Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପରୀକ୍ଷା ପାଇଁ ଆସିଲା ସୂଚୀ; ୩୧ରେ ବିଏଡ୍‌, ଜୁନ୍‌ ୩ରେ ବିଏଚଏଡ୍ ପ୍ରବେଶିକା

ଭୁବନେଶ୍ୱର: ବି.ଏଡ୍‌ ପରୀକ୍ଷା ପାଇଁ ଆସିଲା ସୂଚୀ । ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ ଦୁଇବର୍ଷିଆ ବି.ଏଡ୍‌ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା । ସେହିପରି, ଜୁନ୍‌ ୩ରେ ବିଏଚ୍ଏଡ୍ (ହିନ୍ଦୀ) ଓ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ମେ’ ୩୧ ସକାଳ ୧୦ଟାରୁ…

ପାକିସ୍ତାନର କ୍ୱେଟା ରେଳ ଷ୍ଟେସନରେ ଭୟଙ୍କର ବୋମା ବିସ୍ଫୋରଣ: ୨୫ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

କ୍ୱେଟା: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି। ଶନିବାର ସକାଳେ କ୍ୱେଟା ରେଳ ଷ୍ଟେସନରେ ଏକ ଭୟାବହ ବୋମା ବିସ୍ଫୋରଣ ଘଟିଛି। ଏହି ଲୋମହର୍ଷଣକାରୀ ଘଟଣାରେ ଏଯାବତ୍ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ…

ଟ୍ରେନ୍ ଉପରେ ଚଢ଼ି ସେଲଫି ନେବା ପଡିଲା ମହଙ୍ଗା, ଜଳିଗଲେ ଡିପ୍ଲୋମା ଛାତ୍ର

ଭୁବନେଶ୍ବର: ସେଲଫି ନିଶାରେ ଏବେ ଯୁବ ପିଢି । ଅନେକ ସମୟରେ ବିପଦଜନକ ଅବସ୍ଥାରେ ସେଲଫି ନେଇ ବହୁ ମୂଲ୍ୟ ଜୀବନ ଅକାଳରେ ଚାଲିଯାଉଥିବା ଖବର ସାମ୍ନାକୁ ଆସୁଛି, ହେଲେ ବି କୌଣସି ପ୍ରଭାବ ପଢୁନଥିବା ଦେଖିବାକୁ ମିଳୁଛି । ଆଜି ସେହିପରି ସମାନ ଏକ ଘଟଣା ଘଟିଛି ଭୁବନେଶ୍ବର ମଞ୍ଚେଶ୍ୱର ରେଳ…

ରାଜ୍ୟରେ ବଢୁଛି ପେଟ୍ରୋଲ-ଡିଜେଲ ଦର: ଭାଟ୍ କମାଇବାକୁ ତେଜୁଛି ଦାବି, ମୁହାଁମୁହିଁ ଶାସକ-ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଏବେ ତେଲ ତାତି। ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଗଲାଣି। ଆଉ ଏହି ପ୍ରସଙ୍ଗକୁ ନେଇ ଏବେ ଓଡ଼ିଶା ରାଜନୀତି ସମ୍ପୂର୍ଣ୍ଣ ସରଗରମ। ବିଗତ ୧୦ ଦିନ ମଧ୍ୟରେ ତେଲ ଦର ୫ ଟଙ୍କା ପାଖାପାଖି ବୃଦ୍ଧି ପାଇଛି । ଆଉ ଏବେ …

ଆସିକାରେ ଛକ ନାମକରଣକୁ ନେଇ ତେଜିଲା ବିବାଦ: ‘କଇଁଫୁଲିଆ ଛକ’ ପାଲଟିଲା ବିଧାୟକ ‘ସରୋଜ ପାଢ଼ୀ…

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ରାଜନୀତିରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ସହରର ଏକ ପରିଚିତ ଛକର ନାମ ପରିବର୍ତ୍ତନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ବିନା କୌଣସି ଆଲୋଚନାରେ ଆସିକାର ପ୍ରସିଦ୍ଧ 'କଇଁଫୁଲିଆ ଛକ'ର ନାମ ବଦଳାଇ ସ୍ଥାନୀୟ ବିଧାୟକଙ୍କ ନାମରେ ରଖାଯିବା…

