Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବରିଷ୍ଠ ନେତା କୋଣ୍ଡାବାବୁଙ୍କ ଦେହାନ୍ତ, ରାଜନୈତିକ ମହଲରେ ଶୋକର ଛାୟା

ରାୟଗଡ଼ା: ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ୱାଇ ଭେଙ୍କଟେଶ୍ବର ରାଓ (କୋଣ୍ଡାବାବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସୂଚନାରୁ ଜଣାପଡିଛି କୋଣ୍ଡାବାବୁ ଗୁରୁବାର ରାତିରେ ଘରେ ଖାଇ ସାରିବା ପରେ ଛାତ ଉପରେ ଚାଲୁଥିବା ବେକେ…

SCB ମେଡିକାଲ୍‌ କଲେଜର DEO ଗିରଫ

କଟକ: SCB ମେଡିକାଲ୍‌ କଲେଜ ଅଧୀକ୍ଷକଙ୍କ ଅଫିସ୍‌ର DEO ଗିରଫ। ଡାଟା ଏଣ୍ଟ୍ରି ଅପରେଟର ଦୀନେଶ ରାଉତଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ୍। ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। କର୍ମଚାରୀମାନଙ୍କ ସମସ୍ତ ଦରମା କାମ DEOଙ୍କ ଜରିଆରେ ହେଉଥିଲା। କଟକ ବଡ଼…

ଚିନ୍ତାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ! : ସର୍ଭେରେ ପଛରେ ନେତ୍ୟାନ୍ୟାହୁଙ୍କ ଦଳ

ଇସ୍ରାଏଲ: ଇସ୍ରାଏଲର ଆଗାମୀ ସାଧାରଣ ନିର୍ବାଚନ ଅକ୍ଟୋବର ରେ ହେବା କୁ ଯାଉଛି ହେଲେ ନିର୍ଵାଚନ ପୁର୍ବରୁ ଗଣମାଧ୍ଯମ ସର୍ଭେକୁ ନେଇ ଚିନ୍ତା ରେ ପ୍ରଧାନମନ୍ତ୍ରୀ। ଶାସକ ଦଳ 'ଲିକୁଡ' ବଡ଼ ରାଜନୈତିକ ସଙ୍କଟର ସାମ୍ନା କରିବାକୁ ଯାଉଛି ବୋଲି ଦର୍ଶାଯାଇଛି। ପ୍ରକାଶିତ କେତେକ ନିର୍ବାଚନ ସର୍ଭେରେ…

ହୀରାକୁଦର ୧୬ ଗେଟ୍ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇଥିଲା। ଫଳରେ ଗତକାଲି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଆଜି ପୁଣି ୧୬ଟି ଗେଟ୍ ଖୋଲାଯାଇଛି। ଗେଟ୍ ଖୋଲାଯିବା ପରେ ବଢିଲା ବନ୍ୟା ଆଶଙ୍କା। ମୁଣ୍ଡଳୀ ନିକଟରେ ପ୍ରାୟ ୬ ଲକ୍ଷ ୫୦ ହଜାର କ୍ୟୁସେକ୍…

ପୁଣି ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଗୋଟିଏ ଯାଉଛି ପୁଣି ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ। ୨୯-୩୦ ତାରିଖରେ ଲଘୁଚାପ ସମ୍ଭାବନା ରହିଛି। ଫଳରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ନେଇ ଆଶଙ୍କା କରାଯାଉଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ନୂଆ ଘୂର୍ଣ୍ଣିବଳୟ…

ନେପାଳ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୩୯୨କୁ ବୃଦ୍ଧି

ନୂଆଦିଲ୍ଲୀ: ଛାତି ଥରାଉଛି, ଲୋମଟାଙ୍କୁରି ଉଠୁଛି। ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ପାହାଡ଼ି ଦେଶ ନେପାଳ। ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଚିତ୍ର। ଧ୍ବଂସାବଶେଷ ତଳେ ଜାରି ରହିଛି ଜୀବନ ଖୋଜା। ପାହାଡ଼ି ଦେଶ ନେପାଳରେ ପ୍ରକୃତିର ଭୟଙ୍କର ତାଣ୍ଡବ। ଏଯାଏଁ ୩୯୨ ଜଣଙ୍କ ମୃତ୍ୟୁ…

କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ସମନ୍, ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ

କଟକ: ଜିଲ୍ଲାପାଳଙ୍କ ପାଇଁ ବଢିଲା ଅଢୁଆ। ସହରର ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁଥିପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। କଟକ ସହର ଟ୍ରାଫିକ୍ ପରିଚାଳନା…

ଗାଡ଼ି ଉପରେ ଅତର୍କିତ ଆକ୍ରମଣ କଲେ ସଶସ୍ତ୍ର ଉଗ୍ରବାଦୀ;୪ମୃତ,ଜଣେ ନିଖୋଜ

ନୂଆଦିଲ୍ଲୀ:ଗୁରୁବାର ଦିନ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ସଶସ୍ତ୍ର ଉଗ୍ରବାଦୀଙ୍କ ଦ୍ୱାରା କରାଯାଇଥିବା ଏକ ଅତର୍କିତ ଆକ୍ରମଣରେ ଅତିକମରେ ଚାରି ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ମକୁଇ ଅଶାଙ୍ଗ ଏବଂ ଥାବାମ୍ବା ନାଗା ମଧ୍ୟରେ ଥିବା ଏକ ଦୁର୍ଗମ ଅଞ୍ଚଳରେ ଏହି…

Golabandha displaced families: ୪ ଦଶନ୍ଧିର ଅପେକ୍ଷାର ଅନ୍ତ; ଗୋଳାବନ୍ଧର ୧୩୭୧ ବିସ୍ଥାପିତଙ୍କ ପାଇଁ ୭୫.୬୦…

ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ…

ହକି ବିଶ୍ୱକପ୍: ୧୯୭୪ ପରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଆମଷ୍ଟରଡାମ୍ (ନେଦରଲ୍ୟାଣ୍ଡସ): ସେମିଫାଇନାଲ୍ ଦୌଡ଼ରୁ ସାମାନ୍ୟ ପାଇଁ ବାଦ୍ ପଡ଼ିଥିବା ଭାରତୀୟ ମହିଳା ହକି ଦଳ ବିଶ୍ୱକପ୍‌ରେ ଏକ ସ୍ମରଣୀୟ ବିଜୟ ସହ ନିଜର ଅଭିଯାନ ଶେଷ କରିଛି । ଗୁରୁବାର ଖେଳାଯାଇଥିବା ୫ମ-୬ଷ୍ଠ ସ୍ଥାନ  ମ୍ୟାଚ୍‌ରେ ସଲିମା ଟେଟେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜର୍ମାନୀକୁ…