Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଜେପିକୁ ବାଏବାଏ କଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ଭୁବନେଶ୍ୱର: ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବା ପରେ ସେ ବିଜେପି ଛାଡିଛନ୍ତି । ପ୍ରେସମିଟ୍‌ କରି ସେ ତାଙ୍କ ଇସ୍ତଫାର କାରଣ କହିଛନ୍ତି । ସେ କହିଛନ୍ତି ଯେ, ମୂଲ୍ୟବୋଧ ଯୁକ୍ତ ରାଜନୀତି ବିଚାରଠାରୁ ଦୂରେଇ ଯାଇଛି ବିଜେପି ।…

Physical Education: ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା

ଭୁବନେଶ୍ବର: ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ଚାଲିଛି । ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଚାଲିଛି ଆଲୋଚନା । ଉତ୍ତର ରଖୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କେମିତି ସୁସ୍ଥ…

ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍‌ ଟାୱାର, ଉପକୃତ ହେବ ଏତିକି ଗାଁ..

ଭୁବନେଶ୍ବର: ୫ଜି ସମୟରେ ରାଜ୍ୟରେ ଏବେବି ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି ଅନେକ ଗ୍ରାମ । ମୋବାଇଲ୍‌ ସେବା ସେମାନଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ହୋଇ ରହିଛି । ଟେଲିକମ୍‌ ବିଭାଗ ତଥ୍ୟ ଅନୁସାରେ ରାଜ୍ୟର ୧୨୦୦ରୁ ଅଧିକ ଗାଁରେ ମୋବାଇଲ୍‌ ସେବା ପହଞ୍ଚିପାରିନାହିଁ । ଗ୍ରାମାଞ୍ଚଳ,…

Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍

ରାୟଗଡ଼ା: ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ୍ । ଗୁରୁବାର ରାତିରେ ରାୟଗଡ଼ା ସହର ଫାୟାର ଷ୍ଟେସନ ନିକଟରେ ରହୁଥିବା ପୂର୍ତ୍ତ ବିଭାଗ କର୍ମଚାରୀ ବସନ୍ତ କୁମାର ମିଶ୍ରଙ୍କ ଘରେ ୪ ରୁ ୫ ଜଣ ଦୁର୍ବୃତ୍ତ ପଶିଥିଲେ। ବସନ୍ତଙ୍କୁ ମାରପିଟ୍ କରି ସୁନା ଗହଣା…

ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ମହିଳାମାନେ ମଧ୍ୟ…

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI

ରାଉଲକେଲା: ଭିଜିଲାନ୍ସ ଜାଲରେ ପୋଲିସ ASI। ଲାଞ୍ଚ ନେବା ବେଳେ ଧରାପଡିଲେ ରାଉରକେଲା ବଡ଼ଗାଁ ଥାନାର ଏଏସଆଇ ଅରୁପାନନ୍ଦ ଦାସ। ଗତକାଲି ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ଏଏସଆଇଙ୍କୁ ଘଟଣାସ୍ଥଳରୁ ଧରିଥିଲେ ରାଉରକେଲା ଭିଜିଲାନ୍ସ ବିଭାଗ। ବଡ଼ଗାଁର ରଞ୍ଜନ ଦାସ ଓରଫ ମୁନୁଙ୍କୁ ଢାବାରେ ମଦ ବ୍ୟବସାୟ…

LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି 

ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ଯୋଗାଣ ନେଇ ଚିନ୍ତା ବିଭିନ୍ନ କ୍ଷେତ୍ରରେ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବା ଆରମ୍ଭ କରିଛି। ରେଷ୍ଟୁରାଣ୍ଟ, ହଷ୍ଟେଲ ଏବଂ କିଛି କମ୍ପାନୀ ରୋଷେଇ ଘର ଏବଂ ଖାଦ୍ୟ ସେବାରେ ବାଧା ସୃଷ୍ଟି କରିଛି। ଦିଲ୍ଲୀର ପ୍ରମୁଖ ଘରୋଇ ସ୍କୁଲଗୁଡ଼ିକ ମଧ୍ୟ ଚେତାବନୀ ଜାରି…

ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ବାଲି ଚୋରା ଚାଲାଣ। ଏଥିରେ ଲାଗିପାରୁନି ଅଙ୍କୁଶ। ବେଆଇନ ବାଲିଘାଟକୁ ନେଇ ଅପରାଧୀମାନେ ରକ୍ତମୁଖା ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ବାଲିଘାଟ ଜଗିବା ଦାୟିତ୍ବ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସଏଫ୍‌)କୁ ପ୍ରଦାନ କରାଯିବ। ଏଥିପାଇଁ…

ଭାରତୀୟ ବ୍ୟବସାୟୀଙ୍କ ବଢିବ ଚିନ୍ତା: ପାଣି ବୋତଲ ଉପରେ ପ୍ରଭାବ ପକାଇପାରେ ଇରାନ ଯୁଦ୍ଧ

ନୂଆଦିଲ୍ଲୀ: ଗରମ ବୃଦ୍ଧି ପାଉଥିବାରୁ ପାଣି ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି। ପ୍ୟାକେଜ୍ ବୋତଲର ଚାହିଦା ବିଶେଷ ଭାବରେ ବୃଦ୍ଧି ପାଉଛି। ତଥାପି, ଏହି ଗ୍ରୀଷ୍ମ ଋତୁ ପୂର୍ବରୁ, ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା, ଯାହା ବିଭିନ୍ନ ବ୍ୟବସାୟକୁ ପ୍ରଭାବିତ କରିଥିଲା।…

ସାବଧାନ ! ଘରୁ ବାହାରିଲେ ଆପଣଙ୍କୁ ଦେବାକୁ ପଡିପାରେ ଟ୍ୟାକ୍ସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରାସ୍ତାରେ ଚଳାଚଳ କରୁଥିବା ଅଗଣିତ ଯାନବାହନ ଏବଂ ବର୍ଦ୍ଧିତ ପ୍ରଦୂଷଣକୁ ରୋକିବା ପାଇଁ ପ୍ରୟାସ ଚାଲିଛି। ଅବନତିଶୀଳ ବାୟୁ ଗୁଣବତ୍ତା ଉନ୍ନତ କରିବା ପାଇଁ, ମାଗଣା ସାର୍ବଜନୀନ ସମ୍ପତ୍ତିରୁ ରାସ୍ତାଗୁଡ଼ିକୁ ଏକ ଦେୟଯୋଗ୍ୟ ସମ୍ବଳରେ ପରିଣତ କରିବା ପାଇଁ ଯୋଜନା…