Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଫେବୃଆରୀ ୧୭ରୁ ବିଧାନସଭା ବଜେଟ୍ ଅଧିବେଶନ, ୧୬ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଫେବୃଆରୀ ୧୭ରୁ ବିଧାନସଭା ବଜେଟ୍ ଅଧିବେଶନ । ତା ପୂର୍ବରୁ ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଆଗାମୀ ବଜେଟ୍ ଅଧିବେଶନ ପାଇଁ ବସିବ ବୈଠକ । ଦିନ ୧୧ଟା ୩୦ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଫେବୃଆରୀ ୧୭ରୁ ରାଜ୍ୟପାଳଙ୍କ…

ରାଜ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବା ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ..

ଭୁବନେଶ୍ବର: ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା ଚିନ୍ତାର କାରଣ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୧୮୦୦ ଜାଗାରେ ୨୩୦୦ରୁ ଅଧିକ ହାତୀ ଅଛନ୍ତି । ଅଧିକ ହାତୀଙ୍କୁ ମ୍ୟାନେଜ ପାଇଁ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା ହେବ ।…

AIRAWAT ଓ ନଗର ଉନ୍ନୟନ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସ୍ଥାୟୀ, ଭବିଷ୍ୟତ-ଉପଯୋଗୀ ଏବଂ ନାଗରିକ-କୈନ୍ଦ୍ରିକ ସହର ଗଠନ ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ IIT କାନପୁରର ‘AIRAWAT ରିସର୍ଚ୍ଚ ଫାଉଣ୍ଡେସନ’ (ARF) ମଧ୍ୟରେ ଏକ…

ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ, ଫାଇନ୍ କମାଇବା ଚାଲିଛି ଯୋଜନା: ମନ୍ତ୍ରୀ

ଭୁବନେଶ୍ଵର: ପିୟୁସିସି କୁ ନେଇ ବଡ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ । ଟୋଲ୍‌ ଗେଟ୍‌ରେ ପିୟୁସିସି ଫାଇନ୍‌ କମାଇବା ପାଇଁ ଯୋଜନା ଚାଲିଛି। ୧୦ ହଜାର ଟଙ୍କା ଫାଇନ୍ କୁ କମ୍ କରିବାକୁ ଆଲୋଚନା ଚାଲିଛି ।…

Free WiFi Nation: ବିଶ୍ୱର ପ୍ରଥମ ୱାଇ-ଫାଇ ଦେଶ, ଯେଉଁଠାରେ ଲୋକଙ୍କୁ ମାଗଣାରେ ୱାୟାରଲେସ୍ ଇଣ୍ଟରନେଟ୍

ନୂଆଦିଲ୍ଲୀ: ସହର ଏବଂ ବିମାନବନ୍ଦରରେ ମାଗଣା ସାର୍ବଜନୀନ ୱାଇ-ଫାଇ ସାଧାରଣ ହେବା ପୂର୍ବରୁ, ଏକ ଛୋଟ ଦ୍ୱୀପ ରାଷ୍ଟ୍ର ଗୁରୁତ୍ୱପୂର୍ଣ୍ଣ ଇତିହାସ ସୃଷ୍ଟି କରିଥିଲା। ୨୦୦୩ ମସିହାରେ, ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ 'ନିୟୁ' ବିଶ୍ୱର ପ୍ରଥମ ୱାଇ-ଫାଇ ରାଷ୍ଟ୍ର ହୋଇଥିଲା, ଯାହା…

No Rain Village: ଏହି ଗାଁରେ କେବେ ବି ହୁଏନି ବର୍ଷା, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଟିକିଏ କଳ୍ପନା କରନ୍ତୁ! ଆପଣ ଏପରି ଏକ ସ୍ଥାନରେ ରହୁଛନ୍ତି ଯେଉଁଠାରେ ଆପଣ ଆପଣଙ୍କ ପାଦ ତଳେ ବର୍ଷା ହେଉଥିବାର ଦେଖିପାରିବେ, କିନ୍ତୁ ଆପଣଙ୍କ ନିଜ ଗାଁ ସମ୍ପୂର୍ଣ୍ଣ ସୁଖିଲା ରହିଥିବ। ଏହା କୌଣସି କାଳ୍ପନିକ କିମ୍ବା ଚଳଚ୍ଚିତ୍ର ସେଟ୍ ନୁହେଁ। ୟମେନର ସନା ନିକଟବର୍ତ୍ତୀ ଏକ ଗାଁ…