ଓଡ଼ିଶାରେ ଜାରି ରହିବ ତାତି, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାରେ ଏବେ ତାତିରୁ ନିସ୍ତାର ମିଳିବାର ସମ୍ଭାବନା କମ୍। ଆଗାମୀ କିଛି ଦିନ ରାଜ୍ୟରେ ଖରା ଓ ଗୁଳୁଗୁଳି ଜାରି ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ଅସହ୍ୟ ହେବାର ଆଶଙ୍କା ରହିଛି। ଆଇଏମଡି ପକ୍ଷରୁ ରବିବାର ଏନେଇ ସତର୍କ ସୂଚନା ଜାରି…

OPTCL ଗ୍ରିଡରେ ଅଗ୍ନିକାଣ୍ଡ ପରେ ବିଦ୍ୟୁତସେବା ବାଧାପ୍ରାପ୍ତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସଦେଇପାଲିରେ ଥିବା OPTCL ବିଦ୍ୟୁତ ଗ୍ରିଡରେ ଅଗ୍ନିକାଣ୍ଡ ଘଟିଛି। ଶନିବାର ଏହି ଘଟଣା ପରେ ବଲାଙ୍ଗୀର, କଳାହାଣ୍ଡି ଓ ସୋନପୁର ଜିଲ୍ଲାର କିଛି ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସାମୟିକ ଭାବେ ପ୍ରଭାବିତ ହୋଇଥିଲା। ସୂଚନା…

Rubio feels Delhi heat: ଓଃ କି ଗରମ! ୪୫ ଡିଗ୍ରୀ ଉତ୍ତାପରେ ହତବାକ୍ ଟ୍ରମ୍ପଙ୍କ ମନ୍ତ୍ରୀ…

ନୂଆଦିଲ୍ଲୀ: ଗରମରେ ବେହାଲ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ହାଲ୍… କହିଲେ, ସହିହେଉନି ଏତେ ଗରମ! ଦେଶ ସାରା ଏବେ ଗ୍ରୀଷ୍ମ ପ୍ରବାହ ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିସହ କରିଛି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ୪୫ ଡିଗ୍ରୀରୁ ଅଧିକ ତାପମାତ୍ରା ସହ ଜଳୁଛି ଜାତୀୟ ରାଜଧାନୀ…

+2 Re-Evaluation Glitches: CBSE ଉପରେ ବର୍ଷିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରିଚେକ୍ ନେଇ ମାଗିଲେ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ଜାରି କରାଯାଇଥିବା ଦ୍ୱାଦଶ ଶ୍ରେଣୀ ପୁନଃମୂଲ୍ୟାୟନ ଫର୍ମ ପୂରଣ କରିବାରେ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଶିକ୍ଷା ମନ୍ତ୍ରଣାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଏହି ପ୍ରସଙ୍ଗରେ କଠୋର ଆଭିମୁଖ୍ୟ…

IPS Reshuffle: ରାଜ୍ୟରେ IPS ସ୍ତରରେ ବଡ ଅଦଳବଦଳ, ବଦଳିଲେ ରାଜ୍ୟପାଳଙ୍କ ADC

ଭୁବନେଶ୍ବର: ଓଡିଶା ସରକାରଙ୍କ ଗୃହ ବିଭାଗ ଶନିବାର ରାଜ୍ୟ ସାରା ଅନେକ ଭାରତୀୟ ପୋଲିସ ସେବା (ଆଇପିଏସ) ଏବଂ ଓଡିଶା ପୋଲିସ ସେବା (ଓପିଏସ) ଅଧିକାରୀଙ୍କୁ ବଦଳି ଏବଂ ନିଯୁକ୍ତି ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି। ଏହି ଆଦେଶ (ନଂ. ୧୮୦୫୬), ପୋଲିସ ଅଧିକ୍ଷକ (ଏସ୍ପି),…