Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Deputy CM On Cyclone: ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାର ପ୍ରସ୍ତୁତ, ୪୮ ଘଣ୍ଟାରେ କରାଯିବ ବିଦ୍ୟୁତ୍‌…

ଭୁବନେଶ୍ଵର: ବଳ ଗୋଟାଉଛି ବାତ୍ୟା ମନ୍ଥା। ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରି ନିକଟତର ହେଉଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଯଦି ଅଧିକ ପବନ କିମ୍ବା ବର୍ଷା ଯୋଗୁଁ…

Hafiz Saeed’s Terror Plot: ପୂର୍ବୋତ୍ତର ରାଜ୍ୟରେ ବଡ ଷଡଯନ୍ତ୍ର ରଚୁଛି ହାଫିଜ୍ ସଇଦ୍!, ବାଂଲାଦେଶରେ ଡେରା…

ନୂଆଦିଲ୍ଲୀ: ଲସ୍କର-ଏ-ତୈବା (LeT) ପ୍ରତିଷ୍ଠାତା ଏବଂ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ୍ ଘନିଷ୍ଠ ସହଯୋଗୀ ଇବତିସାମ୍ ଇଲାହି ଜାହିର ଆଜିକାଲି ବାଂଲାଦେଶରେ ଅତ୍ୟନ୍ତ ସକ୍ରିୟ ଅଛନ୍ତି। ସୂଚନା ଅନୁଯାୟୀ, ସେ ଦେଶର ଅନେକ ସମ୍ବେଦନଶୀଳ ସୀମାନ୍ତ ଜିଲ୍ଲା ଗସ୍ତ…

India’s Trishul Exercise: ଭାରତର ତ୍ରିଶୂଳ, ନଦେଖୁଣୁ ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ଭାରତର ତ୍ରିଶୂଳ ଶୋ ଡାଉନ୍...ସାମିଲ ହେବେ ୩୦ ହଜାରରୁ ଅଧିକ ସୈନ୍ୟ...ପାକ୍ ସେନାଙ୍କ ମନରେ ଛନକା...ବନ୍ଦ ହେଲା ସବୁ ଏୟାରସ୍ପେଶ୍... ଭାରତର ତିନି ସଶସ୍ତ୍ର ବାହିନୀ ଅକ୍ଟୋବର ୩୦ ତାରିଖରେ ପଶ୍ଚିମ ସୀମାରେ ମିଳିତ ଭାବରେ ତ୍ରିଶୂଳ ଅଭ୍ୟାସ ଆରମ୍ଭ କରିବେ। ଭାରତୀୟ ସେନା…

Cyclone Montha: ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଲା ମୋନ୍ଥା । ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁଉଛି ବାତ୍ୟା। ଅନ୍ୟପଟେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୋନ୍ଥାର ପ୍ରଭାବ ଓ ପ୍ରସ୍ତୁତି ସଂପର୍କରେ ସମୀକ୍ଷା…

ପୂର୍ବତଟ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ବରିଷ୍ଠ ଅଧିକାରୀଙ୍କ ସହ ‘ମୋନ୍ଥା’ର ପ୍ରସ୍ତୁତି ସମୀକ୍ଷା କଲେ ରେଳ ମନ୍ତ୍ରୀ

ଭୁବନେଶ୍ୱର: ସାମୁଦ୍ରିକ ଝଡ ‘ମୋନ୍ଥା’ ର ପ୍ରସ୍ତୁତି ସମୀକ୍ଷା କଲେ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ପୂର୍ବତଟ ରେଳପଥ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ବରିଷ୍ଠ ଅଧିକାରୀଙ୍କ ସହିତ ଘୂର୍ଣ୍ଣିଝଡ଼ ‘ମୋନ୍ଥା’ ପ୍ରସ୍ତୁତି…

Cyclone Montha: ଆଜିଠୁ ୧୧ ଜିଲ୍ଲାରେ ବନ୍ଦ ରହିବ ସବୁ ସ୍କୁଲ, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ୱର: ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି। ଏବେ ମଛଲିପଟନମ ଠାରୁ ୧୯୦, କାକିନାଡ଼ାଠାରୁ ୨୭୦ କିମି ଦୂରରେ ଅଛି ‘ମୋନ୍ଥା’ । ସେହିପରି ଗୋପାଳପୁର ଠାରୁ ୫୭୦ କିମି ଦୂରରେ ଅଛି। ଆଜି ସଂଧ୍ୟା କିମ୍ବା ରାତିରେ…

Cyclone Montha: ଭୀଷଣ ବାତ୍ୟାର ରୂପ ନେଲା “ମୋନ୍ଥା”, ୧୫ କିଲୋମିଟର ବେଗରେ ମାଡି ଆସୁଛି, ସନ୍ଧ୍ୟା ସୁଦ୍ଧା…

ନୂଆଦିଲ୍ଲୀ: ଭୀଷଣ ବାତ୍ୟାର ରୂପ ନେଲା ମୋନ୍ଥା । ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁଉଛି ବାତ୍ୟା । ସନ୍ଧ୍ୟାରେ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବ। ବଙ୍ଗୋପସାଗର ଗତ ୬ ଘଣ୍ଟା ମଧ୍ୟରେ ୧୫ କିଲୋମିଟର ଘଣ୍ଟା ବେଗରେ ଉତ୍ତର-ଉତ୍ତରପଶ୍ଚିମ…

Cargo Ship Arrested: ପାରାଦୀପ ବନ୍ଦରରେ ଲାଗିଥିବା ପଣ୍ୟବାହୀ ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପାରାଦୀପ: ପାରାଦୀପ ପୋର୍ଟରେ ଥିବା ଏକ ପଣ୍ୟବାହୀ ଜାହାଜକୁ ଗିରଫ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମ୍‌.ଭି. ମ୍ୟାଗନେଟ୍‌ ଟିମ୍‌ ଜାହାଜ ରୁଷିଆରୁ କୁକିଂ କୋଲ ନେଇ ପାରାଦୀପ ଆସିଥିଲା । ଏହି ଜାହାଜ ଉପରେ ୨କୋଟି ୧୧ଲକ୍ଷ ୮୨ ହଜାର ୬୫୬ଟଙ୍କା ବକେୟା ରହିଛି । ଏହି ଟଙ୍କା ନଦେବାରୁ…

Fire safety In Bus: ବସରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ: ନଥିଲେ ଦେବେ ଜରିମାନା, ପ୍ରତି ୩ ମାସରେ ହେବ ଯାଞ୍ଚ

ଭୁବନେଶ୍ୱର: କୁର୍ଣ୍ଣୁଲରେ ଚଳନ୍ତା ବସ୍ ରେ ଅଗ୍ନିକାଣ୍ଡ ଘଟି 25 ଯାତ୍ରୀଙ୍କ ଜୀବନ ଯିବାପରେ ଏବେ ଏହାକୁ ଗୁରୁତର ନେଇଛି ରାଜ୍ୟ ପରିବହନ ଓ ଅଗ୍ନିଶମ ବିଭାଗ । କିଭଳି ଏହି ବିପଦପୂର୍ଣ୍ଣ ଯାତ୍ରାକୁ ଏଡ଼ାଇ ହେବ, ଏଥିପାଇଁ ‌ସ୍କୁଲ୍‌ ବସ୍‌ ଠାରୁ ଆରମ୍ଭ କରି ନାଇଟ୍‌ ‌କୋଚ୍‌, ଏସି ବସ୍‌,…

Cyclone Montha Update: କ୍ଷୀପ୍ର ଗତିରେ ମାଡି ଆସୁଛି ‘ମୋନ୍ଥା’, ସନ୍ଧ୍ୟାରୁ ବଢିବ ବର୍ଷାର ପରିମାଣ, ରାତିରେ…

ଭୁବନେଶ୍ବର: ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୋନ୍ଥା’ । ଗତ ୬ଘଣ୍ଟା ଧରି ସମୁଦ୍ରରେ ଏହା ଘଣ୍ଟା ପ୍ରତି ୧୭କି.ମି. ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଛି । ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଆନ୍ଧ୍ର ଉପକୂଳ ଛୁଇଁବ । ଭୀଷଣ ବାତ୍ୟା ରୂପରେ କାକିନାଡ଼ାର ସାମାନ୍ୟ ଉତ୍ତରରେ…