Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

LVM3-M6: ଇସ୍ରୋର LVM3-M6 ମିଶନର ଉତକ୍ଷେପଣ ତାରିଖ ଚୂଡ଼ାନ୍ତ, ଜାଣନ୍ତୁ କେବେ ହେବ ଲଞ୍ଚ…

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଘୋଷଣା କରିଛି ଯେ, ଏହାର LVM3-M6 ମିଶନ୍ ଆସନ୍ତା ଡିସେମ୍ବର ୨୪ରେ ସକାଳ ୮ଟା ୫୪ରେ IST ରେ ଉତକ୍ଷେପଣ କରାଯିବ । ଭାରି-ଉତ୍ତୋଳନ ଯାନ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟର (SDSC SHAR) ରେ ଦ୍ୱିତୀୟ ଲଞ୍ଚ ପ୍ୟାଡ୍ (SLP) ରୁ…

Do Eggs Increase Risk of Cancer:ଭୟ ନ କରି ଖାଆନ୍ତୁ ଅଣ୍ଡା;ସବୁଠାରୁ ବଡ଼ ଚିନ୍ତାର ସମାଧାନ କଲା FSSAI

ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ନିରାପଦ, ଏବଂ ଏହାକୁ ଖାଇବା ଦ୍ୱାରା କର୍କଟ ରୋଗର କୌଣସି ଆଶଙ୍କା ନାହିଁ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଅଣ୍ଡା ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ ଏବଂ ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି।…

India–Oman Free Trade Agreement: ଭାରତ-ଓମାନ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ;ଏହି…

ନୂଆଦିଲ୍ଲୀ:ଡିସେମ୍ବର ୧୮ ତାରିଖରେ ଭାରତ ଏବଂ ଓମାନ ମଧ୍ୟରେ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା(India–Oman free trade pact) ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହୋଇପାରେ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ(Piyush Goyal) ଶୁକ୍ରବାର କହିଛନ୍ତି ଯେ ଉଭୟ ଦେଶ ଆଗାମୀ ତିନି…

ଚଳିତବର୍ଷ ରେଳ ପଥ ମାଧ୍ୟମରେ ନିଶା ଦ୍ରବ୍ୟ ଚୋରା ଚାଲାଣ ରୋକିବାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳବାଇ ଥାନା…

ଭୁବନେଶ୍ବର: ବିଭିନ୍ନ ସମୟରେ ନିଶା ବ୍ୟବସାୟୀ ମାନେ ଗଞ୍ଜେଇ, ବ୍ରାଉନ ସୁଗାର, ଅଫିମ, କଫ ସିରପ ଓ ଅନ୍ୟାନ୍ୟ ବେଆଇନ ମାଦକ ଦ୍ରବ୍ୟ ରେଳ ପଥ ମାଧ୍ୟମରେ ଚାଲାଣ କରୁଛନ୍ତି । ରେଳ ପଥ ମାଧ୍ୟମରେ ବଢୁଥିବା ଏହି ନିଶା ଦ୍ରବ୍ୟ ଚୋରାଚାଲାଣ ପ୍ରକ୍ରିୟାକୁ ରୋକିବା ନେଇ ଅନେକ ସମୟରେ ରେଳବାଇ ଥାନା…

ସରକାର ‘ମନରେଗା’ ଉପରେ ବୁଲଡୋଜର ଚଢାଇଦେଲେ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ରର ଏନଡିଏ ସରକାର ସଂସଦର ଶୀତକାଳୀନ ଅଧିବେଶନରେ ମନରେଗା ବଦଳରେ 'ଭିବି-ଜି ରାମ ଜୀ' ବିଲ୍ ଆଣିଥିଲେ । ଏହି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି । ଏହି ବିଲ୍ ପାସ୍ ହେବା ପରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।…

Maoists Surrender:ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୪୧ ମାଓବାଦୀ

ହାଇଦ୍ରାବାଦ: ମାଓ ସଂଗଠନକୁ ଏକ ବଡ଼ ଝଟକା । ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ୪୧ ମାଓବାଦୀ । ୪୧ ମାଓବାଦୀ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏଥିରେ କମ୍ପାନୀ ପ୍ଲାଟୁନ୍ କମିଟି ଏବଂ ଡିଭିଜନାଲ୍ କମିଟି ସ୍ତରରେ ଛଅ ଜଣ ବରିଷ୍ଠ ଅଧିକାରୀ…

ଫରେଷ୍ଟ ଗାର୍ଡ ଚାକିରି କରାଇଦେବା ନାଁରେ ୩ ଲକ୍ଷରୁ ଅଧିକ ଟଙ୍କା ନେଇ ଯବାନ ଫେରାର

ଭଦ୍ରକ: ଫରେଷ୍ଟ ଗାର୍ଡ ଚାକିରି କରାଇ ଦେବାକୁ କହି ୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ପୋଲିସ ଏସଓଜିରେ କାର୍ଯ୍ୟ କରୁଥିବା ଜଣେ ଯବାନଙ୍କ ନାମରେ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ଦେଇଥିବା ଟଙ୍କା ଫେରସ୍ତ କରିବାକୁ ଗୁହାରି କରି ବିଫଳ ହେବା ପରେ ଅଭିଯୋଗକାରୀ ଜଣଙ୍କ ଭଦ୍ରକ…

ନଅ ବର୍ଷ ପରେ ପୁଣି ଆରମ୍ଭ ହେବ ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ଭେ, ଜାଣନ୍ତୁ ଏଥିରେ କ’ଣ ପଚରାଯାଏ?

ନୂଆଦିଲ୍ଲୀ: ଯଦି ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଥାଏ ତେବେ ତାଙ୍କୁ ସୁସ୍ଥ ବୋଲି ବିବେଚନା କରାଯାଏ। ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି ବିଶ୍ୱାସ କରନ୍ତି ଯେ ସେ ଅସୁସ୍ଥ, ତେବେ ତାଙ୍କ ଶରୀର ତାଙ୍କ ମନ ଅନୁସାରେ…

ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ SIR କୁ ବିରୋଧ କରୁଛି ଟିଏମସି: ବଙ୍ଗଳାରେ ମମତାଙ୍କୁ ମୋଦିଙ୍କ ଆକ୍ରମଣ

କୋଲକାତା: ଶନିବାର ଦିନ କୁହୁଡ଼ି ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ତାହେରପୁରରେ ଅବତରଣ କରିପାରିନଥିଲା। ପ୍ରଧାନମନ୍ତ୍ରୀ ମୋଦି ଏହା ପରେ ମୋବାଇଲ୍ ଫୋନ୍ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ ଟିଏମସି ଏବଂ ମମତା ବାନାର୍ଜୀଙ୍କ ସରକାର ଉପରେ…

Barabati Fort: ଖୁବଶୀଘ୍ର ଐତିହାସିକ ବାରବାଟୀ ଦୁର୍ଗର ହେବ ସୌନ୍ଦର୍ଯ୍ୟକରଣ…

କଟକ: ବଦଳିବ ଐତିହାସିକ ବାରବାଟୀ ଦୁର୍ଗର ରୂପରେଖ । ଏହି ଆଶାରେ ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ କରାଯିବାକୁ ଏକ ନୂଆ ଯୋଜନା ହୋଇଛି । ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ ଦେବ । ୨୦୨୬ ଡିସେମ୍ବର ବେଳକୁ ଐତିହାସିକ ବାରବାଟୀ ଦୁର୍ଗ ସୌନ୍ଦର୍ଯ୍ୟକରଣ ଶେଷ କରିବାକୁ…