Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ, ୮୯ ବର୍ଷ ବୟସରେ ମୁମ୍ବାଇରେ ତ୍ୟାଗ କଲେ ଶେଷ ନିଶ୍ୱାସ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ନିଜର ସୁମଧୁର କଣ୍ଠରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ରବିବାର ସନ୍ଧ୍ୟାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ…

ବିଜେପିରେ ବଡ଼ ଧରଣର ଅଦଳବଦଳ ସମ୍ଭାବନା, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଲା ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ରାଜ୍ୟସଭା ଓ ବିଧାନ ପରିଷଦ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଦଳ ଭିତରେ ସାଂଗଠନିକ ପରିବର୍ତ୍ତନ ଉପରେ ଏଠାରେ ବିସ୍ତୃତ…

କଟକ ଲିଙ୍କ ରୋଡ ବ୍ୟାଙ୍କ ଅଫ ବରୋଦାରେ ଭୟାବହ ଅଗ୍ନିକାଣ୍ଡ

କଟକ: ସହରର ଲିଙ୍କ ରୋଡ ସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ପୂରା ବ୍ୟାଙ୍କ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ବ୍ୟାଙ୍କ ପରିସର ସମେତ ଚାରିଆଡ଼େ କେବଳ କଳା ଧୂଆଁର ଆସ୍ତରଣ ଖେଳିଯାଇଛି। ଖବର ପାଇବା କ୍ଷଣି…

ମହଙ୍ଗା ମାଡ଼: ପୁଣି ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଆଜି ଜୁନ ପହିଲାରେ ସାଧାରଣ ଜନତାଙ୍କୁ ପୁଣି ଥରେ ମହଙ୍ଗା ମାଡ଼ ଲାଗିଛି। ଗ୍ୟାସ କମ୍ପାନୀଗୁଡ଼ିକ ପକ୍ଷରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ଆଉ ଥରେ ବୃଦ୍ଧି କରାଯାଇଛି। ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର ଦରରେ ୪୨ ଟଙ୍କା ବଢ଼ିଛି।…

Mahanadi Water Dispute:ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଚିନ୍ତନ ବୈଠକ;ଶାସକ ଦଳକୁ ଛାଡି ଯୋଗ ଦେଲେ ସମସ୍ତ…

ଭୁବନେଶ୍ୱର:ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଆଜି ମହାନଦୀରେ ଉପଲବ୍ଧ ଜଳରାଶି ପ୍ରସଙ୍ଗରେ ଏକ ଚିନ୍ତନ ବୈଠଜ ଅନୁଷ୍ଠିତ ହୋଇଯାଇଛି । ଶାସକ ବିଜେପି ଦଳକୁ ଛାଡି ଓଡ଼ିଶାର ସମସ୍ତ ରାଜନୈତିକ ଦଳ ଯଥା ବିଜୁ ଜନତା ଦଳ, କଂଗ୍ରେସ, ସିପିଏମ, ସିପିଆଇ, ଫରୱାର୍ଡ ବ୍ଲକ, ଏସ ୟୁ ସି ଆଇ, ସି ପି ଆଇ ଏମ…

ହାତୀକୁ ମାରି ଫାର୍ମ ହାଉସ୍‌ରେ ପୋତିଥିବା ଅଭିଯୋଗ;ମାଲିକ ସହ ୩ ଅଟକ

ଢେଙ୍କାନାଳ: ହିନ୍ଦୋଳର ଏକ ଫାର୍ମହାଉସ୍‌ ରେ ହାତୀକୁ ମାରି ପୋତିଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ କରିଛି । ସୂଚନାଥାଉକି, ହିନ୍ଦୋଳ ଏନ୍‌ଏସିର ୧୪ନମ୍ବର ୱାର୍ଡର ଚରଣପୁରଠାରେ କୁବେର ରାଜଙ୍କ ଚାରି ଏକର ଜମିରେ ଫାର୍ମ ହାଉସ୍‌ ରହିଛି। ଏହି…

ହିଟ୍ ଆଣ୍ଡ ରନରେ ବରେନ୍ୟ ରାଉତରାୟଙ୍କୁ ହତ୍ୟା ଘଟଣା; ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜ ଗିରଫ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଆଚାର୍ଯ୍ୟ ହରିହର କଲେଜ ଛକରେ ବରେନ୍ୟ ରାଉତରାୟଙ୍କୁ ହତ୍ୟାରେ ଓଡ଼ିଆ ଫିଲ୍ମ ହିରୋଙ୍କ ସାମିଲ ଘଟଣାରେ ଏବେ ଆଉ ଏକ ସତ ସାମ୍ନାକୁ ଆସିଛି । ଘଟଣାରେ ଟେଲି ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି ପୋଲିସ ।…

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା, ୨ ଗିରଫ, ଜଣେ ଫେରାର

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା । ଗିରଫ ହେଲେ ଦୁଇ ଅଭିଯୁକ୍ତ । ସେମାନଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟ ନାବାଳକ ରହିଛି । ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ସୂଚନା । ତେବେ ଚଳିତ ମାସ ୧୭ ତାରିଖରେ ବୋଲଗଡ଼ ଗସ୍ତ ସମୟରେ…

ଖାଇକୁ ଖସିଲା କାର…ଚାଲିଗଲା ୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ:ହିମାଚଳପ୍ରଦେଶର ଚମ୍ବା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତିସା ଅଞ୍ଚଳରୁ ସାଚ ପାସ୍ ଅଭିମୁଖେ ଯାଉଥିବା ଏକ ଇନୋଭା କାର କଳାବନ ନିକଟରେ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗାଡ଼ିରେ ଥିବା ଆଠ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ…

ଭିଟାମିନ୍ D3, କ୍ୟାଲସିୟମ୍ ଏବଂ ମିଥାଇଲକୋବାଲାମିନ୍ ସମେତ ୩୦ଟି ଔଷଧର MRP ହେଲା ସ୍ଥିର, ସମ୍ପୂର୍ଣ୍ଣ ତାଲିକା…

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଏକ ସ୍ଥିର ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ ହେବା ନିଶ୍ଚିତ କରିବା ପାଇଁ, ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (NPPA) ଏକ ବଡ଼ ପଦକ୍ଷେପ ନେଇଛି । ୩୦ଟି ଔଷଧ ଫର୍ମୁଲେସନର MRP (ସର୍ବାଧିକ ବିକ୍ରୟ ମୂଲ୍ୟ) ସ୍ଥିର କରିଛି । NPPA ୨୭ ମେ,…