Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇରାନକୁ ପୁଣି ଧମକାଇଲା ଆମେରିକା, ପରମାଣୁ ବମ୍ପର ଉପରେ ଆକ୍ରମଣ କରିବା ନେଇ ଟ୍ରମ୍ପଙ୍କ ଚେତାବନୀ

ୱାଶିଂଟନ: ପୁଣି ତେଜିଲା ଆମେରିକା-ଇରାନ ଯୁଦ୍ଧ। ଇରାନକୁ ପୁଣି ଧମକାଇଲେ ଟ୍ରମ୍ପ। ଇରାନର ପରମାଣୁ ବମ୍ପର ଉପରେ ଆକ୍ରମଣ କରିବା ନେଇ ଟ୍ରମ୍ପ ଦେଲେ ଚେତାବନୀ। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନ୍ୟଙ୍କ ମୁତୟନ ୨୦୨୭ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ୱାଲ୍…

ଟ୍ରକ୍‌କୁ ପିଟିଲା କାର୍: ୮ ଛାତ୍ର ମୃତ

ଥ୍ରିସୁର: କେରଳର ଥ୍ରିସୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏନ୍ଏଚ୍‌ରେ ପାର୍କିଂ ହୋଇଥିବା ଟ୍ରକ୍‌କୁ ପିଟିଲା କାର୍। ଏହି ଦୁର୍ଘଟଣାରେ ପଡ଼ୋଶୀ ତାମିଲନାଡୁର ୮ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ପୋଲିସ ଶନିବାର କହିଛି। ଥ୍ରିସୁର ନିକଟବର୍ତ୍ତୀ କାଇପାମଙ୍ଗଲମର…

ଇନଷ୍ଟାଗ୍ରାମରେ ଫଡ଼ନାଭିସ ଓ ସିନ୍ଦେଙ୍କୁ ପଛରେ ପକାଇଲେ ଆଇଏଏସ ତୁକାରାମ ମୁଣ୍ଡେ

ମୁମ୍ବାଇ: ମହାରାଷ୍ଟ୍ରର କଡ଼ା ପ୍ରଶାସନିକ କାର୍ଯ୍ୟଶୈଳୀ ପାଇଁ ଜଣାଶୁଣା ବରିଷ୍ଠ ଆଇଏଏସ ଅଫିସର ତୁକାରାମ ମୁଣ୍ଡେ ଏବେ ସୋସିଆଲ ମିଡିଆରେ ବଡ଼ ଧମାକା କରିଛନ୍ତି। ନିଜର ଦୃଢ଼ ନିଷ୍ପତ୍ତି ଓ ନିଷ୍ଠାପର କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ମୁଣ୍ଡେ, ଇନଷ୍ଟାଗ୍ରାମ ଲୋକପ୍ରିୟତା ଓ ଏଙ୍ଗେଜମେଣ୍ଟ…

ଆର୍ଥିକ ଅନଟନ ଆଉ ହେବନି ବାଧକ: ନବମରୁ ଆରମ୍ଭ କରି ବିଦେଶରେ ପାଠ ପଢ଼ିବା ପାଇଁ ଏସବିଆଇ ଦେଉଛି ସ୍କଲାରସିପ୍

ନୂଆଦିଲ୍ଲୀ: ଆର୍ଥିକ ଅନଟନ କାରଣରୁ ଯେପରି କୌଣସି ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ନବନ୍ଧା ହୁଏ, ସେଥିପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏସବିଆଇ ଫାଉଣ୍ଡେସନ୍ ପକ୍ଷରୁ ବର୍ତ୍ତମାନ 'ଏସବିଆଇ ପ୍ଲାଟିନମ୍ ଜୁବଲି ଆଶା ସ୍କଲାରସିପ୍…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର; ଜଣେ ଆତଙ୍କବାଦୀ ନିହତ, ଚାଲିଛି ସର୍ଚ୍ଚ ଅପରେସନ

ଶ୍ରୀନଗର: ଭାରତୀୟ ସେନାକୁ ବଡ଼ ସଫଳତା। ଜମ୍ମୁ-କଶ୍ମୀରର ବଡଗାମରେ ଅପରେସନ ଆଶଦରର ଅଂଶ ଭାବରେ ଭାରତୀୟ ସେନାଙ୍କ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛି। ସେନା ଅଧିକାରୀମାନେ କହିଛନ୍ତି ଯେ ଏହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ସମୟରେ AK ରାଇଫଲ୍ ଏବଂ ଅନ୍ୟାନ୍ୟ ଯୁଦ୍ଧ ଉପକରଣ ଉଦ୍ଧାର…

ଆଖିର ରଙ୍ଗ ପରିବର୍ତ୍ତନ ହୋଇପାରେ କି? ଏହା ପଛରେ ଥିବା ବିଜ୍ଞାନ ଜାଣନ୍ତୁ..

