Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Similipal Tigress Zeenat:ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର;ଟେକ୍ନୋଲୋଜି ମାଧ୍ୟମରେ ଅପସାରଣ

ଭୁବନେଶ୍ବର:ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର। ବାଘୁଣୀ ‘ଜିନ୍ନତ୍’ ଶିମିଳିପାଳ ଜଙ୍ଗଲରେ ନିଜର ସ୍ଥାନ ସଫଳତାର ସହ ସ୍ଥାପନ କରିବା ସହ ସନ୍ତାନ ଜନ୍ମ କରିଛି। ବାଘୁଣୀ ଏବଂ ତା’ର ଛୁଆମାନେ ସଫଳତାର ସହ ଜଙ୍ଗଲରେ ବଢୁଥିବାରୁ ଏବଂ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହାସଲ ହୋଇସାରିଥିବାରୁ…

ଦେଖୁଦେଖୁ ବୁଡ଼ିଗଲା ଏମ୍ ଭି ଓସେନ୍ ଓ୍ବିନର; ଛାତିଥରା କାହାଣୀ କହିଲେ ଉଦ୍ଧାର ୨ କ୍ରୀୟୁ ସଦସ୍ୟ…

ପାରାଦୀପ: ଓଡ଼ିଶା ଉପକୂଳରେ ଜାହାଜ ଏମ୍ ଭି ଓସେନ୍ ଓ୍ବିନର ବୁଡିବା ଘଟଣାରେ ଛାତିଥରା କାହାଣୀ କହିଲେ ଉଦ୍ଧାର ୨ କ୍ରୀୟୁ ସଦସ୍ୟ। ଉଦ୍ଧାର କ୍ରୀୟୁ ସଦସ୍ୟଙ୍କ କହିବାନୁଯାୟୀ, ଖୁବ୍ କମ୍ ସମୟ ମଧ୍ୟରେ ବୁଡ଼ି ଯାଇଥିଲା ଜାହାଜ। ୨୪ ଜଣ କ୍ରୀୟୁ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୧୦ ଜଣ ହିଁ ଜାହାଜରୁ…

Odisha Food Safety Drive:ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ; ଏଯାଏଁ ୩,୬୦୫ କେଜି ଅପମିଶ୍ରିତ ଖରାପ…

ଭୁବନେଶ୍ବର:ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଛି । ଖାଦ୍ୟ ସୁରକ୍ଷା କମିଶନର ଡ଼ ପୋମା ଟୁଡୁଙ୍କ ତତ୍ୱାବଧାନରେ ଏହି ଅଭିଯାନରେ ରାଜ୍ୟର ବିଭିନ୍ନ ଜିଲ୍ଲା,…

ଭାରତକୁ ମିଳିବ ଆମେରିକାର ସାଂଘାତିକ ‘ଜାଭେଲିନ୍’ ଆଣ୍ଟି-ଟ୍ୟାଙ୍କ ମିସାଇଲ୍: ଜାଣନ୍ତୁ ଏହାର ପ୍ରଯୁକ୍ତି ଓ ଯୁଦ୍ଧ…

ଭୁବନେଶ୍ୱର : ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅଧୀନରେ ଭାରତୀୟ ସେନା ଆମେରିକାର ଅତ୍ୟାଧୁନିକ ‘ଜାଭେଲିନ୍’ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ୍ ପାଇବାକୁ ଯାଉଛି। ଭାରତରେ ଆମେରିକାର…

ଦୁର୍ଦ୍ଦାନ୍ତ ଅପରାଧୀ ଶିବା ନାମରେ ଏନଏସଏ ଲାଗୁ

ଭୁବନେଶ୍ବର:ରାୟଗଡାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବାକୁ ଜାତୀୟ ସୁରକ୍ଷା ଆଇନ ଲାଗୁ ହୋଇଛି । ରାୟଗଡା ସହର ରେଲି ସାହି ନିବାସୀ ୪୦ ବର୍ଷୀୟ ଶିବା ନାମରେ ୬୪ଟି ଅପରାଧିକ ମାମଲା ରହିଛି । ଆଜିଠାରୁ ରାୟଗଡା ପୋଲିସ ଶିବାକୁ ନାମରେ ଏନଏସଏ ଲଗାଇଛି । ସୂଚନାଥାଉକି,କିଛି ମାସ ତଳେ ଶିବାର…

