Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Mamata Banerjee Defeat: ଶାସନ, ଆସନ ସବୁ ଗଲା… ଏବେ ଭତ୍ତା ପାଇବେ ଦିଦି?

କୋଲକାତା: ନା ଏ କୂଳ, ନା ସେ କୂଳର ହେଲେ ମମତା ଶାସନ, ଆସନ ଉଭୟ ଛଡାଇ ନେଲା ବିଜେପି ମମତାଙ୍କ ଶୋଚନୀୟ ଅବସ୍ଥା ଏବେ ପାଇବେ ଭତ୍ତା! ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପଟ୍ଟ ପରିବର୍ତ୍ତନ ହୋଇଛି । ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ୧୫ ବର୍ଷର ଟିଏମସି ସରକାରଙ୍କୁ ମାତ୍…

ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ବାଛିବେ ଶାହ ଓ ମୋହନ

ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ବ ଦେଇଛି। ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସୂଚନା ଅନୁଯାୟୀ, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ବାଛିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅମିତ ଶାହଙ୍କୁ…

BJP Government In Bengal: ବଙ୍ଗରେ ଏହି ଦିନ ଶପଥ ନେବେ ନୂଆ ବିଜେପି ମୁଖ୍ୟମନ୍ତ୍ରୀ…ସାମ୍ନାକୁ ଆସିଲା ତାରିଖ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ବଡ ବିଜୟ ପରେ, ଏବେ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ସିଟ୍ ଉପରେ । କାହାକୁ ପଶ୍ଚିମବଙ୍ଗ ଭାର ପ୍ରଦାନ କରିବେ ବିଜେପି ମୁଖିଆ ? ପୁରୁଣା ପୁରୋଧାଙ୍କ ହାତକୁ ଟେକିଦେବେ..ନା ଚମକାଇବ ନୂଆ ଚେହେରା? ଏହାକୁ ନେଇ ଅନେକ ନାଁ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିବା…

Odisha Vigilance: ୬ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଡିଇଓ

କଳାହାଣ୍ଡି: ଭିଜିଲାନ୍ସ ହାତରେ ଧରାପଡିଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତରେ କାର୍ଯ୍ୟରତ ଏଡିଇଓ । ଆଜି ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏଡିଇଓ ଦେବେନ୍ଦ୍ର ସାହୁ । ସୂଚନା ଅନୁଯାୟୀ, ହିତାଧିକାରୀ ଶ୍ରୀବତ୍ସ ଭୋଇଙ୍କ…

ମାସିକ ଦରମା ମାତ୍ର ୨୫୦୦… ବାସନ ମାଜୁଥିବା କଳିତା ଏବେ ବସିବେ ବିଧାନସଭାରେ: ବେଙ୍ଗଲରେ ଗରିବ ଝିଅର ଐତିହାସିକ…

କୋଲକାତା: ରାଜନୀତି କହିଲେ ଆମ ଆଖି ଆଗକୁ ଆସେ ବିଳାସପୂର୍ଣ୍ଣ ଏସି ଗାଡ଼ି, କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ବାହୁବଳୀ ନେତାଙ୍କ ଭିଡ଼। କିନ୍ତୁ ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏଇଠି ଯେ, ଏହା ବେଳେବେଳେ ଏମିତି ଏକ ଚମତ୍କାର କରିଦିଏ, ଯାହା ସବୁ ଅହଂକାରକୁ ଧୂଳିସାତ୍ କରିଦିଏ। ୨୦୨୬…

ବିଜୟଙ୍କ ବିଜୟ ପଛରେ ଏହି କାରଣ

ଚେନ୍ନାଇ: ଦକ୍ଷିଣ ଭାରତର ରାଜନୀତିରେ ପୁଣି ଏକ ଫିଲ୍ମି ଷ୍ଟାଇଲ୍ ଏଣ୍ଟ୍ରି ! ସୁପରଷ୍ଟାର୍ ବିଜୟ ନିଜର ଚମତ୍କାର ପ୍ରଦର୍ଶନରେ ସାରା ଦେଶକୁ ଚକିତ କରିଦେଇଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ନୂତନ ଦଳ ‘ତାମିଲଗା ଭେଟ୍ରି କାଝାଗମ୍’ ବା TVK ସମସ୍ତ ଗଣିତକୁ ଓଲଟପାଲଟ କରି…

