Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶେଷ ହେଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ, ଆସନ୍ତା ୧୩ରୁ ଆରମ୍ଭ ହେବ…

ପୁରୀ: ଶେଷ ହେଲା ଦ୍ବିତୀୟ ପର୍ଯ୍ୟାୟ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତି । ୪ ଦିନ ଧରି ଚାଲିଥିବା ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଶେଷ ହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ ସମସ୍ତ ରତ୍ନ ଅଳଙ୍କାର ମେଳକ କରାଗଲା । ୧୯୭୮ ତାଲିକା ଅନୁଯାୟୀ ଅଧିକ ଅଳଙ୍କାର ରହିଥିବା…

Hockey India Appoints Tim White: ଟିମ୍ ହ୍ୱାଇଟ୍ ଭାରତୀୟ ଜୁନିୟର ମହିଳା ହକି ଦଳର ନୂତନ କୋଚ୍ ;କହିଲେ- ଦେଶର…

ନୂଆଦିଲ୍ଲୀ: ଭାରତୀୟ ଜୁନିଅର ମହିଳା ହକି ଦଳର ମୁଖ୍ୟକୋଚ୍ ହେଲେ ଟିମ୍ ହ୍ୱାଇଟ୍ । ହକି ଇଣ୍ଡିଆ ଏହାର ଆନୁଷ୍ଠାନିକ ଘୋଷଣା କରିଛି। ଜାନୁଆରୀ ୨୦୨୬ରେ ହିରୋ ହକି ଇଣ୍ଡିଆ ଲିଗ୍ (Hero HIL)ରେ ଆକର୍ଡ ତାମିଲନାଡୁ ଡ୍ରାଗନ୍ସର(Accord Tamil Nadu Dragons) ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ…

ସିଜିମାଳି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ଭୁବନେଶ୍ୱର: ରାୟଗଡା ଜିଲ୍ଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଭାଇଭଉଣୀ ମାନଙ୍କ ଉପରେ ପ୍ରଶାସନର ଯେଉଁ ବର୍ବରୋଚିତ କାଣ୍ଡ ଘଟଣାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି । ଏହି ଘଟଣା ସମ୍ପୂର୍ଣ୍ଣ ଅମାନବୀୟ ବୋଲି ବର୍ଣ୍ଣନା କରିବା ସହିତ ଆଦିବାସୀ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଦେଶର…

ଅରଡେଇ ପୋଲ କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ – ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟାରେ କେନ୍ଦୁଝର ସଦର ଅନ୍ତର୍ଗତ ବୋଦାପାଳସା ଗ୍ରାମପଞ୍ଚାୟତ ପାଇଲା ନୂଆ ପରିଚୟ । ବହୁଦିନୁ ଏହି ଅଞ୍ଚଳ ସମେତ ଆଖପାଖ ପାଞ୍ଚଟି ପଞ୍ଚାୟତର ଲୋକଙ୍କ ଆଶା ଥିବା ଅରଡେଇ ନାଳ ଉପରେ ନିର୍ମାଣ ହୋଇଥିବା ପୋଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି…

Duplicate SLC: ଏହି ସମସ୍ତ କାରଣ ଥିଲେ ମିଳିବ ନକଲ ସ୍କୁଲ ଲିଭିଂ ସାର୍ଟିଫିକେଟ୍

ଭୁବନେଶ୍ବର: ସ୍କୁଲ ଲିଭିଂ ସାର୍ଟିଫିକେଟ୍ (ଏସ୍ଏଲ୍ସି) ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଛାତ୍ରଛାତ୍ରୀଙ୍କର ଏସ୍ଏଲ୍‌ସି ହଜିଥାଏ କିମ୍ବା ନଷ୍ଟ ହୋଇଥାଏ ତେବେ ତାଙ୍କୁ ନକଲ କପି ମିଳିବ । ଏଥିପାଇଁ ଉକ୍ତ ଛାତ୍ରଛାତ୍ରୀଙ୍କୁ ଯଥାର୍ଥତା…

