Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍, ଆଉ ୨ ବିଲ୍ ସହ କଣ ହେବ…

ନୂଆଦିଲ୍ଲୀ: ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂଶୋଧନ ବିଲ୍ ଲୋକସଭାରେ ଫେଲ ମାରିଛି। ବିଲ୍ ପାସ୍ ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ୨୦୨୯ ଲୋକସଭା ନିର୍ବାଚନରୁ କାର୍ଯ୍ୟକାରୀ ହେବାକୁ ଥିବା…

School Wall Collapse:ସ୍କୁଲ ପାଚେରୀ ପଡ଼ି ୨ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ,ଠିକାଦାରଙ୍କ…

ଗଜପତି:ରୁବୁଡିସିଂ ସ୍କୁଲ ପାଚେରୀ ପଡ଼ି ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ବେତ ରାଇକାଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ବିଦ୍ୟାଳୟ କୋଠା କାମ କରୁଥିବା ଠିକାଦାର ପ୍ରମିଳା ପୂଜାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି ।…

ବିଏନଏସ୍‌ ଲାଗୁ ହେବାପରେ ବର୍ଷକ ମଧ୍ୟରେ ଏହାର ସୁଫଳ ଅନୁଭୂତ ହୋଇଛି: ଡିଜିପି

କଟକ: କଟକ ପୋଲିସ ମୁଖ୍ୟାଳୟରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଅପରାଧ ଅନୁସନ୍ଧାନର ସଫଳତା ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି । ୧ ଜୁଲାଇ ୨୦୨୪ରୁ ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଲାଗୁ ହେବI ପରେ ବର୍ଷକ ମଧ୍ୟରେ ଦଣ୍ଡ ବିଧାନ…

ଏପରି ଇଲେକ୍ଟ୍ରିକ୍ ଯାନକୁ ଅଗ୍ନିକାଣ୍ଡର ବିପଦରୁ ରକ୍ଷା କରନ୍ତୁ…

ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ ଯାନ (EVs) ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି। ଲୋକମାନେ ଇଲେକ୍ଟ୍ରିକ୍ ଯାନକୁ ପରିବେଶ ପାଇଁ ଏକ ଭଲ ବିକଳ୍ପ ଏବଂ ଇନ୍ଧନ ସଞ୍ଚୟ ବିକଳ୍ପ ବୋଲି ବିବେଚନା କରୁଛନ୍ତି। କିନ୍ତୁ EV ଅଗ୍ନିକାଣ୍ଡର ସାମ୍ପ୍ରତିକ ଘଟଣା ଚିନ୍ତା ସୃଷ୍ଟି କରିଛି। ଏହି…

ଇରାନର ବଡ଼ ଘୋଷଣା; ଖୋଲିଲା ହର୍ମୁଜ୍ ପ୍ରଣାଳୀ…

ତେହେରାନ: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଘୋଷଣା କରିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ସମ୍ପୂର୍ଣ୍ଣ ଖୋଲାଯାଇଛି। ତଥାପି ଏହି ପ୍ରଣାଳୀ କେବଳ ଇସ୍ରାଏଲ-ଲେବାନନ୍ ଯୁଦ୍ଧବିରତିର ଅବଶିଷ୍ଟ ଅବଧି ପର୍ଯ୍ୟନ୍ତ ଖୋଲା ଅଛି, ଯାହା ଗୁରୁବାର ଠାରୁ ଆଗାମୀ ୧୦…

ଏଣିକି ‘ପ୍ରଧାନପାଟ’ ବିଷୟରେ ପଢିବେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ

ଦେବଗଡ଼: ଦେବଗଡ଼ ଜିଲ୍ଲା ପାଇଁ ଗୌରବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ । ଏହା ଦ୍ବାରା ପ୍ରଧାନପାଟ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ଉକ୍ତ ବିଷୟବସ୍ତୁରେ ପ୍ରଧାନପାଟ ଜଳପ୍ରପାତର ବିଶେଷତ୍ୱ ତଥା…

ସାରର ‘ଲାଷ୍ଟ ମାଇଲ ଡେଲିଭରୀ’ ଉପରେ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରିଛନ୍ତି । ଏହି ସମୟରେ ସେ ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବାରୋପ କରିଛନ୍ତି । ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା…

‘ସୀମା ପୁନଃ ନିର୍ଦ୍ଧାରଣ ବିଲ’କୁ ନେଇ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରସ୍ତାବିତ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ବିଷୟରେ ମିଛ କହି ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ…

ପ୍ରବଳ ଗ୍ରୀଷ୍ମ ପ୍ରବାହ, ୨୧ ଯାଏଁ ବଲାଙ୍ଗୀରରେ ସ୍କୁଲ ଓ କଲେଜ ଛୁଟି ଘୋଷଣା 

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାକୁ ନଜରରେ ରଖି ବଲାଙ୍ଗୀର ପ୍ରଶାସନ ୧୮ ଏପ୍ରିଲ୍ ଶନିବାର ଠାରୁ ୨୧ ଏପ୍ରିଲ୍ ମଙ୍ଗଳବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ତୁରନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଦିନର…

ଏକା ସାଙ୍ଗରେ ୧୭ ସିଆରସିସିଙ୍କ ଇସ୍ତଫା, କାରଣ ଅସ୍ପଷ୍ଟ…

ବ୍ରହ୍ମପୁର: ଏକା ସାଙ୍ଗରେ ଇସ୍ତଫା ଦେଇଛନ୍ତି ୧୭ ସିଆରସିସି (କ୍ଲଷ୍ଟର୍ ରିସୋର୍ସ ସେଣ୍ଟର୍ କୋଅର୍ଡିନେଟର୍) । ଆଜି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧୀନ ସମସ୍ତ ୧୭ ଜଣ ସିଆରସିସି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ ପତ୍ର ଦେଇଥିବା ଜଣାଯାଇଛି । ତେବେ ଇସ୍ତଫା ଦେବା…