Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Better To Abolish RERA: ‘କେବଳ ବିଲ୍ଡରମାନଙ୍କୁ ସମର୍ଥନ କରୁଛି, ୟାକୁ ବନ୍ଦ୍ କର…’, RERA…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରିବା ସମୟରେ ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ (RERA) ର କାର୍ଯ୍ୟକାରିତା ଉପରେ ଅତ୍ୟନ୍ତ କଠୋର ମନ୍ତବ୍ୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ RERA ଏବେ ଖିଲାପୀ ବିଲ୍ଡରମାନଙ୍କୁ ସୁରକ୍ଷା ଦେବାର ଏକ ମାଧ୍ୟମ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ଢାକା: ବାଂଲାଦେଶ ନିର୍ବାଚନ ପୂର୍ବରୁ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ଫେବୃଆରୀ ୧୧ ରାତିରେ ବାଂଲାଦେଶର ମୌଲଭିବଜାର ଜିଲ୍ଲାର କମଲଗଞ୍ଜ ଉପଖଣ୍ଡ ଅଞ୍ଚଳରେ ଏକ ଚା ବଗିଚାରୁ ୨୮ ବର୍ଷୀୟ ହିନ୍ଦୁ ଯୁବକ ରତନ ସାହୁକରଙ୍କ ମୃତଦେହ ଉଦ୍ଧାର କରାଯାଇଛି ପୋଲିସ ରିପୋର୍ଟ କରିଛି ଯେ…

Pitabas Panda Murder: ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ଟ୍ୱିଷ୍ଟ; ପେନ୍ ଡ୍ରାଇଭ୍‌ରେ ଥିଲା ଆପତ୍ତିଜନକ ଫଟୋ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ଟ୍ୱିଷ୍ଟ । ପୀତବାସଙ୍କ ସିକ୍ରେଟ୍‌ ଚାମ୍ବରରେ ଥିଲା ଆପତ୍ତିଜନକ ଜିନିଷ ଓ ପେନ୍ ଡ୍ରାଇଭ୍ । ପୋଲିସ୍‌ ଚାର୍ଜସିଟ୍‌ରେ ଉଲ୍ଲେଖ ଥିବା ବିକ୍ରମ ପଣ୍ଡା ଓକିଲଙ୍କ ସୂଚନା । ୪ଟି ରଙ୍ଗୀନ ଫଟୋ ଓ ଗୋଟିଏ ପେନ୍ ଡ୍ରାଇଭ୍ ମିଳିଥିବା ସୂଚନା ।…

ଜମି ପଟ୍ଟାରେ ଲାଗିବ କ୍ୟୁଆର କୋର୍ଡ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜମି ସମ୍ପର୍କିତ ଠକେଇକୁ ରୋକିବା ପାଇଁ ଓଡ଼ିଶା ସରକାର ଜମି ପଟ୍ଟାରେ କ୍ୟୁଆର କୋଡ୍ ଲଗାଇବାକୁ ଯୋଜନା କରୁଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସହଯୋଗରେ ଆରମ୍ଭ ହେବାକୁ ଥିବା ଏହି ପଦକ୍ଷେପ…

Impact of AI on Jobs: AI ଶିଖ ନଚେତ୍ ଚାକିରି ଛାଡ଼ !

ନୂଆଦିଲ୍ଲୀ: ଟେକ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି କମ୍ପାନୀରେ ରହିବାକୁ ହେଲେ AI ବା କୃତ୍ରିମ ବୁଦ୍ଧିମତାକୁ ଆପଣେଇବାକୁ ହେବ, ନଚେତ୍ ସମ୍ମାନର ସହ ବିଦାୟ ନେବାକୁ ପଡ଼ିବ। ନିଜ କର୍ମଚାରୀଙ୍କୁ ଏମିତି କିଛି କଡ଼ା ଚେତାବନୀ ଦେଇଛି ସର୍ଚ୍ଚ ଇଞ୍ଜିନ ଜିଆଣ୍ଟ 'ଗୁଗଲ୍'।…

