Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Maoists Surrender: ଆତ୍ମସମର୍ପଣ କଲେ ୧୫ ଜଣ ହାର୍ଡକୋର ମାଓବାଦୀ

ମାଲକାନଗିରି: ଭୁଷୁଡୁଛି ଲାଲଗଡ । ପୁଣି ଆଜି ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମହାସମୁଦ ବାଲୁଦା ଥାନାରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏମାନେ ସମସ୍ତେ ବଲାଙ୍ଗିର, ବରଗଡ଼, ମହାସମୁନ୍ଦ ଡିଭିଜନ କମିଟିର ବୋଲି ଜଣାପଡିଛି ।…

Weather Forecast: ରାଜ୍ୟରେ ମାର୍ଚ୍ଚରୁ ମେ’ ଭିତରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ…

ଭୁବନେଶ୍ୱର: ଏବେ ଠାରୁ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ (ହିଟ୍‌ ଓ୍ବେଭ୍‌) ଲାଗି ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି…

Holi 2026: ହୋଲିରେ ଜଗିବେ ୧୭ ପ୍ଳାଟୁନ୍ ଫୋର୍ସ;ଅସାମାଜିକ ଯୁବକଙ୍କ ଉପରେ ନଜର…

କଟକ:ହୋଲିକୁ ନେଇ କଟକ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । କଟକର ସଂପୂର୍ଣ୍ଣ ସହରକୁ ୨ଟି ସେକ୍ଟର ଓ ୬ ଜୋନ୍‌ରେ ବଣ୍ଟାଯାଇ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ । ଗୁରୁତ୍ୱପୂର୍ଣ୍ଣ ଛକ ଓ ପ୍ରମୁଖ ରାସ୍ତାରେ ଥାନାର ଅଧିକାରୀମାନେ ଉପସ୍ଥିତ ରହିବେ । ଆଇନଶୃଙ୍ଖଳା…

Youtuber Murder Case: ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ଘଟଣା; ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ୟୁଟ୍ୟୁବର୍ ରାହୁଲ ମହାରଣାଙ୍କୁ ଛୁରି ଭୁସି ହତ୍ୟା ମାମଲାରେ ତିନି ଅଭିଯୁକ୍ତ ଗିରଫ । ସିସିଟିଭି ଆଧାରରେ ତିନି ଅଭିଯୁକ୍ତମାନଙ୍କୁ ମଞ୍ଚେଶ୍ବର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ…

ସାରଣ୍ଡା ଜଙ୍ଗଲରେ ଲାଣ୍ଡମାଇନ ବିସ୍ଫୋରଣ, ସିଆରପିଏଫ୍ କୋବ୍ରା ବାଟାଲିୟନର ସହାୟକ କମାଣ୍ଡାଣ୍ଟ ଗୁରୁତର

ରାଉରକେଲା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଜରାଇକେଲା ଥାନା ଅନ୍ତର୍ଗତ ସରଣ୍ଡାର ଟିମନା ଗ୍ରାମ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଏଥିରେ ଜଣେ କୋବ୍ରା ବାହିନୀର ସହକାରୀ କମାଣ୍ଡାଣ୍ଟ ଅଜୟ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ତାଙ୍କ ବାମ…

Mojtaba To Succeed Khamenei: ଇରାନର ଶାସନ ଭାର ସମ୍ଭାଳିବେ ଖାମେନେଇଙ୍କ ପୁଅ!

ନୂଆଦିଲ୍ଲୀ: ଇରାନରେ ବଡ଼ ରାଜନୈତିକ ପରିବର୍ତ୍ତନ। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଏବେ ଦେଶର ନୂଆ ସୁପ୍ରିମ୍ ଲିଡର ହେବେ ତାଙ୍କ ପୁଅ ମୁଜତାବା ଖାମେନେଇ। ବାପାଙ୍କ ମୃତ୍ୟୁ ପରେ କହିଲେ ପ୍ରିୟଜନଙ୍କ ମୃତ୍ୟୁର ନିଆଯିବ ପ୍ରତିଶୋଧ । ଜାରି ରହିବ ଏହି ଆକ୍ରମଣ ।…

Iran Israel US War: ଖାମେନେଇଙ୍କ ମୃତ୍ୟୁ ପରେ ପ୍ରତିଶୋଧପରାୟଣ ଇରାନ, ୨୭ଟି ଆମେରିକୀୟ ସାମରିକ ଘାଟି ଉପରେ…

 ନୂଆଦିଲ୍ଲୀ: ପ୍ରତିଶୋଧପରାୟଣ ଇରାନ। ଇରାନ ଇସ୍ରାଏଲୀ ସାମରିକ ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି। ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ପରେ ଇରାନ ଆକ୍ରମଣ ଆରମ୍ଭ କରିଛି। ଦୁବାଇ ପରେ, ଇରାନ ଇସ୍ରାଏଲୀ ସାମରିକ ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି। ଆକ୍ରମଣର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ…

Ayatollah Ali Khamenei Dead: କିପରି ଖାମେନେଇଙ୍କୁ ହତ୍ୟା କଲେ ଆମେରିକା ଏବଂ ଇସ୍ରାଏଲ? ଏମିତି ଥିଲା ପୁରା…

ନୂଆଦିଲ୍ଲୀ: ଇରାନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ନିଶ୍ଚିତ କରିଛି। ସରକାରୀ ପ୍ରେସ୍ ଟିଭି ଅନୁଯାୟୀ, ଖାମେନେଇ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆମେରିକୀୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଖାମେନେଇ ସୁରକ୍ଷା ପରିଷଦ ପରାମର୍ଶଦାତା ଅଲି…

‘Peace Be Upon Him’: ଖାମେନେଇଙ୍କ ମୃତ୍ୟୁ ଖବର ପରେ ଭାଇରାଲ ହେଉଛି ଇରାନ ନେତାଙ୍କ ଖଣ୍ଡା ଧରା…

ନୂଆଦିଲ୍ଲୀ: ଇସ୍ରାଏଲ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ଦାବି କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜେ ଖାମେନେଇଙ୍କ ମୃତ୍ୟୁ ଦାବି କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ଦାବି…