Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Called ‘Auntie’ By Colleague:’ଆଣ୍ଟି’କହିବା ପଡ଼ିଲା ମହଙ୍ଗା; ଲକ୍ଷେ ୭୭ ହଜାର ଟଙ୍କା…

ନୂଆଦିଲ୍ଲୀ: ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS)ରେ କାର୍ଯ୍ୟ କରୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ସ୍ୱାସ୍ଥ୍ୟସେବା ସହାୟିକାଙ୍କୁ ଘାନାର ଜଣେ ନର୍ସ ସହକର୍ମୀ "ଆଣ୍ଟି" ବୋଲି ଡାକିବା ପରେ ସେ ଏକ ମାମଲା ଦାୟର କରିଛନ୍ତି ଓ ସେ କେସ୍ ମଧ୍ୟ ଜିତିଛନ୍ତି । ୱାଟଫୋର୍ଡ ଏମ୍ପ୍ଲୟମେଣ୍ଟ…

ଅଶୋଧିତ ତେଲରୁ କିପରି ତିଆରି ହୁଏ ପେଟ୍ରୋଲ ଏବଂ ଡିଜେଲ? ଜାଣନ୍ତୁ ୨ ଲିଟର ତିଆରି କରିବାକୁ କେତେ…

ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଚାଲିଥିବା ତୀବ୍ର ସଂଘର୍ଷ ସାରା ବିଶ୍ୱରେ ଶକ୍ତି ଯୋଗାଣକୁ ବାଧାପ୍ରାପ୍ତ କରିଛି । ତେଲ ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଥ, ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ ନିଜର ନିୟନ୍ତ୍ରଣକୁ କଡ଼ାକଡ଼ି କରିବା ସହିତ ଏହି ପରିସ୍ଥିତି ଆହୁରି…

Mamata Banarjee: ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀଙ୍କ ପୁରା ସମ୍ପତ୍ତି କେତେ?

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନଶୈଳୀ ଅତି ସାଧାରଣ । ସେ ତାଙ୍କ ଯୌବନ କାଳରୁ ରାଜନୀତିରେ କଡା ସଂଘର୍ଷ କରି ସଂଗଠନକୁ ମଜବୁତ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ । ବହୁତ ସଂଘର୍ଷ କରି ପଶ୍ଚିମବଙ୍ଗରେ କମ୍ୟୁନିଷ୍ଟ ଗଡ ଭାଙ୍ଗି ଶାସନଭାର ନେଇଥିଲେ । ଥରେ ନୁହେଁ କି…

Odisha Vigilance: ଗିରଫ ହେଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଚଢ଼ାଉ ବେଳେ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରୁ ନଗଦ ୬.୨୩ ଲକ୍ଷ ଟଙ୍କା, ୧.୮୧ କୋଟିର ବ୍ୟାଙ୍କ ଡିପୋଜିଟ୍‌ ସହ ୩୫୦ ଗ୍ରାମ ସୁନା ସହ ବହୁତଳ କୋଠା ସହ ୮ଟି ପ୍ଲଟ୍,…

US Iran Ceasefire Deal: ‘ପାକିସ୍ତାନ ବିଶ୍ୱସନୀୟ ନୁହେଁ,ଆମେରିକାରର..’;ଇସଲାମାବାଦର ମଧ୍ୟସ୍ଥତା…

ନୂଆଦିଲ୍ଲୀ: ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଅଜାର ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନାରେ ପାକିସ୍ତାନର ମଧ୍ୟସ୍ଥତା ଭୂମିକା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ସରକାର ପାକିସ୍ତାନକୁ ଏକ "ବିଶ୍ୱସନୀୟ ଖେଳାଳି" ଭାବରେ ଦେଖନ୍ତି…