 Bharat Bandh: ଭଦ୍ରକରେ ବନ୍ଦର ପ୍ରଭାବ

ଭଦ୍ରକ: ସାରା ଭାରତ ବର୍ଷରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଚାଷୀଙ୍କ ସମସ୍ୟାକୁ ବିରୋଧ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସକାଳୁ ଧର୍ମଘଟକୁ ଓହ୍ଲାଇ ଭଦ୍ରକ ଦେଇ ଯାଇଥିବା ୧୬…

କେବଳ ମହିଳାଙ୍କ ପାଇଁ..

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି ଆମ ଚାରିପାଖରେ ଏମିତି କିଛି ରଙ୍ଗ ଅଛି ଯାହାକୁ ଆମେ ଦେଖିପାରୁନାହୁଁ ? ସାଧାରଣ ମଣିଷ ୧୦ ଲକ୍ଷ ରଙ୍ଗ ଦେଖୁଥିବା ବେଳେ ଏହି ଦୁନିଆରେ ଏମିତି କିଛି 'ସୁପରଓମ୍ୟାନ' ବା ନିଆରା ମହିଳା ଅଛନ୍ତି, ଯେଉଁମାନେ ୧୦ କୋଟି ରଙ୍ଗ ଦେଖିପାରନ୍ତି ! ହୁଏତ ବିଶ୍ୱାସ…

Delhi Red Fort Blast: ଦିଲ୍ଲୀ ବ୍ଲାଷ୍ଟ୍ ପଛରେ ପାକିସ୍ତାନ ହାତ?

ନୂଆଦିଲ୍ଲୀ: ଲାଲକିଲ୍ଲା ଆକ୍ରମଣକୁ ନେଇ ବଡ଼ ଖୁଲାସା ଜାତିସଂଘ ରିପୋର୍ଟରେ ଜୈଶ-ଏ-ମହମ୍ମଦ ହାତ ଦିଲ୍ଲୀ ଆକ୍ରମଣରେ ସୀମାପାର ଆତଙ୍କବାଦ ଲିଙ୍କ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବଡ଼ ବିସ୍ଫୋରଣର ତଦନ୍ତରେ ଏକ ବଡ଼ ଖୁଲାସା ହୋଇଛି। ୩୭ ତମ ଜାତିସଂଘ ରିପୋର୍ଟରେ ଦିଲ୍ଲୀ…

Ahmedabad plane crash: ଏୟାର ଇଣ୍ଡିଆ ଦୁର୍ଘଟଣା: ତଦନ୍ତ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, AAIBକୁ ୩ସପ୍ତାହ ଦେଲେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର (୧୧ ଫେବୃଆରୀ) କେନ୍ଦ୍ରକୁ ୧୨ ଜୁନ୍, ୨୦୨୫ରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମାମଲାରେ ଏପର୍ଯ୍ୟନ୍ତ ଅନୁସରଣ କରାଯାଇଥିବା ପ୍ରକ୍ରିୟାଗତ ପ୍ରୋଟୋକଲ ଉପରେ ଏକ ସଂକ୍ଷିପ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ…

Bangladesh Election 2026: ଭୋଟ ଦେଉଛନ୍ତି ବାଂଲାଦେଶବାସୀ, ଭୋଟ ବୟକଟ କରିବାକୁ ଆବେଦନ କରି ନିର୍ବାଚନକୁ ବେଆଇନ…

ନୂଆଦିଲ୍ଲୀ: ଆଜି ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି, ଏବଂ ଫଳାଫଳ ଆସନ୍ତାକାଲି, ଅର୍ଥାତ୍ ଫେବୃଆରୀ ୧୩ ତାରିଖରେ ଘୋଷଣା କରାଯିବ। ୨୦୨୮ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଏବଂ ଜମାତ-ଏ-ଇସଲାମି (JIB)…