Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Sijimali Issue:‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ

ଭୁବନେଶ୍ବର:ରାୟଗଡ଼ା ସିଜିମାଳି ପ୍ରସଙ୍ଗରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି ସାଂସଦ ସସ୍ମିତ ପାତ୍ର । ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ ପ୍ରତିବାଦ କରୁଥିବା ଆଦିବାସୀ ଭାଇଭଉଣୀଙ୍କ ବିରୁଦ୍ଧରେ ପୋଲିସ ଅବାଧ କାର୍ଯ୍ୟାନୁଷ୍ଠାନ…

Washington Agrees Iran condition: ଇରାନକୁ ବଡ଼ ସଫଳତା, ଫ୍ରିଜ୍ କରିଥିବା ସମ୍ପତ୍ତି ଫ୍ରୀ କରିବ ଆମେରିକା!

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ଆଜି ଇସଲାମାବାଦରେ ଯୁଦ୍ଧବିରତି ଆଲୋଚନା କରିବାକୁ ଯାଉଛନ୍ତି। ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ହୋଇସାରିଛି। ଆଲୋଚନା ସମ୍ପର୍କରେ ସକାରାତ୍ମକତା ରହିଛି, କିନ୍ତୁ ଇରାନ କହିଛି ଯେ ସେ ଆମେରିକାକୁ ବିଶ୍ୱାସ କରିପାରିବ ନାହିଁ। ସେପଟେ ରାଷ୍ଟ୍ରପତି…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO ସୌଭାଗ୍ୟ

ଭଦ୍ରକ: ଚାନ୍ଦବାଲି ଅଫିସ୍‌ରେ ଟଳିପଡ଼ିଲେ ଭଦ୍ରକ DFO ସୌଭାଗ୍ୟ କୁମାର ସାହୁ । କାର୍ଯ୍ୟରତ ବେଳେ ହଠାତ୍ ଟଳିପଡ଼ିଲେ ଡ଼ିଏଫଓ ସୌଭାଗ୍ୟ । ଚାନ୍ଦବାଲିରେ କାର୍ଯ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ରଞ୍ଜନ ସାହୁଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ…

ବଙ୍ଗଳାରେ ଜମୁଛି ମୋଦିଙ୍କ ରାଲି: କହିଲେ ଆରମ୍ଭ ହେବାକୁ ଯାଉଛି ‘ବଡ଼ ଖେଳ’

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି। ଆଜି ପ୍ରଧାନମନ୍ତ୍ରୀ ମୋଦି କଟୱାରୁ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ବଙ୍ଗଳାର ମନୋଭାବ ବର୍ଣ୍ଣନା କରାଯାଇଛି। ତାଙ୍କ ପଛରେ ଥିବା ଭିଡ଼କୁ ଇଙ୍ଗିତ କରି ସେ କହିଛନ୍ତି, "ମୋର ପ୍ରିୟ ଦେଶବାସୀ, ଆପଣମାନେ ବଙ୍ଗଳାର…

ବିଗ୍ ବି’ଙ୍କ ରହସ୍ୟମୟ ମେସେଜ୍: ସୋସିଆଲ ମିଡିଆରେ ହଟଚମଟ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ, ବରଂ ତାଙ୍କର ଅନୋଖା ଅନ୍ଦାଜ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ଏଭଳି କିଛି ଲେଖିଛନ୍ତି, ଯାହାକୁ ନେଇ ଏବେ ସାରା ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ମାତ୍ର ଦୁଇଟି…

୫୦ ବର୍ଷ ପରେ ଚନ୍ଦ୍ର ପରିକ୍ରମା କରି ପୃଥିବୀକୁ ଫେରିଲେ ମହାକାଶଚାରୀ

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା: ୫୦ ବର୍ଷ ପରେ ଚନ୍ଦ୍ର ପରିକ୍ରମା କରି ପୃଥିବୀକୁ ଫେରିଲେ ମହାକାଶଚାରୀ। ଆର୍ଟେମିସ୍‌-୨ ମିଶନ ସଫଳ: ପ୍ରଶାନ୍ତ ମହାସାଗରରେ ଓରିଅନ୍ କ୍ୟାପସୁଲ୍‌ର ସୁରକ୍ଷିତ ଲ୍ୟାଣ୍ଡିଂ । ଭାଙ୍ଗିଲା ସବୁ ରେକର୍ଡ: ପୃଥିବୀଠାରୁ ୪ ଲକ୍ଷ କିଲୋମିଟର ଦୂରକୁ ଯାଇ ନୂଆ…

Modi-Rahul’s Conversation: ମୋଦୀ-ରାହୁଲଙ୍କ କଥାବାର୍ତ୍ତାକୁ ନେଇ ସାରା ଦେଶରେ ଚର୍ଚ୍ଚା

ନୂଆଦିଲ୍ଲୀ: ରାଜନୀତିର ରଣକ୍ଷେତ୍ରରେ ପରସ୍ପରକୁ କଡ଼ା ସମାଲୋଚନା କରୁଥିବା ଦୁଇ ବଡ଼ ନେତାଙ୍କୁ ଆଜି ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ସଂସଦ ପରିସରରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ…

ଇସ୍ରାଏଲ୍‌ର ୩୫୦୦ ବର୍ଷର ଇତିହାସ

ଜେରୁସେଲମ: ବିଶ୍ୱ ମାନଚିତ୍ରରେ ଏକ କ୍ଷୁଦ୍ର ବିନ୍ଦୁ ସଦୃଶ ଦେଖାଯାଉଥିବା ଦେଶ 'ଇସ୍ରାଏଲ୍‌' । ଯାହାର କ୍ଷେତ୍ରଫଳ ହୁଏତ ଛୋଟ ହୋଇପାରେ, କିନ୍ତୁ ଏହାର ଇତିହାସ ହଜାର ହଜାର ବର୍ଷର ସଂଘର୍ଷ, ରକ୍ତପାତ ଏବଂ ପୁନର୍ଜନ୍ମର ଏକ ଜ୍ୱଳନ୍ତ ଉଦାହରଣ। କେମିତି ହଜାର ହଜାର ବର୍ଷ ଧରି ନିଜ ଭିଟାମାଟିରୁ…

ପାକିସ୍ତାନରେ ହାଇ-ଲେଭଲ୍ ଡିପ୍ଲୋମାସି: ଶାନ୍ତି ଫେରିବ ନା ବଢ଼ିବ ବିବାଦ ?

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଶକ୍ତ ଚେତାବନୀ ଦେଇଛନ୍ତି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’କୁ ନେଇ ଟ୍ରମ୍ପ କହିଛନ୍ତି…

ପାକିସ୍ତାନ ଲିଙ୍କରେ ଭୁବନେଶ୍ୱରରୁ ସନ୍ଦିଗ୍ଧକୁ ଉଠାଇ ନେଇଛି ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପାକିସ୍ତାନ ଲିଙ୍କରେ ସନ୍ଦିଗ୍ଧକୁ ଉଠାଇ ନେଇଛି ପୋଲିସ । ୟୁନିଟ୍ ୬ ଅଞ୍ଚଳରୁ ଜଣେ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୁଲିସ ଗିରଫ କରିଛି । ଯୁବକ ଜଣକଙ୍କ ପରିଚୟ ଇମ୍ରାନ ବୋଲି ଜଣାପଡିଛି । ଇମ୍ରାନ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧୀ ପ୍ରଚାର…