ପୁରୀରେ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ନିର୍ବାଚନର ଉଷ୍ମତା…

ପୁରୀ: ପୁରୀ ସହରରେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିଛି । ସହର ସାରା ବଙ୍ଗୀୟ ଭାଷାରେ ପୋଷ୍ଟର ଛାଇ ଯାଇଛି । ସମୁଦ୍ରକୂଳ, ବସଷ୍ଟାଣ୍ଡ, ସମୁଦ୍ରକୂଳ ବଡଦାଣ୍ଡରେ ବିଜେପିର ପୋଷ୍ଟର ଲଗାଯାଇଛି । ଶ୍ରୀ ଜଗନ୍ନାଥ ଧାମ ଆପଣଙ୍କୁ ସ୍ୱାଗତ କରୁଛି ବୋଲି ପୋଷ୍ଟରରେ ଲେଖାଯାଇଛି ।…

ଓଡ଼ିଶାକୁ ସର୍ବାଧିକ ବିଶ୍ୱକର୍ମା ପୁରସ୍କାର; ପୂର୍ତ୍ତ ବିଭାଗ ୩, ଜଳସମ୍ପଦ ବିଭାଗ ୫ ଓ କ୍ରୀଡ଼ା ବିଭାଗର..

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ବି.ଆର୍‌. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ସି.ଆଇ.ଡି.ସି ଦ୍ୱାରା ଆୟୋଜିତ ୧୭ତମ ବିଶ୍ୱକର୍ମା ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆବେଦନ କରାଯାଇଥିବା ୧୦ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୭ଟି ପ୍ରକଳ୍ପକୁ ବିଭିନ୍ନ ବିଭାଗରେ…

Sijimali Issue:‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ

ଭୁବନେଶ୍ବର:ରାୟଗଡ଼ା ସିଜିମାଳି ପ୍ରସଙ୍ଗରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି ସାଂସଦ ସସ୍ମିତ ପାତ୍ର । ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ ପ୍ରତିବାଦ କରୁଥିବା ଆଦିବାସୀ ଭାଇଭଉଣୀଙ୍କ ବିରୁଦ୍ଧରେ ପୋଲିସ ଅବାଧ କାର୍ଯ୍ୟାନୁଷ୍ଠାନ…

Washington Agrees Iran condition: ଇରାନକୁ ବଡ଼ ସଫଳତା, ଫ୍ରିଜ୍ କରିଥିବା ସମ୍ପତ୍ତି ଫ୍ରୀ କରିବ ଆମେରିକା!

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ଆଜି ଇସଲାମାବାଦରେ ଯୁଦ୍ଧବିରତି ଆଲୋଚନା କରିବାକୁ ଯାଉଛନ୍ତି। ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ହୋଇସାରିଛି। ଆଲୋଚନା ସମ୍ପର୍କରେ ସକାରାତ୍ମକତା ରହିଛି, କିନ୍ତୁ ଇରାନ କହିଛି ଯେ ସେ ଆମେରିକାକୁ ବିଶ୍ୱାସ କରିପାରିବ ନାହିଁ। ସେପଟେ ରାଷ୍ଟ୍ରପତି…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO ସୌଭାଗ୍ୟ

ଭଦ୍ରକ: ଚାନ୍ଦବାଲି ଅଫିସ୍‌ରେ ଟଳିପଡ଼ିଲେ ଭଦ୍ରକ DFO ସୌଭାଗ୍ୟ କୁମାର ସାହୁ । କାର୍ଯ୍ୟରତ ବେଳେ ହଠାତ୍ ଟଳିପଡ଼ିଲେ ଡ଼ିଏଫଓ ସୌଭାଗ୍ୟ । ଚାନ୍ଦବାଲିରେ କାର୍ଯ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ରଞ୍ଜନ ସାହୁଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ…