Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ

ଭୁବନେଶ୍ୱର: ଆଧ୍ୟାତ୍ମିକ ଆକାଶରେ ହୋଇଛି ନୂଆ ସୂର୍ଯ୍ୟୋଦୟ। ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ। ସବୁ ମନ୍ଦିରର ହେବ ପୁନଃରୁଦ୍ଧାର। ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଏକାମ୍ର କ୍ଷେତ୍ରସ୍ଥ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଏକ…

ଏହି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଫାଇଲ୍ ଶେଷ କରିବାକୁ ନିର୍ଦ୍ଦେଶ

ଅମରାବତି: ପ୍ରଶାସନ ହେବ ବୁଲେଟ୍ ଟ୍ରେନ୍ ପରି ଦ୍ରୁତ । ଆନ୍ଧ୍ରପ୍ରଦେଶରେ ଏବେ ଦେଖିବାକୁ ମିଳିଛି ପ୍ରାଶାସନିକ ତତ୍ପରତା। ସରକାରୀ କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବେ ‘ଫାଷ୍ଟ ଫାଇଲ୍ କ୍ଲିୟରାନ୍ସ’ ଉପରେ ଗୁରୁତ୍ୱ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ବାଲଟ୍ ପେପରକୁ ନେଇ ବଢ଼ିଲା ରାଜନୈତିକ ପାରଦ: ଅରୁଣଙ୍କ ଅଭିଯୋଗକୁ ଅପରାଜିତାଙ୍କ ପାଲଟା ଜବାବ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ‘ସେକେଣ୍ଡ ବାଲଟ୍’କୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ଭେଟିବା ପରେ ବିଜେଡି ବିଧାୟକ ଅରୁଣ ସାହୁ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି। ପେନରୁ କାଳି ଲିକ୍ ହେବା ବାହାନାରେ ବିଜେପି…

Car falls into gorge:ତିନିଶହ ଫୁଟ ଗଭୀର ଖାଇକୁ ଖସିଲା ପର୍ଯ୍ୟଟକଙ୍କ କାର୍ …୬ ମୃତ,ଚାରି ଆହତ

ନୂଆଦିଲ୍ଲୀ:ହିମାଚଳପ୍ରଦେଶର ଚମ୍ବା-ପଠାନକୋଟ ଜାତୀୟ ରାଜପଥର ତୁନୁହଟ୍ଟି ଅଞ୍ଚଳର କାକିରା ଘାର ନିକଟରେ ଭୋର ପ୍ରାୟ ୩ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ଧର୍ମଶାଳାରୁ ଡାଲହାଉସି (Dalhousie)ଯାଉଥିବା ଏକ ଇନୋଭା ଟ୍ୟାକ୍ସି ହଠାତ୍ ନିୟନ୍ତ୍ରଣ ହରାଇ ୩00 ମିଟର ଗଭୀର…

ରାଜ୍ୟସଭା ନିର୍ବାଚନକୁ ନେଇ ବଢ଼ିଲା ବିବାଦ: ଦୁଇ ବିଧାୟକଙ୍କ ଭୋଟକୁ ନେଇ CEOଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନ ଫଳାଫଳକୁ ନେଇ ବିଜେଡି ଏବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ନିର୍ବାଚନ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଦଳ ରବିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ ଫେରାଦ ହୋଇଛି। ରାଜ୍ୟ ମୁଖ୍ୟ…

ସୋସିଆଲ ମିଡିଆରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ବର୍ଷିଲେ ସୌମ୍ୟଙ୍କ ମାମୁଁ

ଭୁବନେଶ୍ୱର: ଚାଞ୍ଚଲ୍ୟକର କଥା କହିଛନ୍ତି ମୃତ ସୌମ୍ୟଙ୍କ ମାମୁଁ । ଓଡ଼ିଶା ବାହାରେ ରହୁଥିବା ସୌମ୍ୟଙ୍କ ମାମୁ ଲମ୍ବୋଦର ଦାସ ଏକ ଭିଡିଓ ଜାରି କରି ଏଡିଜିଙ୍କ ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମୋ’ ଭଣଜାକୁ ବ୍ୟକ୍ତିଗତ କାମରେ ରାଜ୍ୟ ପୋଲିସର ଜଣେ ଏଡିଜି ବ୍ୟବହାର କରୁଥିଲେ ।…

ବାଲିଅନ୍ତା ପୋଲିସ କାହାକୁ ସୁରକ୍ଷା ଦେଉଛି? ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ତଦନ୍ତ ନା ନାଟକ?

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପୋଲିସ ପୁଣି ଥରେ ବିବାଦ ଘେରକୁ ଆସିଛି। ରେଲଓ୍ୱେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ, ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।…

ଶୁଭେନ୍ଦୁୃ ଅଧିକାରୀଙ୍କ ପିଏ ହତ୍ୟା ମାମଲା: ୩ ଗିରଫ, ରହିଛି ବଡ଼ ନେତାଙ୍କ ଲିଙ୍କ୍?

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଚନ୍ଦ୍ରନାଥ ରଥ ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗର ତତ୍କାଳୀନ ବିରୋଧୀ ଦଳ ନେତା ତଥା ଏବେର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏବେ ଏହି…

ସେୟାର ବଜାରରେ ବଡ଼ ଘାଟା: ସେନସେକ୍ସ ଓ ନିଫ୍ଟିରେ ହାହାକାର, ବୁଡ଼ିଲା ନିବେଶକଙ୍କ କୋଟି କୋଟି ଟଙ୍କା

ମୁମ୍ବାଇ: ଆଜି ସେୟାର ବଜାରରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି।  ସପ୍ତାହର ପ୍ରଥମ ଦିନରେ ସେୟାର ବଜାରରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ର ସେନସେକ୍ସ ପ୍ରାୟ ୧୦୦୦ ପଏଣ୍ଟ ତଳକୁ ଖସିଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ…

ଆସୁଛି ଲଘୁଚାପ, ବଦଳିବ ପାଗ: ଓଡ଼ିଶା ସମେତ ଦକ୍ଷିଣ ଭାରତ ପାଇଁ ବର୍ଷା ଆଲର୍ଟ

ଭୁବନେଶ୍ୱର: ଲଗାଣ ଖରା ଓ ଗୁଳୁଗୁଳିରୁ ଖୁବଶୀଘ୍ର ମିଳିବ ଆଶ୍ୱସ୍ତି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ପାଗରେ ହେବାକୁ ଥିବା ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ…