Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟର ୪୭ଟି ଆଇଟିଆଇ ହେବ ସେଣ୍ଟର ଅଫ୍ ଏକ୍‌ସେଲେନସ, ୯ଟି ଆଇଟିଆଇରେ ହେବ AI ଲ୍ୟାବ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ଯେ, ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।…

ଲାଗୁ ହେବ ପିଏମ୍‌-ରାହତ ଯୋଜନା; ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସରକାର ଦେବେ ଏତିକି ଟଙ୍କା…

ଭୁବନେଶ୍ବର: ଏଣିକି ସଡ଼କ ଦୁର୍ଘଟଣାରେ କେହି ଆହତ ହେଲେ ଆହତ ବ୍ୟକ୍ତିଙ୍କୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଯୋଗାଇ ଦିଆଯିବ । ଘରୋଇ ଓ ସରକାରୀ ଡାକ୍ତରଖାନାରେ ତୁରନ୍ତ ଏହି ଚିକିତ୍ସା ଯୋଗାଇ ଦିଆଯିବ । ପିଏମ୍-ରାହତ ଯୋଜନାରେ ଏହି ସୁବିଧା ମିଳୁଥିବାବେଳେ ଖୁବ୍‌ଶୀଘ୍ର ଓଡ଼ିଶାରେ…

ନୂଆ ଅନ୍ଦାଜରେ ଅମୃତା ଖାନଭିଲକର,‘ତସ୍କରୀ’ର ଟ୍ରେଲର୍ ଆଉଟ୍

ମୁମ୍ବାଇ: ନୂଆବର୍ଷରେ ନୂଆ ଅନ୍ଦାଜରେ ପରଦାକୁ ଆସିବେ ଅମୃତା ଖାନଭିଲକର। ତାଙ୍କ ଅପ୍କମିଙ୍ଗ ସିରିଜ୍ ‘ତସ୍କରୀ’ର ଟ୍ରେଲର୍ ରିଲିଜ୍ ହୋଇଛି । ଯେଉଁଥିରେ ଡିଜିଟାଲ ପ୍ଲାଟ୍ଫର୍ମରେ ତାଙ୍କୁ ପ୍ରଥମ ଥର ଆକ୍ସନ୍ ମୋଡ୍ରେ ଦେଖିବାକୁ ପାଇବେ ଦର୍ଶକ। "ହକ୍" ଚଳଚ୍ଚିତ୍ର ପରେ, ଇମ୍ରାନ ହାସମୀ ତାଙ୍କର…

Dantewada Naxalites surrender: ୬୩ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା କୋଟିଏରୁ ଅଧିକ ପୁରସ୍କାର ରାଶି

ରାୟପୁର: ଛତିଶଗଡ଼ ସରକାରଙ୍କ ପୁନର୍ବାସ ଯୋଜନା ଦ୍ୱାରା ଅନୁପ୍ରାଣିତ ହୋଇ ଦାନ୍ତେୱାଡା ଜିଲ୍ଲାରେ ୬୩ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଅସ୍ତ୍ରଶସ୍ତ୍ର ଛାଡି ନକ୍ସଲମାନେ ଶାନ୍ତିପୂର୍ଣ୍ଣ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବାକୁ ପ୍ରତିଜ୍ଞା କରିଛନ୍ତି। ସୂଚନାଥାଉକି, ଆଜି ୧.୧୯ କୋଟି…

ଦିଗପହଣ୍ଡି ମର୍ମନ୍ତୁଦ ଦୁର୍ଘଟଣା, ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଜରଡାରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହି ଦୁଇ ମୃତକଙ୍କ ପରିବାରକୁ…

Cross border Drug Racket: ମିଆଁମାର ସୀମାରେ NCBକୁ ବଡ ସଫଳତା; ସାବୁନ ଖୋଳରୁ ମିଳିଲା ୧୫ କୋଟି ମୂଲ୍ୟର ହେରୋଇନ୍

ନୂଆଦିଲ୍ଲୀ: ମିଆଁମାରରୁ ଭାରତକୁ ନିଶା ଚାଲାଣ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଏକ ବଡ଼ ସଫଳତା ହାସଲ କରିଛି। NCB ଇମ୍ଫାଲ ଜୋନାଲ ୟୁନିଟ୍ ଭାରତ-ମିଆଁମାର ସୀମା ନିକଟରେ ୭.୩୧୨କିଲୋଗ୍ରାମ ହାଇ-ଗ୍ରେଡ୍ ହେରୋଇନ୍ ଜବତ କରିଛି । ଆନ୍ତର୍ଜାତୀୟ ଅବୈଧ ବଜାରରେ ଏହାର ମୂଲ୍ୟ…

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଏଥିରେ ଗ୍ରାମସଭାର ଭାଗୀଦାରି ବୃଦ୍ଧି କରାଯାଇଛି । ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପରେ କୌଣସି ପ୍ରକାର କ୍ଷତିର ଭରଣା ସମ୍ପୃକ୍ତ ସଂସ୍ଥା କରିବ । ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ…

ପୁଅକୁ ହରାଇବା ଦୁଃଖରେ ବେଦାନ୍ତ ପ୍ରତିଷ୍ଠାତା ଦାନ କରିଦେଲେ ୭୫ % ସମ୍ପତ୍ତି

ନୂଆଦିଲ୍ଲୀ‌: ପୁଅକୁ ହରାଇବା ଦୁଃଖରେ ବେଦାନ୍ତ ପ୍ରତିଷ୍ଠାତା ଅନିଲ ଅଗ୍ରୱାଲ ବାଣ୍ଟିଦେଲେ ନିଜ ଅର୍ଜିତ ୭୫ ଭାଗ ସମ୍ପତ୍ତି। ବେଦାନ୍ତ ଗ୍ରୁପ୍ ପ୍ରତିଷ୍ଠାତା ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କର ଆମେରିକାରେ ହଠାତ୍ ପରଲୋକ ହୋଇଯାଇଛି। ପୁଅର ମୃତ୍ୟୁରେ ଶିଳ୍ପପତି ଅନିଲ ଅଗ୍ରୱାଲ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଉସମାନ ଖୱାଜା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଉସମାନ ଖୱାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଖୱାଜା ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ୩୯ ବର୍ଷୀୟ ଖୱାଜା ପାକିସ୍ତାନରେ…