Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମନ୍ଥର ହେଉଛି ଗଭୀର ଅବପାତର ବେଗ…

ଭୁବନେଶ୍ୱର: ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ ଓଡ଼ିଶା ଉପରେ ସୃଷ୍ଟ 'ଗଭୀର ଅବପାତ' (Deep Depression) ଗୁରୁବାର ଦିନ ଶେଷ ଛଅ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ପ୍ରାୟତଃ ସ୍ଥିର ଅବସ୍ଥାରେ ରହିଥିଲା।…

ଭାରତୀୟ ଅର୍ଥନୀତି ବଡ଼ ବିପଦ: ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ

ନୂଆଦିଲ୍ଲୀ: ମୁମ୍ବାଇରେ ଆୟୋଜିତ ହୋଇଯାଇଛି SBI ବ୍ୟାଙ୍କିଂ ଏବଂ ଅର୍ଥନୀତି ସମ୍ମିଳନୀ। ଏହି ସମ୍ମିଳନୀ ବହୁ ବଡ଼ ବଡ଼ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ଯୋଗ ଦେଇ ସମ୍ବୋଧିତ କରିଛନ୍ତି। ଆଉ ଭାରରତ ଅର୍ଥନୀତିକୁ…

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ; ୪ଟା ଯାଏଁ ଗୃହକୁ ମୁଲତବୀ କଲେ ଉପବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଚାଲିଥିବା ମୌସୁମୀ ଅଧିବେଶନର ତୃତୀୟ ଦିନରେ MMDR ଆଇନ୍ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଦସ୍ୟଙ୍କ ତୀବ୍ର ବିରୋଧ ଯୋଗୁଁ ଗୃହର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ସକାଳ ଅଧିବେଶନ ପାଇଁ ଗୃହ ଆରମ୍ଭ ହେବା ମାତ୍ରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି…

ଏମ୍ସରେ ବାଚସ୍ପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ…

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 'ଏକ୍ସ'ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି: "ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା…

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା; ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ…

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ 'ଗଭୀର ଅବପାତ' ଗତକାଲି ରାତିରେ ଗୋପାଳପୁର ଓ କଳିଙ୍ଗପାଟନମ୍ ମଧ୍ୟରେ ଉପକୂଳ ଅତିକ୍ରମ କରିଛି। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଜୋରଦାର ପବନ ବହିଛି। ଗଭୀର ଅବପାତ…

ଟିମ୍ ଇଣ୍ଡିଆକୁ ପ୍ରଶଂସାରେ ପୋତିଲେ ପାକିସ୍ତାନ କ୍ରିକେଟ୍ ଟିମର ମୁଖ୍ୟ କୋଚ୍

କରାଚୀ: ଏସିଆନ୍ ଗେମ୍ସ ର ପୁରୁଷ କ୍ରିକେଟ୍ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳର ମୁଖ୍ୟ କୋଚ୍ ମାଇକ୍ ହେସନ୍ ଭାରତୀୟ କ୍ରିକେଟ୍ ଦଳର ଭୂୟସୀ ପ୍ରଶଂସା କରିଛନ୍ତି। ବିଶ୍ବ କ୍ରିକେଟ୍‌ରେ ଭାରତୀୟ ଦଳର ଦବ୍‌ଦବାକୁ ସ୍ବୀକାର କରି ପାକ କୋଚ୍ କହିଛନ୍ତି ଯେ, ସୀମିତ ଓଭର କ୍ରିକେଟ୍‌ରେ ବର୍ତ୍ତମାନ…

ଯମୁନା ଏକ୍ସପ୍ରେସୱେରେ ଅଗ୍ନିକାଣ୍ଡ; ବସରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ବିମାନବନ୍ଦର ଇଣ୍ଟରଚେଞ୍ଜ ନିକଟରେ ୩୫ କିଲୋମିଟର ମାଇଲଖୁଣ୍ଟରେ ଯମୁନା ଏକ୍ସପ୍ରେସୱେରେ ଏକ ଡବଲ୍-ଡେକର ସ୍ଲିପର୍ ବସ୍ ନିଆଁ ଲାଗିଯାଇଥିଲା। ଫଳରେ ବସ୍ ଭିତରେ ପ୍ରାୟ ନଅ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ…

ରାଜଧାନୀରେ ଚାଞ୍ଚଲ୍ୟ; ପତ୍ନୀଙ୍କୁ ତାୱାରେ ପିଟିପିଟି ମାରିଦେଲା ସ୍ୱାମୀ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ସ୍ଥିତ ଏକ ଘରେ ବୁଧବାର ସନ୍ଧ୍ୟାରେ ଘରୋଇ କଳହରୁ ହତ୍ୟାକାଣ୍ଡ ଘଟିଛି। ଜଣେ ୩୨ ବର୍ଷୀୟ ବ୍ୟକ୍ତି ନିଜର ୨୬ ବର୍ଷୀୟା ପତ୍ନୀଙ୍କୁ ଏକ 'ତାୱା'ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିଚୟ…

କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ

ଭୁବନେଶ୍ୱର: ବୁଧବାର ରାତିରେ ଏହି ଗଭୀର ଅବପାତ ଶ୍ରୀକାକୁଲମ୍ ଓ ବିଜୟନଗରମ୍ ମଧ୍ୟରେ ଥିବା କଳିଙ୍ଗପଟ୍ଟନମ୍ ନିକଟ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ଏହା ଫଳରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୫-୬୫ କିଲୋମିଟର ବେଗରେ ପବନ…

Ganja Packed in Pickle Cans:ଆଚାର ଡବା ଭିତରେ ଗଞ୍ଜେଇ ଚାଲାଣ;୨ ଗିରଫ

ବଲାଙ୍ଗୀର:ନୂଆ ଫଣ୍ଡାରେ ଗଞ୍ଜେଇ ଚାଲାଣ । ଆଚାର ଡବାରେ ଗଞ୍ଜେଇ ପ୍ୟାକିଂ କରି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ସହରର ଉଦୟନଗର ପଡ଼ାରୁ ଏଭଳି ଏକ ଘଟଣା ସମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ଭଡ଼ା ଘରେ ଏହି କାରବାର ଚାଲିଥିବା ନେଇ ବଲାଙ୍ଗୀର ଟାଉନ ପୋଲିସ ଖବର ପାଇଥିଲା। ଏହି…