Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Balijatra 2026:ଉପର ବାଲିଯାତ୍ରା ପଡିଆରେ ଖୋଲିବ ୫୯୧ ଷ୍ଟଲ୍; ରହିବ ଦହିବରା ହାଟ

କଟକ: ଏଥର ବାଲିଯାତ୍ରା ଆୟୋଜନରେ ଉପରପଡ଼ିଆକୁ ପ୍ରଶାସନ ଅଣଦେଖା କରିବ ନାହିଁ । କଟକ ଜିଲ୍ଲା ପ୍ରଶାସନ ପୂର୍ବାପେକ୍ଷା ଉପରପଡିଆର ବାଲିଯାତ୍ରାକୁ ଆହୁରି ଅଧିକ ଆକର୍ଷଣୀୟ କରିବାକୁ ଯୋଜନା କରିଛି । ଉପର ବାଲିଯାତ୍ରା ପଡ଼ିଆର ପ୍ରାୟ ୧ ଲକ୍ଷ ୯୩ ହଜାର ୩ଶହ ବର୍ଗଫୁଟ୍ ସ୍ଥାନରେ ଚଳିତ ଥର ପ୍ଲଟ୍…

UPI ପ୍ରସଙ୍ଗ, MDRରେ ଲାଗିବନି ରୋକ୍‌, କେନ୍ଦ୍ର ଦିଅ ସତ୍ୟପାଠ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଦ୍ଧିଷ୍ଟ ୟୁପିଆଇ କାରବାର ପାଇଁ ନୂତନ ଏମଡିଆର ବ୍ୟବସ୍ଥାକୁ ଚାଲେଂଜ କରୁଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର, ଆରବିଆଇ ଓ ଏନପିସିଆଇଙ୍କ ଠାରୁ ଜବାବ୍ ଲୋଡିଛନ୍ତି । ଏହି ପ୍ରସଙ୍ଗରେ ସୋମବାର କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଏକ ସତ୍ୟପାଠ ଦାଖଲ…

ରାଜ୍ୟରେ ନିଖୋଜ ହୋଇଛନ୍ତି ୧୯ ହଜାର ମହିଳା ଓ ଶିଶୁ

ଭୁବନେଶ୍ୱର: ରାଜ୍ୟରେ ନିଖୋଜ ହୋଇଛନ୍ତି ୧୯ ହଜାର ମହିଳା ଓ ଶିଶୁ। ଏ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଦୁଇ ବର୍ଷର ଅବଧିକୁ ନେଇ ପ୍ରସ୍ତୁତ ସରକାରୀ ତଥ୍ୟ ଅନୁଯାୟୀ, ହଜାର ହଜାର ନିଖୋଜ ମାମଲାର ସମାଧାନ ହୋଇପାରିନାହିଁ, ଯାହା ନାଗରିକ ସମାଜ ଓ ଆଇନ ପ୍ରଣୟନକାରୀ ସଂସ୍ଥା ମଧ୍ୟରେ…

ଗାନ୍ଧୀ ମାର୍ଗରେ ବିଜେଡିର ଗର୍ଜନ, MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ଭୁବନେଶ୍ୱର: MMDRକୁ ନେଇ ଗର୍ଜିଲା ବିଜେଡି। ଗାନ୍ଧୀ ମାର୍ଗରେ MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ। ବିଧାନସଭାରେ କକ୍ଷତ୍ୟାଗ କରି ଧାରଣାରେ ବିଜେଡି ବିଧାୟକ। ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି…

ଘରେ ଲଗାଇଛନ୍ତି କି ଏହି ୫ଟି ଗଛ? ହୋଇଯିବେ ଗରିବ, ସାବଧାନ ରୁହନ୍ତୁ

ନୂଆଦିଲ୍ଲୀ: ଆଜିକାଲି ଲୋକେ ନିଜ ଘରକୁ ସୁନ୍ଦର ଏବଂ ସବୁଜ କରିବା ପାଇଁ ବିଭିନ୍ନ ପ୍ରକାରର ଗଛ ଲଗାନ୍ତି। ହେଲେ ଆପଣ ଜାଣନ୍ତି କି ବାସ୍ତୁ ଶାସ୍ତ୍ର ପ୍ରତ୍ୟେକ ଗଛକୁ ଘର ପାଇଁ ଶୁଭ ବୋଲି ବିବେଚନା କରେ ନାହିଁ। କିଛି ଗଛ ବିଷୟରେ ବିଶ୍ୱାସ ଅଛି ଯେ ସେଗୁଡ଼ିକୁ ଭିତରେ କିମ୍ବା ଭୁଲ ସ୍ଥାନରେ…

