Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

LawAndOrderReview:ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା;ସଂଗଠିତ ଅପରାଧକୁ ନିୟନ୍ତ୍ରଣ କରିବାକୁ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରି ପୋଲିସ ସାଧାରଣ…

ନିରାଡମ୍ବର ଭାବେ ପାଳନ ହେବ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର: ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି ଦେଶ। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ନିରାଡମ୍ବର ଭାବେ ପାଳିବାକୁ ନିଷ୍ପତ୍ତି ନିଆଯାଇଛି। ହଠାତ୍ ୫ ମନ୍ତ୍ରୀଙ୍କୁ ଡାକି ବିଜେପି ସରକାରଙ୍କ ୨ ବର୍ଷର ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି…

NEET-UG 2026:ପେପର ଲିକ୍ ଘଟଣା;ଆଉ ୨ଜଣକୁ ବାନ୍ଧିଲା ସିବିଆଇ,୨୪ ଘଣ୍ଟାରେ ୧୪ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ: ନିଟ୍ ୟୁଜି-୨୦୨୬ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଘଟଣା । ଆଉ ଦୁଇ ଜଣଙ୍କୁ ମହାରାଷ୍ଟ୍ରରୁ ସିବିଆଇ ଗିରଫ କଲା । ଏହାକୁ ମିଶାଇ ୭ ଛୁଇଁଲା ମୋଟ ଗିରଫଦାରୀ ସଂଖ୍ୟା । ଚଢ଼ାଉ ସମୟରେ ସମୟରେ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ୍ ଫୋନ୍ ସମେତ ଅନେକ ଗୁଡିଏ ଅପରାଧିକ ସାମଗ୍ରୀ ଏବଂ…

WFH rule for employees: PM ମୋଦୀଙ୍କ ଅପିଲ ପରେ ଏହି ରାଜ୍ୟରେ ଗ୍ରୁପ୍ C-D କର୍ମଚାରୀଙ୍କ ପାଇଁ WFHର ନିର୍ଦ୍ଦେଶ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିତବ୍ୟୟତା ଏବଂ ଇନ୍ଧନ ସଂରକ୍ଷଣ ପାଇଁ ଅପିଲ ପରେ, ଅନେକ ରାଜ୍ୟ ସରକାର ନିରନ୍ତର ନିଜସ୍ୱ ନିଷ୍ପତ୍ତି ନେଉଛନ୍ତି। ଅନେକ ରାଜ୍ୟ ଏହି ଆହ୍ବାନ ଉପରେ କାର୍ଯ୍ୟ କରିବା ଆରମ୍ଭ କରିସାରିଛନ୍ତି। ବର୍ତ୍ତମାନ ତ୍ରିପୁରାର ଭାରତୀୟ ଜନତା ପାର୍ଟି…

Diesel Dry Out: ତେଲ ସଙ୍କଟ ନାହିଁ… ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ: ଯୋଗାଣ ସଚିବ

ଭୁବନେଶ୍ୱର: ଯୋଗାଣ ବିଭାଗ ପ୍ରମୁଖ ସଚିବ ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , ରାଜ୍ୟରେ ତେଲ ସଙ୍କଟ ଆଦୌ ନାହିଁ । ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ । ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଦେଇଛି।…

ଓଡ଼ଗାଁ ହତ୍ୟା ମାମଲାରେ ଭୁଲ୍ ବୁଝିପାରିଲା ପୋଲିସ, ଗିରଫ ହୋଇଥିବା ଅଭିଯୁକ୍ତକୁ ନିର୍ଦ୍ଦୋଷ କହି ଛାଡିଲା

ନୟାଗଡ଼: କଦଳୀବନ୍ଧ ଅଜିତ ସାହୁ ହତ୍ୟା ମାମଲା। ଭୁଲ ଅଭିଯୁକ୍ତକୁ ଉଠାଇ ଆଣିଥିଲା ପୋଲିସ। ଧରା ପଡ଼ିଲା ପୋଲିସର ସବୁ ମିଛ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ୪ ଜଣଙ୍କ ମୁହଁ ଘୋଡାଇ ପ୍ରେସମିଟ୍ କରିଥିଲେ ଆଇଜି। ପ୍ରେସମିଟ୍ କରିବା ବେଳେ ପ୍ରତିବାଦ କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ତ୍ରୁଟି…

​ତେଲ ବଞ୍ଚାଇବାକୁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସରେ ସପ୍ତାହକୁ ୨ ଦିନ ‘ୱର୍କ ଫ୍ରମ୍ ହୋମ୍’

ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଆଗାମୀ ଇନ୍ଧନ ସଙ୍କଟକୁ ଆଖିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ଏକ ନୂତନ କାର୍ଯ୍ୟଶୈଳୀ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଇନ୍ଧନ ସଞ୍ଚୟ' ଆହ୍ୱାନକୁ ରକ୍ଷା କରି ଦିଲ୍ଲୀ ସରକାର ସରକାରୀ…

ଛତିଶଗଡ଼ ବନ ବିଭାଗର ବର୍ବରତା: ଓଡ଼ିଶାର ବ୍ୟକ୍ତିଙ୍କୁ ଉଠାଇ ନେଇ ଦିଆଗଲା ଅମାନବୀୟ ନିର୍ଯାତନା

ନୂଆପଡ଼ା: ଛତିଶଗଡ ମେନପୁର ବନବିଭାଗ କର୍ମଚାରୀଙ୍କ ବର୍ବରତା କାଣ୍ଡ ଏବେ ଚର୍ଚ୍ଚାରେ । ଜଣେ ନିରିହ ବ୍ୟକ୍ତିଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଅମାନବୀୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖ ଦିନ କୁସୁମଖାଣ୍ଟା ଗାଁର ଜଳନ୍ଧର ବଗର୍ତ୍ତି ନାମକ ବ୍ୟକ୍ତିଙ୍କୁ ଗୋରୁ ଚରାଉଥିବା…

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ! ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବଡ଼ କାର୍ଯ୍ୟକ୍ରମର…

ଭୁବନେଶ୍ୱର: ଯଦିଓ ଦେଶରେ ତେଲ ସଙ୍କଟ ପାଇଁ ବିଭିନ୍ନ ଜନ ସମାବେଶକୁ ସରକାର ବାତିଲ କରିଛନ୍ତି। ଏହାରି ଭିତରେ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ନିଜ ଶାସନ କାଳର ଦୁଇ ବର୍ଷ ସଫଳତାର ସହ ପୂରଣ କରିବାକୁ ଯାଉଛନ୍ତି। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ…

Chargesheet in Red Fort car blast :ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ୭୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ; ଅଲ-କାଏଦା…

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲାରେ ଘଟିଥିବା କାର ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)୧୦ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ୭୫୦୦ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି। ଏହି ବିସ୍ଫୋରଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ୨୦୨୫ ମସିହା…