Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନେପାଳରେ ଓଡ଼ିଆ ଖେଳାଳି ସୁରକ୍ଷିତ: ମନ୍ତ୍ରୀ

ଭୁବନେଶ୍ୱର: ନେପାଳ ଯାଇ ଫେରି ନଥିବା ଓଡ଼ିଆ ଫୁଟବଲ୍‌ ଖେଳାଳି ସୁରକ୍ଷିତ। ସମସ୍ତେ ସୁରକ୍ଷିତ ଥିବା କହିଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଖୁବ୍ ଶୀଘ୍ର ସମସ୍ତଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଆଣିବାକୁ ଯୋଜନା ଚାଲିଛି। ଗୃହ ମନ୍ତ୍ରାଳୟକୁ ଏ ବାବଦରେ ଅବଗତ କରାଯାଇ ସାରିଛି। ଓଡ଼ିଶା…

ନୂଆ ପରିବହନ ନୀତିକୁ ନେଇ ଚର୍ଚ୍ଚା: ବାତିଲ୍‌ ହେବ ୨୦ ଲକ୍ଷ ଗାଡ଼ିର ଆର୍‌ସି

ଭୁବନେଶ୍ୱର: ଆପଣଙ୍କ ପାଖରେ ପୁରୁଣା ଗାଡ଼ି ଅଛି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଏହି ଖବର। କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟର ନୂଆ ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭେଇକିଲ୍ କ୍ଲାସିଫିକେସନ୍‌ ନୀତି ଅନୁସାରେ କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ…

କାନପୁରରେ ବଡ଼ ବିମାନ ଦୁର୍ଘଟଣା: ତାଲିମପ୍ରାପ୍ତ ୨ ପାଇଲଟଙ୍କ ମୃତ୍ୟୁ

କାନପୁର: ଉତ୍ତର ପ୍ରଦେଶର କାନପୁରସ୍ଥିତ ଗଙ୍ଗା ନଦୀ ନିକଟସ୍ଥ ଏକ ବିଲରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଏକ ଘରୋଇ ଟ୍ବିନ୍-ଇଞ୍ଜିନ୍, ୪-ସିଟର ତାଲିମପ୍ରାପ୍ତ ବିମାନ ନିୟନ୍ତ୍ରଣ ହରାଇ ତଳେ ଖସିପଡ଼ିବା ଫଳରେ ଏଥିରେ ଥିବା ଇନଷ୍ଟ୍ରକ୍ଟର ପାଇଲଟ ଏବଂ ଟ୍ରେନି ପାଇଲଟ - ଦୁହିଁଙ୍କର…

ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡିଯିବା ଘଟଣା: ପାରାଦ୍ଵୀପ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ କ୍ର‌୍ୟୁ ସଦସ୍ୟ

ପାରାଦୀପ: ଓସେନ୍‌ ୱିନର୍‌ ଜାହାଜର ଉଦ୍ଧାର ଦୁଇ ଜଣ କ୍ର‌୍ୟୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଛି। ଏହି ଦୁଇ ଜଣ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ‘ଭରଦ’ରେ ପାରାଦୀପ ଆସୁଛନ୍ତି। ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡିଯିବା ଘଟଣାରେ ଏବେ ବି ୨୨ ଜଣ ନିଖୋଜ ଅଛନ୍ତି। ଇମିଗ୍ରେସନ ବିଭାଗର ଯାଞ୍ଚ…

ନେପାଳ ବନ୍ୟା, ବିହାରରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ତିବ୍ଦତ ସୀମା ନିକଟବର୍ତ୍ତୀ ନେପାଳର ରସୁୱା ଜିଲ୍ଲାରେ ବୁଧବାର ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୬୦କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପ୍ରାୟ ୪୦୦ ଲୋକ ନିଖୋଜ ଅଛନ୍ତି। ଯେଉଁଥିରେ ୧୩୩ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୩୭ ଜଣ ପ୍ରବାସୀ ଭାରତୀୟ ଅଛନ୍ତି। ତେବେ…

ବିଶ୍ୱରେ ପ୍ରଥମ:ଏଆଇ-ସହାୟତାରେ-ପ୍ରଥମ-ମସ୍ତିଷ୍କ-ଅସ୍ତ୍ରୋପଚାର

ଲଣ୍ଡନ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଲଣ୍ଡନର 'ନ୍ୟାସନାଲ ହସ୍ପିଟାଲ୍ ଫର୍ ନ୍ୟୁରୋଲୋଜି ଆଣ୍ଡ୍ ନ୍ୟୁରୋସର୍ଜରୀ'ର ଡାକ୍ତରମାନେ ବିଶ୍ୱରେ ପ୍ରଥମ ଥର ପାଇଁ (AI) ର ସହାୟତା ନେଇ ଜଣେ ରୋଗୀଙ୍କ ମସ୍ତିଷ୍କରୁ ସଫଳତାର ସହ ଟ୍ୟୁମର୍ ବାହାର କରିଛନ୍ତି। ଏହି ଐତିହାସିକ…

ନେପାଳ ବନ୍ୟାରେ ନିଖୋଜ ୨ ଓଡ଼ିଆ, ସହାୟତା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ନୂଆଦିଲ୍ଲୀ: ତିବ୍ଦତ ସୀମା ନିକଟବର୍ତ୍ତୀ ନେପାଳର ରସୁୱା ଜିଲ୍ଲାରେ ବୁଧବାର ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୬୦କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପ୍ରାୟ ୪୦୦ ଲୋକ ନିଖୋଜ ଅଛନ୍ତି। ଯେଉଁଥିରେ ୧୩୩ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୩୭ ଜଣ ପ୍ରବାସୀ ଭାରତୀୟ ଅଛନ୍ତି।…

ନେପାଳରେ ବନ୍ୟା; ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି, ୧୩୩ ଭାରତୀୟ ନିଖୋଜ…

ନୂଆଦିଲ୍ଲୀ: ତିବ୍ଦତ ସୀମା ନିକଟବର୍ତ୍ତୀ ନେପାଳର ରସୁୱା ଜିଲ୍ଲାରେ ବୁଧବାର ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୬୦କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପ୍ରାୟ ୪୦୦ ଲୋକ ନିଖୋଜ ଅଛନ୍ତି। ଯେଉଁଥିରେ ୧୩୩ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୩୭ ଜଣ ପ୍ରବାସୀ ଭାରତୀୟ ଅଛନ୍ତି।…

ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ; ୩ ଗିରଫ

ବଡ଼ବିଲ:ଖଣି ମାଫିଆଙ୍କ ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ରେଲୱେ ସାଇଡିଂ ନିକଟରେ ଥିବା ଡମ୍ପିଙ୍ଗ ୟାର୍ଡରୁ ଲୁହାପଥର ଚୋରାଚାଲାଣବେଳେ ପୋଲିସ ଅତର୍କିତ ଚଢ଼ଉ କରି ତିନି ଜଣଙ୍କୁ ଗିରଫ କରିଛି । । ଚଢ଼ଉ ସମୟରେ ଘଟଣାସ୍ଥଳରୁ ଏକ ଲୁହାପଥର ବୋଝେଇ ଟ୍ରକ,…