ପ୍ରକାଶ ପାଇଲା OSSTET ରେଜଲ୍ଟ, ପାସ୍ ହାର ଏତିକି…

କଟକ: ପ୍ରକାଶ ପାଇଲା OSSTET-୨୦୨୫ ରେଜଲ୍ଟ । ଅପରାହ୍ନ ୪ଟା ପରଠାରୁ ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ । ଚଳିତ ଥର ପାସ୍ ହାର ୭୨.୩୮ ପ୍ରତିଶତ ରହିଛି । ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ BSE ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗତ ଜାନୁଆରୀ ମାସ ୨୧ ତାରିଖରେ…

ଜଳବାୟୁ ସମ୍ମିଳନୀ COP33 ଆୟୋଜନ ପ୍ରସ୍ତାବକୁ ପ୍ରତ୍ୟାହାର କଲା ଭାରତ

ନୂଆଦିଲ୍ଲୀ: ଭାରତ ୨୦୨୮ରେ ହେବାକୁ ଥିବା ବାର୍ଷିକ ଜାତିସଂଘ ଜଳବାୟୁ ସମ୍ମିଳନୀ, ପାର୍ଟିମାନଙ୍କର ସମ୍ମିଳନୀ (COP33) ଆୟୋଜନ କରିବା ପାଇଁ ଏହାର ପ୍ରସ୍ତାବ ପ୍ରତ୍ୟାହାର କରିନେଇଛି। ଏହାକୁ ବିଶ୍ୱ ଜଳବାୟୁ କୂଟନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି।…

ପେଟ୍ରୋଲ ପମ୍ପରେ ଏହି ମାନଙ୍କୁ ଗ୍ୟାସ ଦେବେ ସରକାର

ଭୁବନେଶ୍ୱର: କିଛି ଦିନର ଟଣା ଓଟରା ପରେ ଶେଷରେ ୫ କିଲୋ ଗ୍ୟାସ ବିତରଣ ପାଇଁ ନିଷ୍ପତି ନେଇଛନ୍ତି ସରକାର। ଏଣିକି ୫ କିଲୋ ଗ୍ୟାସ ପେଟ୍ରୋଲ ପମ୍ପରେ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଛାତ୍ରଛାତ୍ରୀ, ପ୍ରବାସୀ ଶ୍ରମିକ, ଦିନମଜୁରିଆ ଆଦି ସେମାନଙ୍କର ପ୍ରମାଣ ପତ୍ର ଦେଖାଇ…

ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର, ବାପା ଗିରଫ

ଖୋର୍ଦ୍ଧା: ବାପା ରଚିଥିଲା ପୁଅ ଅପହରଣ ନାଟକ। ହେଲେ ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର। ଏହି ଘଟଣାରେ ବାପାକୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ ଗତକାଲି ଖୋର୍ଦ୍ଧା ରେଳମଣ୍ଡଳ ନିରାକାରପୁର ରେଳ ଷ୍ଟେସନରେ ବିଳମ୍ବିତ ରାତିରେ ମାଆ କୋଳରୁ ୪ ମାସର ଶିଶୁ ପୁତ୍ର ଚୋରୀ ଅଭିଯୋଗ…

ଓଡ଼ିଶା ଖୁବଶୀଘ୍ର ବୟନ ଓ ପୋଷାକ ଶିଳ୍ପ ପାଇଁ ଏକ ହବ୍‌ରେ ପରିଣତ ହେବ- ମୁଖ୍ୟମନ୍ତ୍ରୀ

କଟକ: ବ୍ୟାପକ ଶିଳ୍ପାୟନ ଯୋଗୁଁ ଆଗାମୀ ଦିନରେ ଓଡ଼ିଶାରେ ନିଯୁକ୍ତି ପାଇଁ ଆଉ ମାଇଗ୍ରେସନ୍ ନ ହୋଇ, ରିଭର୍ସ ମାଇଗ୍ରେସନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଆଜି କଟକ ଜିଲ୍ଲାର ରାମଦାସପୁର ଠାରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସ୍ଥାପିତ ଏକ ବୃହତ ଆପାରେଲ୍ ମ୍ୟାନୁଫାକ୍ଚରିଂ…