Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହରିୟାଣା ମାଟିରୁ ୟୁପି ନିର୍ବାଚନ ନେଇ ଅଖିଳେଶଙ୍କ ବଡ଼ ରାଜନୈତିକ ଘୋଷଣା

ନୂଆଦିଲ୍ଲୀ: ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶରେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହି ସମୟରେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର (୧୯ ଏପ୍ରିଲ) କହିଛନ୍ତି ଯେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପରେ ତାଙ୍କ ଦଳ ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିବ।…

ମୋଦିଙ୍କ ‘ଝାଲମୁଢ଼ି’ ଯୋଗୁଁ ସିଏମ ସୋରେନଙ୍କୁ ଝାଡ଼ଖଣ୍ଡ ଫେରିବାକୁ ପଡିଲା: ଦିଦି

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୧୯ ଏପ୍ରିଲ) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଝାରଗ୍ରାମ ପହଞ୍ଚିଥିଲେ। ତାଙ୍କ ଗସ୍ତ ସମୟରେ ସେ ହଠାତ୍ ରାସ୍ତା କଡ଼ରେ ଥିବା ଏକ ଝାଲମୁଢ଼ି ଦୋକାନରେ ଅଟକିଗଲେ। ସେ ସେଠାରେ “ଝାଲମୁଢି” ଖାଇଲେ। ଏହି ଫଟୋ ଏବଂ ଭିଡିଓ ଏବେ…

ହର୍ମୁଜରେ ଉତ୍ତେଜନା ବୃଦ୍ଧି; ଫେରି ଆସିଲା ୨ଟି ଭାରତୀୟ ଟ୍ୟାଙ୍କର

ନୂଆଦିଲ୍ଲୀ: ହର୍ମୁଜରେ ବୃଦ୍ଧି ପାଉଛି ଉତ୍ତେଜନା । ଇରାନର କାର୍ଯ୍ୟାନୁଷ୍ଠାନ କାରଣରୁ ଭାରତୀୟ ଜାହାଜଗୁଡ଼ିକୁ ଫେରିଆସିବାକୁ ପ଼ଡିଛି । ଭାଗ୍ୟଲକ୍ଷ୍ମୀ ସମେତ ୨ ଭାରତୀୟ ଟ୍ୟାଙ୍କରକୁ ଆଗକୁ ବଢ଼ିବାରୁ ବାରଣ କରିଥିଲା ଇରାନ । ଫଳରେ ଭାରତୀୟ ଟ୍ୟାଙ୍କର ସେଠାରୁ ଫେରିଆସିଛି ବୋଲି ଜଣାପଡ଼ିଛି…

Earthquake In Japan:ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ; ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ:ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପରେ ସୁନାମି ପାଇଁ ଚେତାବନୀ ଜାରି କରାଯାଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ସୈନରିକୁ ଉପକୂଳରୁ ପ୍ରାୟ ଶହେ କିଲୋମିଟର ଦୂରରେ ଅବସ୍ଥିତ ଥିଲା। ଭୂମିକମ୍ପର ଗଭୀରତା ଦଶ…

ମହିଳା ସଂରକ୍ଷଣ ବିଲ୍‌ ଆଳରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବିଜେପି: କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭାରେ ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ନହେବା ପରେ, ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ବିଜେପି ଏହି ପ୍ରସଙ୍ଗକୁ ଜନସାଧାରଣଙ୍କ ନିକଟକୁ ନେବାକୁ ନିଷ୍ପତ୍ତି ନେଇଛି। ଅନ୍ୟପଟେ ବିଲ୍ ବିଫଳତାରେ ଉତ୍ସାହିତ…

ପ୍ରଧାନମନ୍ତ୍ରୀ ମୋଦି-ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସାକ୍ଷାତ, ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉପରେ…

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଜାତୀୟ ରାଜଧାନୀରେ ଲି ଜେ-ମ୍ୟୁଙ୍ଗଙ୍କୁ ଭବ୍ୟ…

ଚାଷୀଙ୍କ ପାଇଁ ଖୁସିର ଖବର; ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସିର ଖବର ଆଜି ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସର‌ରେ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ପ୍ରାୟ ୮୩୮…

ଆସୁଛନ୍ତି ରାଷ୍ଟ୍ରପତି, ନୋ ଫ୍ଲାଇଙ୍ଗ ଜୋନ୍ ହେଲା ଝାରସୁଗୁଡ଼ା

ଝାରସୁଗୁଡ଼ା: ରାଷ୍ଟ୍ରପତିଙ୍କ ଆଗାମୀ ଝାରସୁଗୁଡ଼ା ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଆସନ୍ତା ୨୧.୦୪.୨୦୨୬ ରିଖକୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଅଞ୍ଚଳକୁ “ନୋ ଡ୍ରୋନ୍ ଜୋନ୍/ନୋ ଫ୍ଲାଇଙ୍ଗ୍…

ଜନଗଣନା କରିବାକୁ ଯାଇ ନିଖୋଜ ଶିକ୍ଷୟିତ୍ରୀ

ବାରିପଦା: ବାରିପଦାରେ ଜନଗଣନା କାର୍ଯ୍ୟରେ ନିୟୋଜିତ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଶନିବାରଠାରୁ ନିଖୋଜ ଥିବା ଅଭିଯୋଗ ହୋଇଛି। ଗତ ଆଠ ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଥିବା ୟୁଜି ସ୍କୁଲରେ କାର୍ଯ୍ୟରତ ଜ୍ୟୋତ୍ସ୍ନାରାଣୀ ସାହୁ ଜନଗଣନା ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ସକାଳ…

ଆଜି ଅକ୍ଷୟ ତୃତୀୟା; ହଳ ବୁଲାଇ ଧାନ ବୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ପାଳିତ ହୋଇଛି ଅକ୍ଷୟ ତୃତୀୟା ଉତ୍ସବ। ଏହି ପବିତ୍ର ଦିନରେ ଗାଁ ଠୁ ସହର ଉତ୍ସବମୁଖର ହୋଇଉଠିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧାନ ବୁଣି ହଳ ବୁଲାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି। କଟକ ବିଦ୍ୟାଧରପୁର ସ୍ଥିତ ସିଆରଆରଆଇ ଧାନ ଗବେଷଣା…