Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Marijuana Seized: ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆଠ କୋଟି ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର: ପୁଣି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ବ୍ୟାଙ୍କକ ଫ୍ଲାଇଟରେ ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ ଏହି ଗଞ୍ଜେଇ ଜବତ ହୋଇଛି । ଷ୍ଟ୍ରଲି ବ୍ୟାଗରେ ସିକ୍ରଟ ଚାମ୍ବର କରି ଚାଲାଣ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ୮ କେଜି…

Chilika Lake: ନୂଆରୂପ ପାଇବ ଚିଲିକା, ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର: ଚିଲିକାର ପୁନରୁଦ୍ଧାର କରାଯିବ । ଚିଲିକାକୁ ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ । ନୂଆରୂପ ପାଇବ ଚିଲିକା । ଚିଲିକା ପାଇଁ ୧୫୦୦ରୁ ୨ ହଜାର କୋଟିର DPR ପ୍ରସ୍ତୁତ ହେଉଛି ବୋଲି ଏନେଇ ଆଜି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଚିଲିକା…

Green Stickers: ଗ୍ରୀନ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବଶ୍ୟକତା…

US- Venezuelan conflict: ରାଷ୍ଟ୍ରପତି ମାଦୁରୋଙ୍କୁ ବନ୍ଧକ ରଖିଛି ଆମେରିକା, ସୋସିଆଲ ମିଡିଆରେ ଦାବି କଲେ ଡୋନାଲ୍ଡ…

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ଦୁଇଦେଶ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା ଭେନଜୁଏଲା ଉପରେ ଆକ୍ରମଣ କରିଛି। ଏହାରି ଭିତରେ ନିଜ ସୋସିଆଲ ମିଡିଆରେ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ…

Mohammed Mokim: ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ: ମୋକିମ

କଟକ: ଗଣମାଧ୍ୟମକୁ ଆଜି ବଡ ସୂଚନା ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ । ସେ କହିଛନ୍ତି ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ । ରାଜ୍ୟରେ ଅନେକ ଉଦୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ରହିଛି । ରାଜ୍ୟରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ…

Men’s Hockey India League:କମ୍ପିବ ଷ୍ଟାଡିୟମ…ଆଜିଠୁ ପୁରୁଷ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ;ଭୁବନେଶ୍ବରରେ…

ଚେନ୍ନାଇ:ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍‌ ଚାଲିଥିବାବେଳେ ଏପଟେ ପୁରୁଷଙ୍କ ଲିଗ୍‌ ଆଜିଠୁ (ଶନିବାର-୩ ଜାନୁଆରୀ) ଚେନ୍ନାଇରେ ଆରମ୍ଭ ହେବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍‌ର ପ୍ରଥମ ୧୦ ମ୍ୟାଚ୍‌ ଖେଳାଯିବ। ଗୋଟିଏ ଦିନର ବିଶ୍ରାମ…

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି; ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ, ସାମିଲ ହେଲା OAS, ORS

ଭୁବନେଶ୍ୱର: ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି ବାହାରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଆଶାୟୀ। ଯାହାକୁ ନେଇ ବଡ଼ ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ OPSC ରେ ସାମିଲ ହୋଇଛି OAS, ORS। ୧୪ OAS ଓ ୧୧୩ଟି ORS ପଦବୀକୁ ସାମିଲ କରି ସାନି ବିଜ୍ଞପ୍ତି ଜାରି…

କଂଗ୍ରେସକୁ ଚକମା ଦେବ ବିଜେପି, ‘G RAM G’ ଗ୍ରାମୀଣ ଚାକିରି ନେଇ ଦେଶବ୍ୟାପୀ କରିବ ସଚେତନତା ଅଭିଯାନ

ନୂଆଦିଲ୍ଲୀ: ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (REGG) ବିରୋଧରେ କଂଗ୍ରେସର ଅଭିଯାନକୁ ମୁକାବିଲା କରିବା ପାଇଁ ବିଜେପି ଦେଶବ୍ୟାପୀ ଏକ ପ୍ରମୁଖ ଅଭିଯାନ ଆରମ୍ଭ କରିବ। ବିଜେପି ସଭାପତି ଜେପି ନଡ୍ଡା ଆଜି GEGG ଆଇନ ସମ୍ପର୍କରେ ଏକ ପ୍ରମୁଖ ବୈଠକ ଡାକିଛନ୍ତି। ବିଜେପି ଜାତୀୟ…

US attack on Venezuela: ବର୍ଷ ଆରମ୍ଭରୁ ଲଢେଇ, ଭେନେଜୁଏଲା ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ଉପରେ ଆଟାକ୍

ନୂଆଦିଲ୍ଲୀ: ତାତିକି ଅଛି ଆମେରିକା । ନୂଆବର୍ଷ ଆରମ୍ଭରୁ ହିଁ କିରିଛି ବଡ଼ ଆକ୍ରମଣ । ଆମେରିକା, ଭେନେଜୁଏଲା ଉପରେ ଏକ ବଡ଼ ଆକ୍ରମଣ କରିଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ଏବଂ ସାମରିକ ଘାଟିକୁ ଟାର୍ଗେଟ କରି କରାଯାଇଛି ଆଟାକ୍ । ଆମେରିକା ଭେନେଜୁଏଲାର ରାଜଧାନୀ କାରାକାସରେ ଥିବା ଏକ ପ୍ରମୁଖ…