Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲିପୁଲେଖ ଘାଟି ଦେଇ କୈଳାସ ମାନସରୋବର ଯାତ୍ରାକୁ ନେପାଳର ବିରୋଧ, ଭାରତ ଦେଲା କଡା ଜବାବ

ନୂଆଦିଲ୍ଲୀ: ନେପାଳ ଭାରତ ଏବଂ ଚୀନ୍ ଦ୍ୱାରା ଲିପୁଲେଖ ଘାଟି ଦେଇ କୈଳାସ ମାନସରୋବର ଯାତ୍ରା ଆୟୋଜନ କରିବାକୁ ବିରୋଧ କରିଛି । ଏହା ୧୮୧୬ ମସିହାର ସୁଗୌଲି ଚୁକ୍ତି ଅନୁଯାୟୀ ନେପାଳର ସାର୍ବଭୌମ କ୍ଷେତ୍ର ବୋଲି କହିଛି । ନେପାଳ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହା କୈଳାସ ମାନସରୋବର ଯାତ୍ରା…

ପଶ୍ଚିମବଙ୍ଗରୁ ତାମିଲନାଡୁ… ଏହି ୫ଟି ରାଜ୍ୟରେ କିଏ ପିନ୍ଧିବ ବିଜୟର ମୁକୁଟ ?

ନୂଆଦିଲ୍ଲୀ: ଦୁଇ ମାସର ନିର୍ବାଚନ ପ୍ରଚାର ପରେ, ସୋମବାର ପାଞ୍ଚଟି ରାଜ୍ୟର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଯିବ । ପଶ୍ଚିମବଙ୍ଗରେ ପଦ୍ମ ଫୁଟିବ କି, ନା ଦିଦିଙ୍କ ଯାଦୁ ଅକ୍ଷୁର୍ଣ୍ଣ ରହିବ? ଦକ୍ଷିଣ ଗଡ଼ରେ କ'ଣ ହେବ ହଲଚଲ? ଉତ୍ତରରେ କ'ଣ ହେବ? ସୋମବାର ସକାଳେ ବିଧାନସଭା…

IPL Betting:ଆଇପିଏଲ ବେଟିଂ ଗ୍ୟାଙ୍ଗର ପର୍ଦ୍ଦାଫାଶ; ୫ଗିରଫ,୬ ଲକ୍ଷ ଟଙ୍କା ଜବତ…

ସୁନ୍ଦରଗଡ଼:ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ IPL ବେଟିଂ ବେଳେ ମାଡ଼ି ବସିଲା ପୋଲିସ । ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ  ପୋଲିସ ୧୭ ଲକ୍ଷ ୬୧ ହଜାର ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ରାଉରକେଲା ବାସନ୍ତୀ କଲୋନିର ରଞ୍ଜନ କୁମାର ସା (୨୯),…

ଶାଢ଼ୀ ଦୋଳି ହେଲା କାଳ …ଚାଲିଗଲା ନାବାଳକର ଜୀବନ

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଜଗନ୍ନାଥୀ ଗ୍ରାମରରେ ଅଭାବନୀୟ ଘଟଣା ଘଟିଛି । ଦୋଳି ଶାଢୀରେ ଛନ୍ଦି ହୋଇ ଚାଲିଗଲା ନାବାଳକର ଜୀବନ । ମୃତ ନାବାଳକ ଜଣକ ହେଉଛନ୍ତି ଜଗନ୍ନାଥୀ ଗ୍ରାମର ଦୁର୍ଗା ମୁର୍ମୁଙ୍କ ସାନପୁଅ ସତ୍ୟ ମୁର୍ମୁ।ବୟସ ସାତ ବର୍ଷ । ଘର ବାଡ଼ିରେ ଆତ ଗଛରେ…

ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର

ଭୁବନେଶ୍ବର: ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି। ତାଙ୍କ ଉପରୁ ନିଲମ୍ବନ ଆଦେଶ ବିଜେପି ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ନିଲମ୍ବିତ ହୋଇଥିଲେ ଖାରବେଳ। ଏହି ସୂଚନା ଦେଇଛନ୍ତି ରାଜ୍ୟ ଶୃଙ୍ଖଳା କମିଟିର ଆବାହକ…

ସର୍ବଶକ୍ତିରୁ ଶିବାଲିକ୍… ହର୍ମୁଜ୍‌ରୁ ଏଲପିଜି ପରିବହନ କରୁଥିବା ଜାହାଜଗୁଡ଼ିକର ନାମକରଣ କିପରି କରାଯାଏ?