ବିଧାନସଭାର ୫ମ ଦିନରେ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: MMDR ସଂଶୋଧନ ଆଇନ୍ ବିରୁଦ୍ଧରେ ବିରୋଧୀ କଂଗ୍ରେସ ଏବଂ ବିଜୁ ଜନତା ଦଳ (BJD) ସଦସ୍ୟଙ୍କ ହଟ୍ଟଗୋଳ ଓ ବିକ୍ଷୋଭ ଯୋଗୁଁ ସୋମବାର ଦିନ ବିଧାନସଭାରେ ପଞ୍ଚମ ଦିନ ପାଇଁ ହଟ୍ଟଗୋଳ ହୋଇଥିଲା। ଯାହା ଫଳରେ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି କାର୍ଯ୍ୟ…

ଶାହୀ ମସଜିଦ ଭାଙ୍ଗିବା ନେଇ ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼

ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହି ମସଜିଦର ଏକ ଅଂଶ ଭାଙ୍ଗିବା ନେଇ ବ୍ୟାପକ ବିରୋଧ ଏବଂ ଉତ୍ତେଜନା ଦେଖାଦେଇଛି। ମୁସଲିମ ସମ୍ପ୍ରଦାୟ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି। ଗୋଟିଏ ଗୋଷ୍ଠୀ ଭଙ୍ଗାକୁ ସମର୍ଥନ କରୁଛି ଏବଂ ଅନ୍ୟଟି ଏହାକୁ ବିରୋଧ କରୁଛି। ସୋମବାର ଦିନ, ବହୁ ସଂଖ୍ୟକ…

ଶେୟାର ମାର୍କେଟରେ ହାହାକାର; ଆରମ୍ଭରୁ ୯୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ୬ ଲକ୍ଷ କୋଟି…

ନୂଆଦିଲ୍ଲୀ: ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି, ବିଶ୍ୱ ଅନିଶ୍ଚିତତା ଏବଂ ଏସୀୟ ବଜାରରେ ଦୁର୍ବଳ ନୀତି ମଧ୍ୟରେ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଛି। ସୋମବାର ପ୍ରାରମ୍ଭିକ କାରବାରରେ ବିଦେଶୀ ପୁଞ୍ଜି ବିକ୍ରୟ ମଧ୍ୟ ନିବେଶକଙ୍କୁ ପ୍ରଭାବିତ କରିଛି। ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ…

ବିଧାନସଭାରେ ଉଠିଲା ଭେଜାଲ୍ ଛେନା-ପନିର ତାତି: ନିଆଳିରେ ୨୭୫ ବେପାରୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ରାଜ୍ୟରେ ଏବେ ଛେନା ଓ ପନିର ନାଁରେ ବିଷ ବିକ୍ରି ହେଉଛି । ଅଧିକ ଲାଭ ଆଶାରେ କିଛି ଅସାଧୁ ବ୍ୟବସାୟୀ ଛେନା ଓ ପନିରରେ ଷ୍ଟାର୍ଚ୍ଚ (ଶ୍ୱେତସାର) ଏବଂ ଡିଟରଜେଣ୍ଟ ଭଳି ମାରାତ୍ମକ ରସାୟନିକ ଦ୍ରବ୍ୟ ଅପମିଶ୍ରଣ କରୁଛନ୍ତି, ଯାହା ସିଧାସଳଖ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ…

ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ସନ୍ଦେହଜନକ ମୃତ୍ୟୁ: ୪ର୍ଥ ମହଲାରୁ ଖସିପଡ଼ି ପ୍ରାଣ ହରାଇଲେ ରସିକ ଦୁଲାରୀ ଶରଣ

ବୃନ୍ଦାବନ: ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ଜୀ ମହାରାଜଙ୍କ ଜଣେ ୨୫ ବର୍ଷୀୟ ଶିଷ୍ୟଙ୍କର ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକ ଯୁବକଙ୍କ ନାମ ଦୀପକ ଲୋଧି (୨୫) ଏବଂ ସେ ଆଶ୍ରମରେ 'ରସିକ ଦୁଲାରୀ ଶରଣ' ନାମରେ ପରିଚିତ ଥିଲେ । ତାଙ୍କର ମୂଳ ଘର…