Latest Odisha News
Browsing Category

ମୁଖ୍ୟ ଖବର

SCB Fire Tragedy: SCBରେ ନିଆଁ ଲାଗି ମୃତ୍ୟୁ ଘଟଣା;ରିପୋର୍ଟ ମାଗିଲେ NHRC

କଟକ:SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ । ଘଟଣାର ଅନୁଧ୍ୟାନ କରି…

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୫; ଓଡିଶାରୁ ବିଶିଷ୍ଟ କବି ଗିରିଜା କୁମାର ବଳିୟାରସିଂ ମନୋନିତ

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ୨୦୨୫ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ‌ଘୋଷଣା କରାଯାଇଛି । ବିଭିନ୍ନ ଭାଷାରେ ସାରା ଭାରତର ବିଶିଷ୍ଟ ଲେଖକମାନଙ୍କୁ ଏକାଡେମୀ ପକ୍ଷରୁ ଚୟନ କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ,…

ଓଡ଼ିଶା ମଧ୍ୟ ଦେଇ ନିର୍ମାଣ ହେବ ୫୨୨ କିଲୋମିଟର ହାଇସ୍ପିଡ୍‌ କରିଡ଼ର, ୯ଟି ଜିଲ୍ଲାର ୨୭ଟି ସହରକୁ କରିବ ସଂଯୋଗ

ଭୁବନେଶ୍ୱର: ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ଏକ୍ସପ୍ରେସ୍‌ ୱ ତଥା ହାଇସ୍ପିଡ୍‌ କରିଡ଼ର ନିର୍ମାଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା…

ରାଜ୍ୟସଭା ନିର୍ବାଚନରେ ବିଜୟୀ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ଭୁବନେଶ୍ବର: ସରିଲା ଭୋଟ୍‌ ଗଣତି । ହାଇଭୋଲ୍ଟେଜ ଲଢେଇ ଭିତରେ ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ । ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର । ହାରିଲେ ଦତ୍ତେଶ୍ବର ହୋତା । ସଂତୃପ୍ତଙ୍କୁ ୩୧ଟି ଭୋଟ୍‌ ମିଳିଥିବାବେଳେ ଦିଲ୍ଲୀପ…

Ladakh protest: ଲଦାଖରେ ବିଶାଳ ପ୍ରତିବାଦ ;ରାଜ୍ୟ ମାନ୍ୟତା ଦାବି କରି ରାସ୍ତାକୁ ଓହ୍ଲାଇଲେ…

ନୂଆଦିଲ୍ଲୀ: ସୋମବାର ଦିନ କଡ଼ା ସୁରକ୍ଷା ମଧ୍ୟରେ ଲଦାଖର ଲେହ ସହରରେ ଶହ ଶହ ଲୋକ ଏକ ରାଲି ବାହାର କରିଥିଲେ ଓ କାରଗିଲରେ ବନ୍ଦ ପାଳନ କରାଯାଇଥିଲା। ଲେହ ଆପେକ୍ସ ବଡି (LAB) ଏବଂ କାରଗିଲ ଡେମୋକ୍ରାଟିକ୍ ଆଲାଏନ୍ସ (KDA) ଦ୍ୱାରା ଏହି ବନ୍ଦ ପାଳନ ଏବଂ ରାଲି ଡାକରା ଦିଆଯାଇଥିଲା। ସେମାନଙ୍କର…

ଏସସିବି ଅଗ୍ନି ଦୁର୍ଘଟଣା; ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଏବଂ ଏଥିପାଇଁ ରୋଗୀମାନଙ୍କ ମୃତ୍ୟୁ ଘଟଣା । ଏନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେଉଁ କାରଣରୁ ଏଭଳି ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ…

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ

ବରଗଡ଼: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରଗଡ଼ ଜିଲ୍ଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର । ବକେୟା ଦରମା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ…

ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଇମାନୁଏଲ ମାକ୍ରନ, କହିଲେ ପଡୋଶୀ ଦେଶ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କର..

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ କଥା ହୋଇଛନ୍ତି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଆଞ୍ଚଳିକ ସଂଘର୍ଷ ମଧ୍ୟରେ ଏହି ଆଲୋଚନା ହୋଇଛି, ଯେଉଁଠାରେ ଇରାନ ଏବଂ ଏହାର ସହଯୋଗୀ ଗୋଷ୍ଠୀଗୁଡ଼ିକ ବିଭିନ୍ନ ଦେଶ ଉପରେ ଆକ୍ରମଣ ପାଇଁ ଅଭିଯୋଗ…

Cross-Voting in Rajya Sabha Election: ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ ଅଭିଯୋଗ। ରାଜ୍ୟ ରାଜନୀତିରେ ବଡ଼ ବିବାଦ ସୃଷ୍ଟି କରିଛି। ବିରୋଧୀ ଦଳର ଅନେକ ବିଧାୟକ ସେମାନଙ୍କ ଦଳୀୟ ଲାଇନ ବିରୋଧରେ ଭୋଟ ଦେଇଥିବା ଜଣାପଡ଼ିଛି। ମୋଟ୍ ୮ ଜଣ ବିଧାୟକ କ୍ରସ୍-ଭୋଟିଂ କରିଛନ୍ତି ବୋଲି ଜଣାପଡିଛି। ମିଳିଥିବା ସୂଚନା…

Rajya Sabha Poll Row: ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍ ନେଇ ବିବାଦ, ବିଜେପି ପ୍ରକ୍ରିୟାରେ ହେରଫେର କରୁଛି…

ଭୁବନେଶ୍ଵର: ଓଡିଶାରେ ରାଜ୍ୟସଭା ନିର୍ବାଚନ ସମୟରେ ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର ଓଭରରାଇଟିଂ ଯୋଗୁଁ ଦ୍ୱିତୀୟ ବାଲଟ୍ ପେପର ମାଗିବା ପରେ ଏକ ବିବାଦ ଦେଖାଦେଇଥିଲା, ଯାହାକୁ ନେଇ ଖପ୍ପା ବିରୋଧୀ ଏଜେଣ୍ଟ। ବିଜେଡି, କଂଗ୍ରେସ ଏହାକୁ ଜୋରଦାର ବିରୋଧ କରିଥିବା ବେଳେ କିଛି ସମୟ ପାଇଁ…