Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି

ନୂଆଦିଲ୍ଲୀ: ଆସୁଛି ଶୀତ, ଦିଲ୍ଲୀ ସରକାରଙ୍କୁ ଘାରିଛି ପ୍ରଦୂଷଣ ଚିନ୍ତା । ଆଗୁଆ ବାୟୂ ପ୍ରଦୂଷଣ ରୋକିବାକୁ ଅଂଟା ଭିଡିଛନ୍ତି ସରକାର । ଶୀତଦିନେ ଦିଲ୍ଲୀର ଏୟାର କ୍ୱାଲିଟି ଅତ୍ୟନ୍ତ ଖରା ହେଉଥିବାରୁ ନିୟନ୍ତ୍ରଣ ।ଇଁ ସୋମବାର ଦିଲ୍ଲୀ ସରକାର ନୂଆ ନିୟମ ଘୋଷଣା କରିଛନ୍ତି । ନଭେମ୍ବରରୁ…

ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

କଟକ:କଟକରେ ଅପମିଶ୍ରିତ ପନିର କାରବାର ଅଭିଯୋଗରେ ୧୧ ଜଣଙ୍କ ନାଁ ରେ ଏତଲା ଦେଲା କଟକ ମହାନଗର ନିଗମ। କଟକ ଲିଙ୍କ୍ ରୋଡ୍ରୁ ମାସେ ତଳେ ୭୦ କ୍ବିଣ୍ଟାଲ ଅପମିଶ୍ରିତ ପନିର ଜବତ ଘଟଣାରେ ୧୧ ଜଣଙ୍କ ନାଁରେ ଏତଲା । KMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଟକ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି ।…

ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ଠାରେ ୧୬ ତମ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୬ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ଟାଟା ଷ୍ଟିଲ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ…

ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ

ଭୁବନେଶ୍ୱର: ଗୁଟଖା, ପାନମସଲା ଏବଂ ସିଗାରେଟ୍‌ ଭଳି ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ବିପୁଳ ପରିମାଣର ଟିକସ ରାଜସ୍ୱ ଆଦାୟ ହେଉଛି। ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ସୂଚନା ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ଏହି ସବୁ ଦ୍ରବ୍ୟରୁ ମୋଟ ୭,୩୪୬ କୋଟି ୩୧ ଲକ୍ଷ ଟଙ୍କାର…

ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ

ନେପାଳ: ନେପାଳରେ ପ୍ରକୃତିର କରାଳ ତାଣ୍ଡବ । ବାଗଲୁଙ୍ଗ ଜିଲ୍ଲାର ମାନାଙ୍ଗ ଚାମେ ଅଂଚଳରେ ବଡଧରଣର ଭୂ-ସ୍ଖଳନ ଘଟିଛି । ଗୋଟେ ସେକେଣ୍ଡରେ ପାହାଡର ଏକ ସମ୍ପୂଣ୍ଣ ର୍ ଅଂଶ ଧସି ନଦୀରେ ମିଶଯାଇଛିି । ପାହାଡ ଧସିବା ଯୋଗୁ ଗାଁର ପାଖାପାଖି ୮ଟି ଘର ନିମିଷକେ ଭୁଶୁଡିପଡିଛି । ୧୦ଜଣଙ୍କ ମୃତ୍ୟୁୁ…

Mahanadi Water Dispute:ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ;ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୈଠକରେ…

ନୂଆଦିଲ୍ଲୀ:ମହାନଦୀ ଜଳ ବିବାଦ ସମାଧାନ ନେଇ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି । ଅକ୍ଟୋବର ୧ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେବ । ଏନେଇ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ୱର…

ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାଜଳ: ରୋଷେଇ ଘରକୁ ସ୍ଥାନାନ୍ତର ହେଲା ଦେବୀଙ୍କ…

କଟକ: ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ମା’ ଭଟ୍ଟାରିକା ମନ୍ଦିରରେ ପୁଣିଥରେ ବନ୍ୟା ଜଳ ପ୍ରବେଶ କରିଛି। ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ହେବା ପରେ ଏଭଳି ସ୍ଥିତି ଉପୁଜିଛି। ମହାନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଏହି ବନ୍ୟା ଜଳ ମନ୍ଦିରର ଗର୍ଭଗୃହ ଗର୍ଭଗୃହରେ ପଶିଯାଇଛି। ସତର୍କତାମୂଳକ…

ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା, ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା । ଦିଲ୍ଲୀ ଏନସିଆରରେ ଦୁଷ୍କର୍ମ ମାମଲା ପୋଲିସ ଓ ପ୍ରଶାସନର ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଛି । ଦିଲ୍ଲୀ ଏନସିଆରରେ ଘଟିଥିବା ଦୁଷ୍କର୍ମର ସାମ୍ପ୍ରତିକ ଘଟଣାଗୁଡିକ ଉପରେ ସ୍ୱତଃପ୍ରବୃତ ଭାବେ ସୁପ୍ରିମକୋର୍ଟର ବିଚାରପତି…

ଭୁବନେଶ୍ୱରରୁ ନିଖୋଜ ୩ ନାବାଳକଙ୍କ ପତ୍ତା ମିଳିଲା

ଭୁବନେଶ୍ବର: ମିଳିଲେ ଭୁବନେଶ୍ୱରରୁ ନିଖୋଜ ୩ ନାବାଳକ । ସମସ୍ତଙ୍କୁ ଜଗତସିଂହପୁରରୁ ସୁରକ୍ଷିତ ଉଦ୍ଧାର କଲା ପୋଲିସ। ଟ୍ୟୁସନ ଯିବାକୁ କହି ଘରୁ ବାହାରିବା ପରେ ନିଖୋଜ ହୋଇଯାଇଥିବା ୩ ନାବାଳକ ଛାତ୍ରଙ୍କୁ ଶେଷରେ ଠାବ କରିଛି କମିଶନରେଟ୍ ପୋଲିସ। ଜଗତସିଂହପୁରରେ ଜଣେ ସମ୍ପର୍କୀୟଙ୍କ ଘରୁ ତିନି…

Balijatra 2026:ଉପର ବାଲିଯାତ୍ରା ପଡିଆରେ ଖୋଲିବ ୫୯୧ ଷ୍ଟଲ୍; ରହିବ ଦହିବରା ହାଟ

କଟକ: ଏଥର ବାଲିଯାତ୍ରା ଆୟୋଜନରେ ଉପରପଡ଼ିଆକୁ ପ୍ରଶାସନ ଅଣଦେଖା କରିବ ନାହିଁ । କଟକ ଜିଲ୍ଲା ପ୍ରଶାସନ ପୂର୍ବାପେକ୍ଷା ଉପରପଡିଆର ବାଲିଯାତ୍ରାକୁ ଆହୁରି ଅଧିକ ଆକର୍ଷଣୀୟ କରିବାକୁ ଯୋଜନା କରିଛି । ଉପର ବାଲିଯାତ୍ରା ପଡ଼ିଆର ପ୍ରାୟ ୧ ଲକ୍ଷ ୯୩ ହଜାର ୩ଶହ ବର୍ଗଫୁଟ୍ ସ୍ଥାନରେ ଚଳିତ ଥର ପ୍ଲଟ୍…