ନେପାଳ ପ୍ରଳୟଙ୍କାରୀ ବନ୍ୟା; ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୫କୁ ବୃଦ୍ଧି 

ଭୁବନେଶ୍ୱର: ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ବରଗଡ ଜିଲ୍ଲାର ଗୋଟିଏ ପରିବାରର ତିନି ଜଣ ସଦସ୍ୟ ନିଖୋଜ ହେବା ନେଇ ଜଣାପଡ଼ିଛି। ଏନେଇ ଶୁକ୍ରବାର ଦିନ ଅଧିକାରୀମାନେ କହିଛନ୍ତି। ନିଖୋଜ ବ୍ୟକ୍ତିମାନେ ଗୁନ୍ନମ ଜୟକୃଷ୍ଣ, ତାଙ୍କ ସ୍ତ୍ରୀ ଗୁନ୍ନମ ସାଇ ବିନ୍ଦୁ କୁମାରୀ ଏବଂ ସେମାନଙ୍କର…

ଅପଦସ୍ଥ କଲେ ଜାଳି ଶେଷ କରିଦେବି: ରାଗିଗଲେ ଜୁଏଲ ଓରାମ

ରାଉରକେଲା: ନାଁ ନ ନେଇ ବର୍ଷିଲେ ଜୁଏଲ ଓରାମ। ରାଉରକେଲା ରାଜନୀତିକୁ ନେଇ ଖୋଲା ଚ୍ୟାଲେଞ୍ଜ୍‌ କଲେ ଜୁଏଲ ଓରାମ। ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ସେ ହାତକୁ କାଟିଦେବି। ମୋତେ ଯିଏ ଅପଦସ୍ଥ କରିବାକୁ ଚେଷ୍ଟା କରୁଛି, ତାକୁ ଜାଳି ଶେଷ…

ଗଭୀର ସମୁଦ୍ରରେ କେମିତି ବୁଡ଼ିଲା ବିଦେଶୀ ଜାହାଜ? ରହସ୍ୟ ଫିଟାଇବେ ଉଦ୍ଧାର ୨ ଚୀନ୍ ସଦସ୍ୟ

ପାରାଦୀପ: ଗଭୀର ସମୁଦ୍ରରେ କେମିତି ବୁଡ଼ିଲା ବିଦେଶୀ ଜାହାଜ? ରହସ୍ୟ ଫିଟାଇବେ ଉଦ୍ଧାର ୨ ଚୀନ୍ ସଦସ୍ୟ। କୋଲକାତାରୁ ଆସିଲେ ୨ ଚୀନ୍ ଭାଷା ଅନୁବାଦକ। ଜାହାଜ ବୁଡ଼ି ସଂପର୍କରେ ଉଦ୍ଧାର ନାବିକଙ୍କୁ ପଚରାଉଚରା କରିବେ। ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚୀନ ଅଭିମୁଖେ ଯାଉଥିବା ପାନାମା…

ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନା ଟଙ୍କା, ଖୁସିରେ ହିତାଧିକାରୀ ମହିଳା

ଭୁବନେଶ୍ୱର: ରାଜ୍ୟର ମହିଳା ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର। ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା। ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆ ସୁଭଦ୍ରା ମଞ୍ଚରୁ ପଠାଇଲେ ଟଙ୍କା। ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ…

ଗଞ୍ଜେଇ ଡିଲ୍‌ ଅଡିଓ ଭାଇରାଲ୍‌! ୨ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ବୌଦ୍ଧ: ଗଞ୍ଜେଇ ବେପାରୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ପୋଲିସ ବିଭାଗ ପୁଣି ବଦନାମ ହୋଇଛି। ବୌଦ୍ଧରେ ବେଆଇନ୍ ଗଞ୍ଜେଇ ଡିଲ୍ ପ୍ରସଙ୍ଗରେ ଅଡିଓ ଭାଇରାଲ ଘଟଣାକୁ ନେଇ ଦୁଇ ପୋଲିସ ଅଧିକାରୀଙ୍କ ଉପରେ ଆକ୍ସନ ନିଆଯାଇଛି। ଏସ.ଆଇ ପ୍ରାଣବନ୍ଧୁ ସାହୁଙ୍କୁ ନିଲମ୍ବିତ କରା ଯାଇଥିବା ବେଳେ…