Indian IT professionals: ଭାରତୀୟ ଆଇଟି ପ୍ରୋଫେସନାଲ୍‌ଙ୍କୁ ଆମେରିକାର ବଡ଼ ଝଟକା !

ନୂଆଦିଲ୍ଲୀ: ଆମେରିକାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଏବଂ ଚାକିରି କରୁଥିବା ଭାରତୀୟ ଆଇଟି ପ୍ରୋଫେସନାଲ୍‌ଙ୍କୁ ବଡ଼ ଝଟକା ଲାଗିଛି । ଆମେରିକା ସଂସଦରେ ଆଗତ ହୋଇଛି ‘ଏକ୍ସାଇଲ୍ ଆକ୍ଟ’ । ଫ୍ଲୋରିଡାର ରିପବ୍ଲିକାନ୍ ସାଂସଦ ଗ୍ରେଗ୍ ଷ୍ଟ୍ୟୁବି ଏହି ବିଲ୍ ଆଣିଛନ୍ତି । ଏହି ବିଲ୍‌ର ମୂଳ…

BJD: ବିଜେଡିକୁ ପୁଣି ଝଟକା, ଇସ୍ତଫା ଦେଲେ ଏହି ନେତା…

ରାୟଗଡା: ପୁଣି ବିଜେଡିକୁ ଝଟକା । ରାୟଗଡା ଜିଲ୍ଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଗଣେଶ ସାଉନ୍ତା । ସେ କାଶିପୁର ବ୍ଲକର ଟାଣୁଆ ନେତା ଅଖିଳ ସାଉନ୍ତାଙ୍କ ପୁଅ । ଗଣେଶ ଏନେଇ ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଏବଂ ରାଜ୍ୟ ସାଧାରଣ ସମ୍ପାଦକ…

Bharat Bandh: ରାତି ପାହିଲେ ଭାରତ ବନ୍ଦ, ଓଡ଼ିଶାରେ ପ୍ରଭାବିତ ହେବ ଏହି ସବୁ ସେବା…ଜାଣନ୍ତୁ କ’ଣ ଖୋଲା ରହିବ…

ନୂଆଦିଲ୍ଲୀ: ଫେବୃଆରୀ ୧୨ ତାରିଖରେ ସାରା ଦେଶରେ ଜନଜୀବନ ବିଶେଷ ଭାବରେ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି। ଅନେକ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ କୃଷକ ସଂଗଠନ ଏହି ଦିନ ଦେଶବ୍ୟାପୀ ଧର୍ମଘଟ, ଭାରତ ବନ୍ଦ ଡାକରା ଦେଇଛନ୍ତି। ଆୟୋଜକଙ୍କ ଅନୁଯାୟୀ, ଏହି ଆନ୍ଦୋଳନରେ ୩୦ କୋଟିରୁ…

କାଶ୍ମୀର ବଂଶୋଦ୍ଭବ ଶବାନା ହୋଇପାରନ୍ତି ବ୍ରିଟେନର ପ୍ରଥମ ମୁସଲିମ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନ ରାଜନୀତି ସରଗରମ ହୋଇପଡ଼ିଛି। କୁଖ୍ୟାତ ଅପରାଧୀ ଜେଫ୍ରି ଏପଷ୍ଟିନ୍ ବିବାଦରେ ଛନ୍ଦି ହୋଇଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର। ଆଉ ଏହି ସମୟରେ ଜଣେ କାଶ୍ମୀରୀ ବଂଶୋଦ୍ଭବ ମହିଳାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ହେଉଛନ୍ତି ଶବାନା ମହମୁଦ। ଶବାନା…