Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Hormuz minesweeping: ହୋର୍ମୁଜ୍ ପ୍ରଣାଳୀରେ ଲ୍ୟାଣ୍ଡମାଇନ୍; ଜାପାନ କହିଲା – ଆମେ ସେଗୁଡ଼ିକୁ ହଟାଇବାକୁ…

ନୂଆଦିଲ୍ଲୀ: ଜାପାନ କହିଛି ଯେ ଯଦି ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯୁଦ୍ଧବିରାମ ହୁଏ, ତେବେ ସେ ହୋର୍ମୁଜ ପ୍ରଣାଳୀରେ ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ହଟାଇବାକୁ ନିଜର ସେନା ପଠାଇବା ବିଷୟରେ ବିଚାର କରିପାରେ। ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋଟେଗିଙ୍କ ଅନୁଯାୟୀ, ଯଦି…

ଓଡ଼ିଶା ଜନତା କଂଗ୍ରେସର ମହାମିଶ୍ରଣ;ମୋକିମ୍ କହିଲେ-ବିରୋଧୀ ଦଳ ଭାବେ ସାମ୍ନାକୁ ଆସିବ

ଯାଜପୁର:ଯାଜପୁର ଜିଲ୍ଲା ଧର୍ମଶାଳା ଭବନ ପରିସରରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ । ନୂଆ କରି ଓଡ଼ିଶା ଜନତା କଂଗ୍ରେସ ନୂଆ ଦଳ ଗଢିଥିବା ମହମ୍ମଦ ମୋକିମ୍‌ଙ୍କ ଏହି ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ବହୁ…

ULFA (I) Militants Attack: ଉଲଫା ଆତଙ୍କବାଦୀ ସଂଗଠନର ଆକ୍ରମଣରେ ଚାରି ପୋଲିସ ଆହତ

ନୂଆଦିଲ୍ଲୀ:ରବିବାର ଭୋର ସମୟରେ ଆସାମର ତିନସୁକିଆ ଜିଲ୍ଲାରେ ପୋଲିସ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ଚାରି ଜଣ ପୋଲିସ ଆହତ ହୋଇଛନ୍ତି। ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଜାଗୁନ ଅଞ୍ଚଳରେ ଘଟିଥିଲା। ଆସାମ ପୋଲିସର ସୂଚନା ଅନୁଯାୟୀ, ଏହି ଆକ୍ରମଣ ପଛରେ ଉଗ୍ରବାଦୀ ଗୋଷ୍ଠୀ ଉଲଫା (ଆଇ)ର ହାତ…

‘ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି’

ଭୁବନେଶ୍ବର: ଗତ ୧୬ ତାରିଖରେ ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ ସମୟରେ ବିଜେଡିର ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ଯାହାକୁ ନେଇ ସେମାନଙ୍କ ବିରୁଦ୍ଧରେ କଡା ଆକ୍ସନ ନେଇଛି ଦଳ । ସମସ୍ତ ୬ ଜଣଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି…

ପାକିସ୍ତାନ ସମର୍ଥିତ ଚୋରା ଚାଲାଣ ମଡ୍ୟୁଲର ପର୍ଦ୍ଦାଫାଶ, ୩ ଜଣ ମାଷ୍ଟରମାଇଣ୍ଡ ଗିରଫ

ଚଣ୍ଡିଗଡ଼: ପଞ୍ଜାବ ପୋଲିସର ନାରକୋଟିକ୍ସ ନିରୋଧୀ ଟାସ୍କ ଫୋର୍ସ (ଏଏନ୍ଟିଏଫ୍) ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସହିତ ମିଳିତ ଅଭିଯାନରେ ପାକିସ୍ତାନ ସମର୍ଥିତ ଏକ ଚୋରା ଚାଲାଣ ମଡ୍ୟୁଲ୍‌କୁ ଠାବ କରିଛି । ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଗୌରବ ଯାଦବ ରବିବାର କହିଛନ୍ତି ଯେ, ଏହି…

ଆଗାମୀ ଦିନରେ ରାଜ୍ୟରେ ନିଲାମ କରାଯିବ ୩୪ଟି ଖଣି…

ଭୁବନେଶ୍ବର: ଓଡ଼ିଶାର ୩୪ଟି ଖଣି ନିଲାମ ହେବ । ରାଜ୍ୟ ସରକାର ରାଜ୍ୟରେ ଥିବା ୨୫ଟି ଓ କେନ୍ଦ୍ର ସରକାର ୯ଟି ଖଣି ନିଲାମ କରିବେ । ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ । ଏହି ଖଣିଗୁଡ଼ିକ ମାଲାକାନଗିରି,…

କଳାବାଘ ଛାଲ ଡିଲ ବେଳେ ବନବଭାଗ ଚଢାଉ; ୨ ଅଟକ

ବାରିପଦା: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ମାଡି ବସିଲା ବନ ବିଭାଗ । ଘଟଣାରେ ୨ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ବନବିଭାଗ । ଘଟଣାସ୍ଥଳରୁ ଏକ କଳାବାଘର ଚମଡ଼ା ଜବତ କରାଯାଇଛି । ଘଟଣାରେ ଅଧିକ ଲୋକ ସମ୍ପୃକ୍ତ ଥିବା ସନ୍ଦେହରେ ଛାନଭିନ…

Saudi Arabia expels: ସାଉଦି ଆରବର ବଡ ଆକ୍ସନ; ଇରାନୀ କୂଟନୀତିଜ୍ଞମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଫେବୃଆରୀ ୨୮ତାରିଖରୁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସଂଘର୍ଷ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ଏହି ସମୟରେ ସାଉଦି ଆରବ ଇରାନ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସାଉଦି ଆରବ ଇରାନୀ କୂଟନୀତିଜ୍ଞମାନଙ୍କୁ…

Sikkim earthquake: ଭୂକମ୍ପ ଝଟକାରେ ଥରିଲା ସିକ୍କିମ; ରିକ୍ଟର ସ୍କେଲରେ ତିବ୍ରତା…

ଗ୍ୟାଙ୍ଗଟକ୍: ଭୂକମ୍ପ ଝଟକାରେ ପୁଣି ଥରିଲା ସିକ୍କିମ ରାଜ୍ୟ । ସିକିମରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିବାବେଳେ, ପୁଣି ଭୂକମ୍ପ ଅନୁଭୁତ ହୋଇଛି । ମାଙ୍ଗାନ ଜିଲ୍ଲାରେ ଭୂକମ୍ପର କେନ୍ଦ୍ରସ୍ଥଳ ୧୪ କିଲୋମିଟର ଗଭୀରତା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ…

Military Helicopter Crashed: ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୬ ମୃତ

ନୂଆଦିଲ୍ଲୀ: କତାରର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ପାରସ୍ୟ ଉପସାଗରର ଦେଶର ଜଳସୀମାରେ ଏହି ଦୁର୍ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଖୋଜ ଥିବା କାତାରର ଗୃହ ମନ୍ତ୍ରଣାଳୟ କହିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିଥିବା…