Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଙ୍ଗଳାରେ ଜମୁଛି ମୋଦିଙ୍କ ରାଲି: କହିଲେ ଆରମ୍ଭ ହେବାକୁ ଯାଉଛି ‘ବଡ଼ ଖେଳ’

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି। ଆଜି ପ୍ରଧାନମନ୍ତ୍ରୀ ମୋଦି କଟୱାରୁ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ବଙ୍ଗଳାର ମନୋଭାବ ବର୍ଣ୍ଣନା କରାଯାଇଛି। ତାଙ୍କ ପଛରେ ଥିବା ଭିଡ଼କୁ ଇଙ୍ଗିତ କରି ସେ କହିଛନ୍ତି, "ମୋର ପ୍ରିୟ ଦେଶବାସୀ, ଆପଣମାନେ ବଙ୍ଗଳାର…

ବିଗ୍ ବି’ଙ୍କ ରହସ୍ୟମୟ ମେସେଜ୍: ସୋସିଆଲ ମିଡିଆରେ ହଟଚମଟ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ, ବରଂ ତାଙ୍କର ଅନୋଖା ଅନ୍ଦାଜ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ଏଭଳି କିଛି ଲେଖିଛନ୍ତି, ଯାହାକୁ ନେଇ ଏବେ ସାରା ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ମାତ୍ର ଦୁଇଟି…

୫୦ ବର୍ଷ ପରେ ଚନ୍ଦ୍ର ପରିକ୍ରମା କରି ପୃଥିବୀକୁ ଫେରିଲେ ମହାକାଶଚାରୀ

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା: ୫୦ ବର୍ଷ ପରେ ଚନ୍ଦ୍ର ପରିକ୍ରମା କରି ପୃଥିବୀକୁ ଫେରିଲେ ମହାକାଶଚାରୀ। ଆର୍ଟେମିସ୍‌-୨ ମିଶନ ସଫଳ: ପ୍ରଶାନ୍ତ ମହାସାଗରରେ ଓରିଅନ୍ କ୍ୟାପସୁଲ୍‌ର ସୁରକ୍ଷିତ ଲ୍ୟାଣ୍ଡିଂ । ଭାଙ୍ଗିଲା ସବୁ ରେକର୍ଡ: ପୃଥିବୀଠାରୁ ୪ ଲକ୍ଷ କିଲୋମିଟର ଦୂରକୁ ଯାଇ ନୂଆ…

Modi-Rahul’s Conversation: ମୋଦୀ-ରାହୁଲଙ୍କ କଥାବାର୍ତ୍ତାକୁ ନେଇ ସାରା ଦେଶରେ ଚର୍ଚ୍ଚା

ନୂଆଦିଲ୍ଲୀ: ରାଜନୀତିର ରଣକ୍ଷେତ୍ରରେ ପରସ୍ପରକୁ କଡ଼ା ସମାଲୋଚନା କରୁଥିବା ଦୁଇ ବଡ଼ ନେତାଙ୍କୁ ଆଜି ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ସଂସଦ ପରିସରରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ…

ଇସ୍ରାଏଲ୍‌ର ୩୫୦୦ ବର୍ଷର ଇତିହାସ

ଜେରୁସେଲମ: ବିଶ୍ୱ ମାନଚିତ୍ରରେ ଏକ କ୍ଷୁଦ୍ର ବିନ୍ଦୁ ସଦୃଶ ଦେଖାଯାଉଥିବା ଦେଶ 'ଇସ୍ରାଏଲ୍‌' । ଯାହାର କ୍ଷେତ୍ରଫଳ ହୁଏତ ଛୋଟ ହୋଇପାରେ, କିନ୍ତୁ ଏହାର ଇତିହାସ ହଜାର ହଜାର ବର୍ଷର ସଂଘର୍ଷ, ରକ୍ତପାତ ଏବଂ ପୁନର୍ଜନ୍ମର ଏକ ଜ୍ୱଳନ୍ତ ଉଦାହରଣ। କେମିତି ହଜାର ହଜାର ବର୍ଷ ଧରି ନିଜ ଭିଟାମାଟିରୁ…

ପାକିସ୍ତାନରେ ହାଇ-ଲେଭଲ୍ ଡିପ୍ଲୋମାସି: ଶାନ୍ତି ଫେରିବ ନା ବଢ଼ିବ ବିବାଦ ?

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଶକ୍ତ ଚେତାବନୀ ଦେଇଛନ୍ତି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’କୁ ନେଇ ଟ୍ରମ୍ପ କହିଛନ୍ତି…

ପାକିସ୍ତାନ ଲିଙ୍କରେ ଭୁବନେଶ୍ୱରରୁ ସନ୍ଦିଗ୍ଧକୁ ଉଠାଇ ନେଇଛି ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପାକିସ୍ତାନ ଲିଙ୍କରେ ସନ୍ଦିଗ୍ଧକୁ ଉଠାଇ ନେଇଛି ପୋଲିସ । ୟୁନିଟ୍ ୬ ଅଞ୍ଚଳରୁ ଜଣେ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୁଲିସ ଗିରଫ କରିଛି । ଯୁବକ ଜଣକଙ୍କ ପରିଚୟ ଇମ୍ରାନ ବୋଲି ଜଣାପଡିଛି । ଇମ୍ରାନ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧୀ ପ୍ରଚାର…

ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧୀଙ୍କ ସାକ୍ଷାତ, ଦୀର୍ଘ ସମୟ ଧରି କଣ କଲେ ଆଲୋଚନା ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ, ତାଙ୍କୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ସଂସଦ ସଦସ୍ୟ ରାହୁଲ ଗାନ୍ଧୀ,…

ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସ୍ ୨୦୨୮ରେ ପୁନଃନିର୍ବାଚନ ପାଇଁ କରିବେ ପ୍ରତିଦ୍ୱନ୍ଦ୍ୱିତା!

ୱାଶିଂଟନ: ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସ୍ କହିଛନ୍ତି ଯେ ସେ ୨୦୨୮ ରେ ପୁଣି ଥରେ ରାଷ୍ଟ୍ରପତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି। ରେଭେରେଣ୍ଡ୍ ଆଲ୍ ଶାର୍ପଟନ୍‌ଙ୍କ ନାଗରିକ ଅଧିକାର ସଂଗଠନ, ନ୍ୟାସନାଲ୍ ଆକ୍ସନ୍…