Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପରାଜୟ ପରେ ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା; ତୃଣମୂଳ କଂଗ୍ରେସରେ ଆରମ୍ଭ ହେଲା ବିଦ୍ରୋହ

କୋଲକାତା: ନିର୍ବାଚନରେ ଆଶାଜନକ ସଫଳତା ନମିଳିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଏବେ ଦଳୀୟ କନ୍ଦଳର ସାମ୍ନା କରୁଛନ୍ତି। ଦଳର ପରାଜୟ ପାଇଁ ଶୀର୍ଷ ନେତୃତ୍ୱକୁ ଦାୟୀ କରି ଅନେକ ନେତା ଏବେ ମମତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ…

ବାଲ୍‌କୋନୀରୁ ପଡ଼ି ପିଏଚ୍‌ଡି ଛାତ୍ର ମୃତ

ଭୁବନେଶ୍ୱର: ଭୁବନେଶ୍ବର IIT କ୍ୟାମ୍ପସ୍‌ ହଷ୍ଟେଲ ବାଲ୍‌କୋନୀରୁ ପଡ଼ି ପିଏଚ୍‌ଡି ଛାତ୍ର ମୃତ। ବଏଜ୍‌ ହଷ୍ଟେଲ୍‌ର ଷଷ୍ଠ ମହଲା ବାଲକୋନୀରୁ ପଡ଼ି ଛାକ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଘୋଷଣା କଲେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍‌ ଡାକ୍ତର। ମୃତ ଛାତ୍ର ହେଲେ ତନିକୋଣ୍ଡା…

ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ଜେଲୋଟିନ ଷ୍ଟିକ ଜବତ; ଜଣେ ସନ୍ଦିଗ୍ଧ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହର ଉପକଣ୍ଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ସ୍ଥାନ ନିକଟରୁ ବିସ୍ଫୋରକ ସାମଗ୍ରୀ (ଜିଲୋଟିନ ଷ୍ଟିକ) ଜବତ କରାଯାଇଛି। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବା ବେଳେ ପୋଲିସ…

ବନ୍ଧୁକ ମୁନରେ ଯୁବକଙ୍କୁ ଅପହରଣ ପରେ ହତ୍ୟା!

ରାୟଗଡ଼ା: ରାୟଗଡାରେ ତୁମ୍ଭିଗୁଡା ଅଞ୍ଚଳରୁ ଯୁବକଙ୍କୁ ଅପହରଣ ପରେ ମୃତଦେହ ମିଳିବା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବକଙ୍କ ପରିବାର ଓ ଗ୍ରାମବାସୀମାନେ ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କଲେ ମୃତ ନିଖିଲଙ୍କ ପରିବାରଙ୍କ ସହ…

ବାଲିଅନ୍ତା ଘଟଣାରେ ପୋଲିସ କରୁଛି କି ପକ୍ଷପାତିତା, ମହିଳାଙ୍କ ପଲିଗ୍ରାଫ୍ ପରୀକ୍ଷା ଦାବି କଲେ ପରିବାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଘଟିଥିବା ଚାଞ୍ଚଲ୍ୟକର ଭିଡ଼ ହିଂସା ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। ସୌମ୍ୟ ହତ୍ୟା ମାମଲା ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ସରଜମିନ୍ ତଦନ୍ତ ଆରମ୍ଭ…

ଶପଥ ଗ୍ରହଣ ସମାରୋହରେ ବିଜୟଙ୍କୁ କାହିଁକି ଅଟକାଇଲେ ରାଜ୍ୟପାଳ?

ଚେନ୍ନାଇ: ଆଜିଠୁ ତାମିଲନାଡୁରେ ଆରମ୍ଭ ହେଲା ବିଜୟଙ୍କ ରାଜ୍‌ । ଦକ୍ଷିଣ ଭାରତ ଫିଲ୍ମ ଦୁନିଆର ସୁପରଷ୍ଟାରରୁ ରାଜନେତା ପାଲଟିଥିବା ଥଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଚେନ୍ନାଇର ନେହରୁ ଷ୍ଟାଡିୟମରେ ଆୟୋଜିତ ଶପଥ ସମାରୋହରେ ଅଧିକ ଉତ୍ସାହିତ ହୋଇ ପ୍ରୋଟକଲ ଭୁଲି…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କୁ ଦରମା କେତେ ମିଳିବ? ଜାଣନ୍ତୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ କ’ଣ ସୁବିଧା ପାଆନ୍ତି?

ଚେନ୍ନାଇ: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ତାଙ୍କ ଦଳର ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ବିଜୟ ଭାରତୀୟ ସିନେମାର ସର୍ବାଧିକ ଦରମା ପାଉଥିବା ଅଭିନେତାଙ୍କ ମଧ୍ୟରୁ ଜଣେ ଥିଲେ…

ବାଲିଅନ୍ତା ହତ୍ୟାକାଣ୍ଡ: କ୍ରାଇମବ୍ରାଞ୍ଚର ମାରାଥନ ତଦନ୍ତ ଆରମ୍ଭ; ପୋଲିସର ଅବହେଳା ମଧ୍ୟ ଯାଞ୍ଚ ହେବ

ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଛାନଭିନ୍‌ ଜୋରଦାର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ବାଲିଅନ୍ତା ଥାନାରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।…

CBSE ର ବଡ଼ ପଦକ୍ଷେପ: କ୍ୟାରିଅର ଏବଂ ପ୍ରବେଶିକା ପରୀକ୍ଷା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବେ ସମସ୍ତ ସ୍କୁଲ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଭଲ ଭାବରେ ଗଢ଼ି ତୋଳିବା ପାଇଁ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି। ସ୍କୁଲଗୁଡ଼ିକର ଦାୟିତ୍ୱ ଆଉ କେବଳ ପାଠପଢ଼ା ଏବଂ ପରୀକ୍ଷା ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ସେମାନଙ୍କୁ ଛାତ୍ରଛାତ୍ରୀମାନଙ୍କୁ…

ଶପଥ ପରେ ଦ୍ରୁତ ଗତିରେ କାମ ଆରମ୍ଭ କରିଛନ୍ତି ବିଜୟ, ଜନତାଙ୍କୁ ଦେଲେ ଏହି ବଡ ବଡ ପ୍ରତିଶୃତି…

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଥଲାପତି ବିଜୟ ଶପଥ ଗ୍ରହଣ କରିଛନ୍ତି । ରାଜଧାନୀ ଚେନ୍ନାଇ ର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବିଜୟଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ହେଉହେଉ ବଡ଼ ଘୋଷଣା କରିଛନ୍ତି…