Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପଖାଳ କେବଳ ଆହାର ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ 'ପଖାଳ'ର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ରାଜ୍ୟସ୍ତରୀୟ 'ପଖାଳ ପରବ' କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ମୃତ୍ୟୁ ସହ ସଂଘର୍ଷ କରି ଜିତିଥିଲେ, ଏସସିବି ନିଆଁ ଆଗରେ ହାରିଗଲେ

କୋରାପୁଟ: କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ଭେଣ୍ଡିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମାଆ। ଯେତେ ଡାକିଲେ ବି ଆଉ ଡାକ ଶୁଣୁନି ପୁଅ। ଦିନେ ମୃତ୍ୟୁ ସହ ସଂଘର୍ଷ କରି ସୁସ୍ଥ ହୋଇ ଜୀବନ ଜିତିଥିଲେ। ଶେଷରେ କଟକ ଏସସିବି ନିଆଁ ଆଗରେ ହାରିଗଲେ। ଭୟଙ୍କର ନିଆଁରୁ ବଞ୍ଚି ମଧ୍ୟ…

ଏଥର ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନେକ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଛନ୍ତି । ଚଳିତ ବର୍ଷ ୫ ଲକ୍ଷ ୪୬ ହଜାର ୮୭୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବାପାଇଁ ଫର୍ମ ଭରିଥିଲେ ହେଲେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୬ ହଜାର ୯୪୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି । ହେଲେ…

ପ୍ରେମାନନ୍ଦଜୀଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ତାଙ୍କ ଉତ୍ତର ପ୍ରଦେଶ ଗସ୍ତର ଦ୍ୱିତୀୟ ଦିନରେ ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ। ଏହାସହ ପ୍ରେମାନନ୍ଦଜୀଙ୍କ ସହ ଆଧ୍ୟାତ୍ମିକ ଆଲୋଚନା କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ରାଷ୍ଟ୍ରପତି ଆଜି ବୃନ୍ଦାବନରେ…

ଧୋନିଙ୍କ ସହ ସଞ୍ଜୁଙ୍କ ଜୁଗଳବନ୍ଦୀ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ପୂର୍ବରୁ କ୍ରିକେଟ ଦୁନିଆରେ ସୃଷ୍ଟି ହୋଇଛି ଏକ ବଡ଼ ହଲଚଲ । ଯେଉଁ ସ୍ୱପ୍ନକୁ କୋଟି କୋଟି ପ୍ରଶଂସକ ଦେଖୁଥିଲେ, ତାହା ଏବେ ସତ ହେବାକୁ ଯାଉଛି । ଚେନ୍ନାଇ ସୁପର କିଙ୍ଗସର ଡ୍ରେସିଂ ରୁମରେ ଏକାଠି ଦେଖିବାକୁ ମିଳିବେ ଦୁଇ ଦିଗ୍ଗଜ ୱିକେଟକିପର ବ୍ୟାଟର ଏମ.ଏସ ଧୋନି…

ଯୁଦ୍ଧ ପାଇଁ ପ୍ରସ୍ତୁତ ଉତ୍ତର କୋରିଆ ?

ନୂଆଦିଲ୍ଲୀ: ଉତ୍ତର କୋରିଆରୁ ଆସୁଛି ଏକ ବଡ଼ ଖବର । ସାରା ବିଶ୍ୱରେ ଏବେ ଯୁଦ୍ଧର ଆଶଙ୍କା ଘନେଇବାରେ ଲାଗିଛି । ଏସବୁ ଭିତରେ କିମ୍ ଜୋଙ୍ଗ୍ ଉନ୍‌ଙ୍କର ଏକ ନୂଆ ରୂପ ସାମ୍ନାକୁ ଆସିଛି, ଯାହା ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇ ଦେଇଛି । ଯୁଦ୍ଧକ୍ଷେତ୍ରରେ ଉତ୍ତରକୋରିଆ ଶାସନ ମୁଖ୍ୟ କିମ୍…

ଇରାନ ୧୯ ବର୍ଷୀୟ କୁସ୍ତିଯୋଦ୍ଧାଙ୍କୁ ଫାଶୀ

ନୂଆଦିଲ୍ଲୀ: ଇରାନରେ ଖେଳାଳିମାନଙ୍କ ପ୍ରତି ଦମନ କ୍ରୀଡ଼ା ଜଗତକୁ ଦୋହଲାଇ ଦେଇଛି। ସମ୍ପ୍ରତି ୧୯ ବର୍ଷୀୟ କୁସ୍ତିଯୋଦ୍ଧା ସାଲେହ ମହମ୍ମଦୀଙ୍କୁ ଫାଶୀ ଦିଆଯିବା ଘଟଣା ଜେଲରେ ଥିବା ଅନ୍ୟ ଖେଳାଳିଙ୍କ ସୁରକ୍ଷା ଏବଂ ଭବିଷ୍ୟତ ବିଷୟରେ ବିଶ୍ୱସ୍ତରୀୟ ଚିନ୍ତାକୁ ବଢ଼ାଇ ଦେଇଛି। ଅନ୍ୟ ଦୁଇ ବ୍ୟକ୍ତି,…

ଷ୍ଟକ୍ ବଜାରର ଜୋରଦାର ପ୍ରତ୍ୟାବର୍ତ୍ତନ: ବୃଦ୍ଧି ପାଇଲା ଆଦାନୀ ଗ୍ରୁପ୍ ସେୟାର

ନୂଆଦିଲ୍ଲୀ: ତୀବ୍ର ହ୍ରାସ ପରେ ଶୁକ୍ରବାର ଭାରତୀୟ ଷ୍ଟକ୍ ବଜାର ଜୋରଦାର ଭାବରେ ଖୋଲିଥିଲା। ପ୍ରମୁଖ ସୂଚକାଙ୍କ BSE ସେନସେକ୍ସ ଏବଂ ନିଫ୍ଟି ୫୦ ସବୁଜ ରଙ୍ଗରେ ଖୋଲିଥିଲା। ସକାଳେ ସେନସେକ୍ସ ପ୍ରାୟ ୧୦୦୦ ପଏଣ୍ଟ ଉପରକୁ ଉଠିଥିଲା। ନିଫ୍ଟି ୫୦ ମଧ୍ୟ ୩୦୦ ପଏଣ୍ଟରୁ ଅଧିକ ଉପରକୁ ଉଠିଥିଲା। ଆଜି…