ଏହି କାରଣ ପାଇଁ ଭବାନୀପୁରରେ ହାରିଲେ ମମତା

କୋଲକତା: ପଶ୍ଚିମବଙ୍ଗ ରାଜନୀତିରେ ସବୁଠୁ ବଡ଼ ବିପର୍ଯ୍ୟୟ ! ଯେଉଁ ଭବାନୀପୁର ଆସନକୁ ମମତା ବାନାର୍ଜୀ ନିଜର ସବୁଠୁ ନିରାପଦ ଗଡ଼ ବୋଲି ଭାବୁଥିଲେ, ସେହିଠାରେ ହିଁ ଶୁଭେନ୍ଦୁ ଅଧିକାରୀ ତାଙ୍କୁ ମାତ୍ ଦେଇଛନ୍ତି। ୨୦୨୧ରେ ନନ୍ଦୀଗ୍ରାମ ଏବଂ ୨୦୨୬ରେ ଭବାନୀପୁର—ଲଗାତାର ଦ୍ୱିତୀୟ ଥର ପାଇଁ ନିଜର…

ନବୀନ ଓ କେଜ୍ରିୱାଲଙ୍କ ‘ଏଲିଟ୍ କ୍ଲବ୍’ରେ ଏବେ ଥାଲାପତି: ପ୍ରଥମ ଲଢ଼େଇରେ ସିଧା ମୁଖ୍ୟମନ୍ତ୍ରୀ ଚୌକି,…

ଭୁବନେଶ୍ୱର.: ରାଜନୀତି ଏକ ଏମିତି ନିର୍ଦ୍ଦୟ ଖେଳ, ଯେଉଁଠି ଦଶନ୍ଧି ଦଶନ୍ଧି ଧରି ରାସ୍ତାରେ ସଂଘର୍ଷ କଲେ ବି ଅନେକ ନେତାଙ୍କୁ କ୍ଷମତାର ସିଂହାସନ ମିଳେନାହିଁ। ଦଳ ଗଢ଼ିବାର ବର୍ଷ ବର୍ଷ ପରେ ଯାଇ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପଡ଼େ। କିନ୍ତୁ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏମିତି କିଛି…

ଲାଗିଲା କଟକଣା: ଚିଲିକା ହ୍ରଦରେ ସମସ୍ତ ନୌକାରେ ଯାତ୍ରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍‌ ବାଧ୍ୟତାମୂଳ

ଖୋର୍ଦ୍ଧା: ନିକଟରେ ଜବଲପୁର ବୋଟ ବୁଡି ଘଟଣା ସମସ୍ତ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣା ପରେ ଏବେ ତତ୍ପରତା ଦେଖାଇଛି ଖୋର୍ଦ୍ଧା ପ୍ରଶାସନ । ଚିଲିକା ହ୍ରଦରେ ଯାତ୍ରୀବାହି ନୌକା ଚାଳନା ସମୟରେ ଯାତ୍ରୀମାନଙ୍କ ଜୀବନ ସୁରକ୍ଷା ପାଇଁ କଟକଣା ଲଗାଇଛନ୍ତି । ଚିଲିକାରେ ସମସ୍ତ…

ଅପରାଧର ସବୁ ସୀମା ପାର୍, ରୋଗୀ ଏମର୍ଜେନ୍ସି ଆଳରେ ଆମ୍ବୁଲାନ୍ସରେ ହେଉଛି ଗଞ୍ଜେଇ ଚାଲାଣ

ଭୁବନେଶ୍ୱର: ଅପରାଧର ସବୁ ସୀମା ଟପିଲା। ଏଥର କୌଣସି କାର କିମ୍ବା ବାଇକରେ ନୁହେଁ ବରଂ ଅତି ଚତୁରାତର ସହ ଆମ୍ବୁଲାନ୍ସରେ କରାଯାଉଛି ଗଞ୍ଜେଇ ଚାଲାଣ। ରୋଗୀ ଏମର୍ଜେନ୍ସି ଆଳ ଦେଖାଇ ପାରି ହେଉଥିଲେ ବେପାରୀ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡିଲେ। କଟକରୁ ଭୁବନେଶ୍ବର…