Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିମାନବନ୍ଦରରେ ବଡ଼ ଧରଣର ଦୁର୍ଘଟଣା: ରନ୍‌ୱେରୁ ଖସିଲା ଆମାଜନ୍ କାର୍ଗୋ ବିମାନ, ଏକାଧିକ ମୃତ

ମିଆମି (ଆମେରିକା): ଆମେରିକାର ଫ୍ଲୋରିଡା ପ୍ରଦେଶ ଅନ୍ତର୍ଗତ ମିଆମି ଆନ୍ତର୍ଜାତିକ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ବିଶ୍ୱର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ୍‌ର ଏକ 'ପ୍ରାଇମ୍ ଏୟାର୍' କାର୍ଗୋ ବିମାନ ଅବତରଣ କରିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ରନ୍‌ୱେରୁ…

Satya Niketan PG collapse:କୋଠା ଅଘଟଣ, ବଢୁଛି ମୃତ୍ୟୁ; ପିଜି ମାଲିକଙ୍କ ବିରୋଧରେ ମାମଲା ରୁଜୁ, ମାଜିଷ୍ଟ୍ରେଟ୍…

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିଛି । ଅନେକ ଛାତ୍ର ଭଗ୍ନାବଶେଷରେ ଫସି ରହିଛନ୍ତି । ଦମକଳ ବାହିନୀ, NDRF ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି କୋଠା ଭୁଶୁଡ଼ିବା ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ…

ଠକେଇ-ବ୍ଲାକ୍‌ମେଲିଂ ଘଟଣା:ଉତ୍ତରାଖଣ୍ଡରୁ ୨ ଅଭିଯୁକ୍ତ ଗିରଫ, ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନ କରିବା ପାଇଁ…

ସମ୍ବଲପୁର:ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ମୁକେଶ କୁମାର ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ପୋଲିସ…

ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ଗିରଫ;ଆୟ ବହିର୍ଭୂତ ସମ୍ପତ୍ତି ନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ

କଟକ:ଲାଞ୍ଚ ନେବା ଅଭିଯୋଗରେ ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ । ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ। ଅଫିସ ଗାଡ଼ିରେ ବିଲ ପାସ୍‌ ଟଙ୍କା ନେଇ ଘରକୁ ଯାଉଥିଲାବେଳେ ରାସ୍ତାରେ ଧରିଥିଲା…

ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ୭ଦିନ ଭିତରେ ସାରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ ଭାବେ ବ୍ୟବହାର ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।…

ସବଜେଲରେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ;ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପରିବାର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସବ ଜେଲରେ ଜଣେ ବିଚାରଧୀନ କଏଦୀ (UTP)ଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୃତକ ହେଉଛନ୍ତି ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ତାଙ୍କଲା ସାହିର ରୁନା ବଡ଼ ରଇତ(୩୧)। ଅଗଷ୍ଟ ୧୦ ତାରିଖରେ ଏକ ପୋସ୍କୋ କେସ ଅଭିଯୋଗରେ ରାୟଗଡ ପୋଲିସ…

Odisha e-detection system:ସ୍ୱୟଂଚାଳିତ ଭାବେ ଇ-ଚାଲାଣ କଟିବ;ରାସ୍ତାକୁ ବାହାରିବା ପୂର୍ବରୁ PUCC ଓ ବୀମା ଯାଞ୍ଚ…

ଭୁବନେଶ୍ବର:ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC)କିମ୍ବା ବୀମା ନଥିଲେ ଏବେ ଆଉ ବର୍ତ୍ତି ପାରିବେ ନାହିଁ । ରାଜ୍ୟରେ ସେପ୍ଟେମ୍ବର ୧ ରୁ ଇ-ଡିଟେକ୍ସନ୍ ସିଷ୍ଟମ୍ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC), ଫିଟନେସ୍, ରୋଡ୍ ଟ୍ୟାକ୍ସ ଏବଂ ବୈଧ ବୀମା…

Building collapses in Delhi: ଭୁଶୁଡ଼ିଲା କୋଠା; ଅନେକ ଫସିଥିବା ଆଶଙ୍କା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅନ୍ତର୍ଗତ ସତ୍ୟ ନିକେତନ ଅଞ୍ଚଳରୁ ଏକ ବଡ଼ ଧରଣର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସେଠାରେ ହଠାତ୍ ଏକ  ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସତ୍ୟ ନିକେତନ…

ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କଠାରୁ ଅଟଳ ବିହାରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ନାଗରମଲ୍ଲ ବାଜୋରିଆ ଆଉ…

ପାଟନା: ଭାରତୀୟ ନିର୍ବାଚନ ଇତିହାସରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ପ୍ରସିଦ୍ଧ ବ୍ୟକ୍ତିତ୍ୱ ନାଗରମଲ୍ଲ ବାଜୋରିଆ, ଯିଏ 'ଧର୍ତିପକଡ଼' ଭାବରେ ସାରା ଦେଶରେ ପରିଚିତ ଥିଲେ, ୯୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ବିହାରର ଭାଗଲପୁର ନିବାସୀ ଏହି ବ୍ୟବସାୟୀ ଜଣେ କିମ୍ବଦନ୍ତୀ ନିର୍ବାଚନ…

ଇଣ୍ଡୋନେସିଆରେ ଜ୍ୱାଲାମୁଖୀ ବିସ୍ଫୋରଣର କାୟା: ଆକାଶରେ ୫୦ ହଜାର ଫୁଟ ପର୍ଯ୍ୟନ୍ତ ଛାଇଗଲା କଳା ପାଉଁଶର ମେଘ

ଜାକର୍ତ୍ତା: ପ୍ରକୃତିର ରୌଦ୍ରରୂପ ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ । ଦେଶର ଜାଭା ଏବଂ ସୁମାତ୍ରା ଦ୍ୱୀପପୁଞ୍ଜ ମଧ୍ୟରେ ଅବସ୍ଥିତ ପ୍ରସିଦ୍ଧ ‘ଅନାକ କ୍ରାକାଟୋଆ’ ଜ୍ୱାଲାମୁଖୀରେ ଏକ ଭୀଷଣ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପରେ ଆକାଶରେ ପ୍ରାୟ ୫୦ ହଜାର ଫୁଟ (୧୫ କିଲୋମିଟର) ଉଚ୍ଚତା…