ନୂଆଦିଲ୍ଲୀ: ମଣିଷ ଆଖିର ରଙ୍ଗ କ’ଣ ସମୟ ସହିତ ପ୍ରକୃତରେ ପରିବର୍ତ୍ତନ ହୋଇପାରେ, ନା ଏହା କେବଳ କିଛି ପରିସ୍ଥିତିରେ ଭିନ୍ନ ଦେଖାଯାଏ? ଆଖିର ରଙ୍ଗ ମୁଖ୍ୟତଃ ଜେନେଟିକ୍ସ ଏବଂ ଆଇରିସରେ ମେଲାନିନର ପରିମାଣ ଦ୍ୱାରା ନିର୍ଣ୍ଣୟ କରାଯାଏ। ଯଦିଓ ଜଣେ ବ୍ୟକ୍ତିଙ୍କର ପ୍ରାଥମିକ ଆଖିର ରଙ୍ଗ ସାଧାରଣତଃ…

ଟଙ୍କାକୁ ଡଲାର ସହ ତୁଳନା କରଯାଏ, ଅନ୍ୟ କୌଣସି ମୁଦ୍ରା ସହ କାହିଁକି ନୁହେଁ?

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରା ବଜାରରେ ସମ୍ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇଛି। ଦୁଇ ମାସ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଏହାର ସବୁଠାରୁ ଶକ୍ତିଶାଳୀ ସ୍ତରରେ ପହଞ୍ଚିଛି। ପ୍ରାରମ୍ଭିକ ବାଣିଜ୍ୟ ଅଧିବେଶନରେ ଟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ…

ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ମିଥୁନ ଚକ୍ରବର୍ତ୍ତୀ, କହି ଦେଲେ ଏମିତି କଥା…

କୋଲକାତା: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ। ସେ ପ୍ରଶ୍ନ କରିଥିଲେ ଯେ ତାଙ୍କ ଉପରେ ଅତ୍ୟାଚାର…

ଗଞ୍ଜେଇ ବେପାରୀଙ୍କ ଘରେ ଟଙ୍କାର ପାହାଡ଼, ଚଢ଼ାଉ ବେଳେ ଭଡ଼ା ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ପୁରୀ: ଭଡ଼ା ଘରୁ ଜବତ ହେଲା ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ। ଗଞ୍ଜେଇ ବେପାରୀଙ୍କ ଘରେ ଟଙ୍କାର ପାହାଡ଼। ଚଢ଼ାଉ ବେଳେ ଭଡ଼ା ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ସହ ଏକ କ୍ୱିଣ୍ଟାଲ ଗଞ୍ଜେଇ। ପୁରୀ ଜିଲ୍ଲା ଗୋପାଳପୁର ଗାଁରେ ପେଣ୍ଠକଟା ପୋଲିସର ଚଢ଼ାଉ ବେଳେ ଏହି ବଡ଼ ଧରଣର ଜବତ…

ପାସିଂ ଆଉଟ୍ ପରେଡ୍‌ରେ ନୂଆ ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ‘ଦୁର୍ନୀତି କଲେ ହେବ ଦୃଢ଼…

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ସାମିଲ ହୋଇଛନ୍ତି ଆଉ ୩୩୬ ଜଣ ନୂଆ ସବ୍-ଇନ୍ସପେକ୍ଟର (ଏସ୍‌ଆଇ) । ଆଜି ଅନୁଷ୍ଠିତ ଏକ ଭବ୍ୟ ପାସିଂ ଆଉଟ୍ ପରେଡ୍ ଉତ୍ସବରେ ଏହି ନବନିଯୁକ୍ତ ଏସ୍‌ଆଇମାନେ ଦେଶ ତଥା ରାଜ୍ୟ ସେବା ପାଇଁ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ…