Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ: ୟୁକେରେ ଲୁଚି ରହିଛି ମୁଖ୍ୟ ଅଭିଯୁକ୍ତ, ଭାରତ ଆଣିବା ପାଇଁ ବ୍ଲୁ କର୍ଣ୍ଣର ନୋଟିସ୍…

ନୂଆଦିଲ୍ଲୀ: ଡିସେମ୍ବର ୬ ତାରିଖରେ ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ମାମଲାରେ ଅଭିଯୁକ୍ତ ବ୍ରିଟିଶ ନାଗରିକ ସୁରିନ୍ଦର କୁମାର ଖୋସଲାଙ୍କ ବିରୋଧରେ ଗୋଆ ପୋଲିସ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମାଧ୍ୟମରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିବା ପ୍ରକ୍ରିୟା ଆରମ୍ଭ କରିଛି।…

Rahul Gandhi: ବିଦେଶ ଯାଇ କେଉଁ ଷଡ଼ଯନ୍ତ୍ର ରଚୁଛନ୍ତି ରାହୁଲ ଗାନ୍ଧୀ… କଂଗ୍ରେସ ସାଂସଦଙ୍କୁ ବିଜେପିର ଆକ୍ରମଣ

ନୂଆଦିଲ୍ଲୀ: ନେତା ଗୌରବ ଭାଟିଆ ପୁଣି ଥରେ ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, "ବିରୋଧୀ ନେତାମାନେ, ଯାହାଙ୍କର ପ୍ରାଥମିକ ଦାୟିତ୍ୱ ଅଧିବେଶନ ସମୟରେ ସଂସଦରେ ଉପସ୍ଥିତ ରହିବା, ସେମାନେ ବିଦେଶ ଯାଆନ୍ତି।" ସେ ଆହୁରି ଅଭିଯୋଗ କରିଛନ୍ତି ଯେ ରାହୁଲ…

ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଡ୍ରେସ୍ କୋଡ୍, ନିୟମ ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଡ୍ରେସ୍ କୋଡ୍ ଲାଗୁ କରିଛନ୍ତି। କାର୍ମିକ ଏବଂ ପ୍ରଶାସନିକ ସଂସ୍କାର ବିଭାଗ (DPAR) ଦ୍ୱାରା ଏକ ସର୍କୁଲାର ଜାରି କରାଯାଇଛି। କାର୍ଯ୍ୟାଳୟରେ ଚିରା ଜିନ୍ସ ଏବଂ ସ୍ଲିଭ୍ ଲେସ୍ ପିନ୍ଧିବା ନିଷେଧ। ଏହି ଆଦେଶ ପଛରେ ଉଲ୍ଲେଖିତ…

ବିମାନବନ୍ଦରରେ ଗୁଣ୍ଡାଗର୍ଦ୍ଦି, ପାଇଲଟଙ୍କ ମାଡରେ ଯାତ୍ରୀ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ପାଇଲଟଙ୍କ ଗୁଣ୍ଡାଗର୍ଦ୍ଦି। ପାଇଲଟ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିମାନବନ୍ଦରର ଟର୍ମିନାଲ ୧ ରେ ଅଙ୍କିତ ଦିୱାନ ନାମକ ଜଣେ ଯାତ୍ରୀ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଅଙ୍କିତ ଦିୱାନଙ୍କ…

Ganza Seized: ୨୬ କେଜି ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ଗଜପତି: ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୬ କିଲୋ ଗଞ୍ଜେଇ ଜବତ କରାଯାଇଛି । ଗଜପତିଜିଲ୍ଲା ଅଡବା ଥାନା ନଳାଘାଟ ଗାଁ ନିକଟରେ ଏକ କାରରେ ଏହି ଚୋରାଚାଲାଣ ହେଉଥିବାବେଳେ, ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଧରିବାରେ ସଫଳ ହୋଇଛି ଗଜପତି…

ଦୁଷ୍କର୍ମ ପୀଡିତା ହେଲେ ଗର୍ଭବତୀ, ବନ୍ଧା ହେଲା ଅଭିଯୁକ୍ତ

ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପାଞ୍ଚମାସର ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଲା। ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ବୀରମିତ୍ରପୁର ପୋଲିସ ଗିରଫ କରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟଚାଲାଣ…

ବାଂଲାଦେଶରେ ବଢୁଛି ହିନ୍ଦୁଙ୍କ ପ୍ରତି ‌ଅତ୍ୟାଚାର: ଭାରତ ସରକାରଙ୍କୁ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କଲେ…

ନୂଆଦିଲ୍ଲୀ: ବାଂଲାଦେଶର ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡିଛି। ନିର୍ବାଚନ ପୂର୍ବରୁ ଅନେକ ସହର ଜଳୁଛି ଏବଂ ହିଂସା ଦେଖାଯାଉଛି। ରାଜନୈତିକ କର୍ମୀ ଉସମାନ ହାଦିଙ୍କ ହତ୍ୟା ପରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଏହି ସମୟରେ, ଈଶ୍ୱନିନ୍ଦା ଅଭିଯୋଗରେ ବାଂଲାଦେଶରେ ଜଣେ ହିନ୍ଦୁ…

ଟ୍ରେନ୍ ଧକ୍କାରେ ୮ ହାତୀ ମୃତ; ରାଜଧାନୀ ଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତ

ଗୌହାଟି: ଆସାମର ନାଗାଓଁ ଜିଲ୍ଲାରେ ଶନିବାର ଭୋର ସମୟରେ ହାତୀ ପଲଙ୍କ ସହ ରାଜଧାନୀ ଏକ୍ସପ୍ରେସ ଧକ୍କା ହେବାରୁ ୫ ବଗି ଲାଇନଚ୍ୟୁତ ହୋଇଛି। ଏଥିସହିତ ଅତି କମରେ ୮ ହାତୀଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ତେବେ…

ଏଣିକି ଜେଲ୍ ପାଚେରି ଡେଇଁଲେ ବାଜିବ ସାଇରନ୍, କଏଦୀଙ୍କୁ ଜଗିବ ଏଆଇ

ଭୁବନେଶ୍ଵର: ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି ଜେଲ୍ ଅନ୍ତେବାସୀ। ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। କଡ଼ାକଡ଼ି ହେଲା ଜେଲ୍ ନିୟମ। କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍ ଭିତରେ…

ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ଘରେ ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ରେଡ୍…

ଜଗତସିଂହପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଓଡ଼ିଶା ଭିଜିଲାନ୍ସ ଫରେଷ୍ଟ ରେଞ୍ଜ ଅଧିକାରୀ ରାଜେନ୍ଦ୍ର ସାମନ୍ତରାୟଙ୍କ ସହ ଜଡିତ ଚାରିଟି ସ୍ଥାନରେ ଚଢାଉ କରିଛନ୍ତି। ରାଜେନ୍ଦ୍ର ସାମନ୍ତରାୟ ଜଗତସିଂପୁର ଜିଲ୍ଲାର ରାହାମା ଫରେଷ୍ଟ ରେଞ୍ଜରେ କାର୍ଯ୍ୟରତ। ତାଙ୍କ ଜ୍ଞାତ…