Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Fainting prediction: ପାଞ୍ଚ ମିନିଟ୍ ପୂର୍ବରୁ ଅଚେତ ହେବାର ପୂର୍ବାନୁମାନ କରିପାରିବ ଏହି ସ୍ମାର୍ଟୱାଚ୍ !

ନୂଆଦିଲ୍ଲୀ: ସ୍ମାର୍ଟୱାଚ୍‌ଗୁଡ଼ିକ ଆଉ କେବଳ କେତେ ବାଟ ଚାଲିଲ , ହାର୍ଟ ରେଟ୍ ଦେଖେଇବା କିମ୍ବା କଲ୍ ରିସିଭ ଡିଭାଇସ ହୋଇ ରହିବ ନାହିଁ; ଧୀରେ ଧୀରେ ଏହି ଛୋଟ ଘଣ୍ଟା ହେଲ୍ଥ ମନିଟରିଂ ମେସିନ୍‌ରେ ପରିଣତ ହେଉଛି। ଦକ୍ଷିଣ କୋରିଆର ଟେକ୍ କମ୍ପାନୀ ସାମସଙ୍ଗ୍ ଏକ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ…

ନୟାଗଡ଼ ଅଜିତ ସାହୁ ବିଭତ୍ସ ହତ୍ୟାକାଣ୍ଡ: ୪ ମୁଖ୍ୟ ଅଭିଯୁକ୍ତ, ରାଡାରରେ ବେଆଇନ ପଥର ମାଫିଆ

ନୟାଗଡ଼ (ଓଡ଼ଗାଁ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଘଟିଥିବା ଅଜିତ ସାହୁଙ୍କ ବିଭତ୍ସ ହତ୍ୟାକାଣ୍ଡରେ ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣାର ମାତ୍ର ୧୨ ଘଣ୍ଟା ଭିତରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ନୟାଗଡ଼ ପୋଲିସ। କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ସତ୍ୟଜିତ…

ମୌସୁମୀ ପାଇଁ ପାଗ ଅନୁକୂଳ, ସପ୍ତାହ ଶେଷ ସୁଦ୍ଧା ଛୁଇଁବ ଦକ୍ଷିଣ ବଙ୍ଗୋପସାଗର

ଭୁବନେଶ୍ୱର: ରାଜ୍ୟରେ ଏବେ ଅସମ୍ଭାଳ ତାତି। ପ୍ରବଳ ଖରା ଓ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଲେଣି। ହେଲେ ଏହାରି ଭିତରେ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ଏବେ ବାତାବରଣ ସମ୍ପୂର୍ଣ୍ଣ ଅନୁକୂଳ ହେବାରେ ଲାଗିଛି। ପାଣିପାଗ ବିଭାଗର…

ଦେଶ ପାଇଁ ସୁନା କିଣା କମାନ୍ତୁ: ମୋଦୀଙ୍କ ଅପିଲ୍ ପଛର କାରଣ କ’ଣ? ଜାଣନ୍ତୁ ଅତୀତରେ କେବେ ସରକାର କରିଥିଲେ ଏମିତି…

ନୂଆଦିଲ୍ଲୀ: ମାତ୍ର ୨୪ ଘଣ୍ଟା ମଧ୍ୟରେ ଦେଶବାସୀଙ୍କୁ ଦ୍ୱିତୀୟ ଥର ପାଇଁ ଏକ ବଡ଼ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଜନତାଙ୍କୁ ସୁନା କିଣା କମାଇବାକୁ, ସାର (ଫର୍ଟିଲାଇଜର)ର ସୀମିତ ବ୍ୟବହାର କରିବାକୁ ଏବଂ 'ଭୋକାଲ୍ ଫର୍ ଲୋକାଲ୍'କୁ ପ୍ରୋତ୍ସାହନ ଦେବାକୁ ଅପିଲ୍…

ନିଯୁକ୍ତି ଦୁର୍ନୀତି: ଟିଏମସି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଜିତ ବୋଷ ଗିରଫ

କୋଲକାତା: ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସକୁ ପୁଣି ଏକ ଶକ୍ତ ଝଟକା ଲାଗିଛି। ବହୁ ଚର୍ଚ୍ଚିତ ମ୍ୟୁନିସିପାଲିଟି ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟିଏମସିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ସୁଜିତ…

ଅଡୁଆରେ ବିଜେଡି ସାଂସଦ ସୁଲତା ଦେଓ, ଥାନାରେ ରୁଜୁ ହେଲା ମାନହାନୀ ମାମଲା

ଭୁବନେଶ୍ୱର: ଅଡୁଆରେ ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପାଟଣାଗଡ଼ ଅଞ୍ଚଳକୁ ବଦନାମ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ସଙ୍ଗୀନ ମାମଲା ରୁଜୁ ହୋଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନାରେ ତାଙ୍କ ନାଁରେ ଏହି ମାନହାନୀ…

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ‌: ଓଡ଼ିଶାକୁ ଜାତୀୟସ୍ତରରେ ସମ୍ମାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଓଡ଼ିଶାକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ମଧ୍ୟପ୍ରଦେଶର ସିହୋରଠାରେ ମେ ୧୦…

ପଶ୍ଚିମବଙ୍ଗର ୫ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ..

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ବ୍ରିଗେଡ ମଇଦାନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଛଅ ଜଣ ନେତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସୋମବାର ଦିନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କ କ୍ୟାବିନେଟର ଆଉ ପାଞ୍ଚ ଜଣ ସଦସ୍ୟଙ୍କୁ ବିଭାଗ ବଣ୍ଟନ…

୨୦୪୦ ସୁଦ୍ଧା ସ୍ୱଦେଶୀ ହେବ ବାୟୁସେନାର ଶକ୍ତି, AMCA ଏବଂ Tejas Mk2 ହେବେ ନୂଆ ମେରୁଦଣ୍ଡ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଗାମୀ ଦେଢ଼ ଦଶନ୍ଧି ମଧ୍ୟରେ ଏହାର ଲଢ଼ୁଆ ବିମାନକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବାକୁ ପ୍ରସ୍ତୁତ ହେଉଛି। ବାୟୁସେନା ୨୦୪୦ ସୁଦ୍ଧା ପ୍ରାୟ ୬୦ ପ୍ରତିଶତ ସ୍ୱଦେଶୀ ଲଢ଼ୁଆ ବିମାନ ବିଶିଷ୍ଟ ଏକ ଯୁଦ୍ଧ ନୌକା ବିକଶିତ କରିବାକୁ ଲକ୍ଷ୍ୟ ରଖିଛି। ଏହି ପରିବର୍ତ୍ତନ…

ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ୯ ଦିନ ହେବ ରତ୍ନଭଣ୍ଡାର ଗଣତି ମଣତି

ପୁରୀ: ୯ ଦିନ ହେବ ରତ୍ନଭଣ୍ଡାର ଗଣତି ମଣତି। ମେ ମାସରେ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଗଣତି କାର୍ଯ୍ୟକ୍ରମ ନିମନ୍ତେ ୯ ଦିନ ଧାର୍ଯ୍ୟ କରାଯାଇଛି। ୧୧ ତାରିଖ ସୋମବାର ରତ୍ନଭଣ୍ଡାର ଗଣତି ମଣତି କରାଯାଇଥିଲା। ସେହିପରି ୧୨ ତାରିଖ ମଙ୍ଗଳବାର ଗଣତି ମଣତି କରାଯିବ। ଏହା ବ୍ୟତୀତ ଅନ୍ୟ ୭…