Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜେନ୍-ଜିଙ୍କୁ ଆକୃଷ୍ଟ କରିବାକୁ ବିଜେପିର ଇନଷ୍ଟାଗ୍ରାମ୍ ଜାଲ୍

ଭୁବନେଶ୍ୱର: ଯୁବପିଢ଼ି ବା (ଜେନ୍-ଜି)ଙ୍କୁ ଦଳ ସହ ଯୋଡ଼ିବା ପାଇଁ ଭାରତୀୟ ଜନତା ପାର୍ଟି ନିଜର ସୋସିଆଲ୍ ମିଡିଆ ରଣନୀତିରେ ବଡ଼ ପରିବର୍ତ୍ତନ କରିଛି। ପାରମ୍ପରିକ ରାଜନୈତିକ ଭାଷଣ ବଦଳରେ ଦଳ ଏବେ ଇନଷ୍ଟାଗ୍ରାମ୍ ମିମ୍ସ, ପପ୍-କଲଚର ଏବଂ କାର୍ଟୁନ୍ ଚରିତ୍ରର ସାହାରା ନେଉଛି। ଦଳର ନୂଆ…

ଚରମ୍ପାରେ ୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ୧୦ରୁ ଅଧିକ ଆହତ

ଭଦ୍ରକ: ଚରମ୍ପା ୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ। ରେଳ ଓଭରବ୍ରିଜ୍‌ ନିକଟରେ ରକ୍ତାକ୍ତ ସଂଘର୍ଷ। ଉଭୟ କିନ୍ନର ଗୋଷ୍ଠୀର ୧୦ ଜଣ ଆହତ ହୋଇଛନ୍ତି। ଆହତମାନେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋଟାଏ କିନ୍ନର ଗୋଷ୍ଠୀଙ୍କର ଆକ୍ରମଣରେ ଅନ୍ୟ ଏକ କିନ୍ନର ଗୋଷ୍ଠୀର ୭ ଜଣ…

ପୁଣି ମହଙ୍ଗା ହେଲା CNG, ଜାଣନ୍ତୁ କେତେ ରହିଛି ଆଜିର ଦର…

ନୂଆଦିଲ୍ଲୀ: ଦେଶରେ ପୁଣିଥାଏ ଆବଶ୍ୟକୀୟ ଜାଳେଇଣି CNG ଦର ବୃଦ୍ଧି ପାଇଛି। ବିଭିନ୍ନ ସହର ଓ କମ୍ପାନି ଅନୁସାରେ ସିଏନଜି (CNG) ଦାମ୍ ପୁଣି ବୃଦ୍ଧି ପାଇଛି। ଯାହା ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ବାରମ୍ବାର ଦର ବୃଦ୍ଧି ଯୋଗୁଁ ଅଟୋ, କାର୍ ଓ ଯାତାୟାତ ସେବା ବ୍ୟବହାର କରୁଥିବା…

ହୁତୁ ହୁତୁ ହୋଇ ଜଳିଗଲା କାର୍‌ ସୋ’ରୁମ୍‌, ନିଆଁ ଲିଭାଇବାରେ ଲାଗିଛି ୧୦ରୁ ଅଧିକ ଦମକଳ

ବ୍ରହ୍ମପୁର: ହଳଦିଆପଦରରେ କାର୍‌ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ବସ୍‌ ଟର୍ମିନାଲ୍‌ ନିକଟରେ ଥିବା ଏକ କାର୍‌ ସୋ’ରୁମ୍‌ରେ ଶନିବାର ସକାଳେ ଅଚାନକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୋ’ରୁମ୍‌ ଭିତରୁ ହଠାତ୍‌ ଧୂଆଁ ବାହାରିବା ପରେ…

ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଜଣେ ମୃତ, ୧୦ରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ଡରାଉଛି ସ୍କ୍ରବ୍ ଟାଇଫସ୍। ଓଡ଼ିଶାକୁ ପୁଣି ଫେରିଲାଣି ସ୍କ୍ରବ୍ ଟାଇଫସ୍ ରୋଗ। ରାଜ୍ୟରେ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ସେହିପରି ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ପବିତ୍ରପୁର…