ନୂଆଦିଲ୍ଲୀ: ଭାରତ ଅଭିମୁଖୀ LPG ଟ୍ୟାଙ୍କର୍ ସର୍ବଶକ୍ତି ହର୍ମୁଜ୍ ପ୍ରଣାଳୀ ପାର କରିଛି । ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଯୋଗୁଁ, ଏହି ଅଞ୍ଚଳରେ ଜାହାଜ ଚଳାଚଳ ମନ୍ଥର ହୋଇଯାଇଥିଲା । କିନ୍ତୁ ଏସବୁ ମଧ୍ୟରେ, ଏକ ଆକର୍ଷଣୀୟ ପ୍ରଶ୍ନ ଉଠେ: ସର୍ବଶକ୍ତି ଏବଂ ଶିବାଲିକ୍ ଭଳି ଜାହାଜର…

Bengal’s Noapara: ଭୋଟ ଗଣତି ପୂର୍ବରୁ ବିଜେପି ନେତାଙ୍କ ଘର ଉପରେ ଗୁଳିମାଡ ,ଦୁଇ ଗିରଫ

କୋଲକତା:ଭୋଟ ଗଣତି ପୂର୍ବରୁ ପଶ୍ଚିମବଙ୍ଗରେ ଏକ ବଡ଼ ହିଂସା ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ, ନୋଆପାରା ଅଞ୍ଚଳରେ ବିଜେପି ଜିଲ୍ଲା ସମ୍ପାଦକ କୁନ୍ଦନ ସିଂହଙ୍କ ଘର ଉପରକୁ ଗୁଳି ଚାଳନା କରାଯାଇଥିଲା । ଫଳରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ଶନିବାର…

ଭୋଟ୍ ଗଣତି ପୂର୍ବରୁ ସଟ୍ଟା ବଜାର ଗରମ: ପଶ୍ଚିମବଙ୍ଗରେ ବିଜେପିର ପଲା ଭାରି, ଲାଗିଲାଣି କୋଟି କୋଟି ଟଙ୍କାର ବାଜି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ଚୂଡ଼ାନ୍ତ ଫଳାଫଳ ଆସିବାକୁ ଆଉ ମାତ୍ର କିଛି ସମୟ ବାକି ଅଛି। ଇଭିଏମ୍ ଭିତରେ ବନ୍ଦ ରହିଛି ବଡ଼ ବଡ଼ ହେଭିୱେଟ୍ ପ୍ରାର୍ଥୀଙ୍କ ଭାଗ୍ୟ। କିନ୍ତୁ ଭୋଟ୍ ଗଣତି ପୂର୍ବରୁ ରାଜ୍ୟର ରାଜନୈତିକ ପାଣିପାଗ ସାଙ୍ଗକୁ ଏବେ ଅଣ୍ଡରଗ୍ରାଉଣ୍ଡ୍ 'ସଟ୍ଟା…

ବ୍ୟବସ୍ଥା ପରେ ଏବେ ବାଟ ଓଗାଳିଲା ସମାଜ: ଭଉଣୀର କଙ୍କାଳ ବୋହିଥିବାରୁ ଜିତୁ ମୁଣ୍ଡାଙ୍କୁ ବାସନ୍ଦ ଚେତାବନୀ

କେନ୍ଦୁଝର: ବ୍ୟାଙ୍କ୍‌ରୁ ନିଜର ହକ୍‌ର ପଇସା ଉଠାଇବା ପାଇଁ ଭଉଣୀର କଙ୍କାଳକୁ କାନ୍ଧରେ ବୋହି ଆଣିଥିବା କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଏହି କରୁଣ ଅବସ୍ଥା ସମସ୍ତଙ୍କୁ ବ୍ୟଥିତ କରିଥିଲା। କିନ୍ତୁ ଜିତୁଙ୍କ ଦୁଃଖ ଏତିକିରେ…

ବରିଷ୍ଠ IAS ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ବାସଭବନରୁ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ଖାମଖିଆଲି ହୋଇପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ସାଧାରଣ ଜନତାଙ୍କ କଥା ତ ଛାଡ଼ନ୍ତୁ, ଏବେ ଭିଭିଆଇପି (VVIP) ମାନଙ୍କ ଘର ମଧ୍ୟ ଆଉ ସୁରକ୍ଷିତ ହୋଇ ରହିନାହିଁ। କମିଶନରେଟ୍ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚାଲେଞ୍ଜ ଦେଇ ଲୁଟେରାମାନେ ଏଥର ଜଣେ…