ ଗିରଫ

ଭୁବନେଶ୍ବର: ରାଜଧାନୀରେ ଛାତିରେ ଚାଲିଛି ବେଧଡକ ଗଞ୍ଜେଇ ଚୋରା ଚାଲାଣ । ଧରପଗଡ ସମୟରେ ପୋଲିସ ଉପରକୁ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଛନ୍ତି ଗଞ୍ଜେଇ ମାଫିଆମାନେ । ଚେକପୋଷ୍ଟକୁ ଭାଙ୍ଗି ଖସିପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଗୋଡାଇ ଗୋଡାଇ ଧରିଛି । ଏହି…

ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ୱର ୯ ହଜାର ବିଶ୍ୱବିଦ୍ୟାଳୟ ଉପରେ ସାଇବର ଆଟାକ୍

ନୂଆଦିଲ୍ଲୀ: ବିଶ୍ୱର ପ୍ରାୟ ୯ ହଜାର ପ୍ରମୁଖ ଶିକ୍ଷାନୁଷ୍ଠାନ ଏକ ବଡ଼ ସାଇବର ଆକ୍ରମଣର ଶିକାର ହୋଇଛନ୍ତି । ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ଅନେକ ଦେଶର ବିଶ୍ୱବିଦ୍ୟାଳୟ ଏବଂ ସ୍କୁଲ ଉପରେ ଏକ ବଡ଼ ସାଇବର ଆକ୍ରମଣ ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ହ୍ୟାକର୍ ଗୋଷ୍ଠୀ…

Balianta Lynching:ବାଲିଅନ୍ତା ଭିଡ଼ ହତ୍ୟା ଘଟଣା:୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର:ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ୪ ପୋଲିସ ଅଧିକାରୀ ଏବଂ କର୍ମଚାରୀ ନିଲମ୍ବିତ । ନିଲମ୍ବିତଙ୍କ ମଧ୍ୟରେ ଜଣେ ଏସଆଇ ଓ ଜଣେ ଏଏସଆଇ ଅଛନ୍ତି । ଏଥିସହ OAPF ଓ ଜଣେ କନଷ୍ଟେବଳ ମଧ୍ୟ…