ସାବଧାନ! ରାଜଧାନୀରେ ବୁଲୁଛନ୍ତି ଲେଡି ଲୁଟେରା ଗ୍ୟାଙ୍ଗ: ନକଲି ସୁନା ବଦଳାଇ ନେଉଛନ୍ତି ଅସଲି ସୁନା

ଭୁବନେଶ୍ୱର: ହାଇପ୍ରୋଫାଇଲ ଅନ୍ଦାଜରେ ସୁନା ଠକେଇ। ନକଲି ସୁନା ବଦଳାଇ ଅସଲି ସୁନା ନେଇ ଠକୁଛନ୍ତି ନଣନ୍ଦ-ଭାଉଜ। ରାଜଧାନୀରେ ବୁଲୁଛନ୍ତି ଏହି ଲେଡି ଲୁଟେରା ଗ୍ୟାଙ୍ଗ । ଗ୍ଲାମର ଚେହେରାରେ ଗହଣା ଦୋକାନୀଙ୍କୁ ଦେଉଛନ୍ତି ଚକମା । ଖାଦମିଶା ସୁନା ଧରି ବଦଳାଇ ନେଉଛନ୍ତି ଅସଲି ସୁନା ।…

ନେପାଳ ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା: ୩୨୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଶହ ଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା। ଏପର୍ଯ୍ୟନ୍ତ ୫୮୭…

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ହେବ ଲଘୁଚାପ, ପୁଣି ବଢିବ ବର୍ଷାର ପ୍ରକୋପ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପୁଣି ଡରାଉଛି ଲଘୁଚାପ ବର୍ଷା। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ଆଜି ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଶେଷକରି ଉତ୍ତର ଓଡ଼ିଶା,…

ବିମାନବନ୍ଦରରେ ଆତଙ୍କ: ଲ୍ୟାଣ୍ଡିଂ ସମୟରେ ଟାୟାର ବିସ୍ଫୋରଣ

ବିଳାସପୁର: ଛତିଶଗଡ଼ର ବିଳାସପୁର ସ୍ଥିତ ବିଲାସା ଦେବୀ କେଭଟ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଆଲାଏନ୍ସ ଏୟାରର ଏକ ଯାତ୍ରୀବାହୀ ବିମାନ ରନୱେରେ ଅବତରଣ କରୁଥିବା ସମୟରେ ହଠାତ୍ ଏହାର ଏକ ଟାୟାର ଫାଟିଯାଇଥିଲା। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି କାରଣରୁ…

ପବିତ୍ର ତୀର୍ଥରେ ଅକାଳ ବିଦାୟ: ଗୀତାଠାରୁ ଗରୁଡ଼ ପୁରାଣ ଯାଏଁ, କ’ଣ ରହିଛି ଆଧ୍ୟାତ୍ମିକ ବିଶ୍ୱାସ?

ନୂଆଦିଲ୍ଲୀ: ନେପାଳ-ତିବ୍ବତ ସୀମାରେ ହଠାତ୍ ଆସିଥିବା ବନ୍ୟା ବା ଫ୍ଲାସ୍ ଫ୍ଲଡ୍ ଏବେ ବ୍ୟାପକ ଧ୍ୱଂସଲୀଳା ରଚିଛି। ବିପୁଳ ପରିମାଣର ଭିତ୍ତିଭୂମି ନଷ୍ଟ ହେବା ସହ ଅନେକ ଲୋକଙ୍କର ଜୀବନହାନି ଘଟିଛି। ସବୁଠାରୁ ଦୁଃଖର ବିଷୟ ହେଉଛି, ଏହି ପ୍ରାକୃତିକ ବିପର୍ଯ୍ୟୟ ଏପରି ଏକ ସମୟରେ ଆସିଛି ଯେତେବେଳେ…