Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Chhath Puja: କୁଆଖାଇ ନଦୀକୂଳରେ ଆୟୋଜିତ ଛଠ୍‌ପୂଜାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସ୍ଥା ଓ ବିଶ୍ୱାସର ମହାନ ପର୍ବ ‘ଛଠ୍‌ ପୂଜା’ ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳର ଉଦୟମାନ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିବା ପାଇଁ ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀକୂଳରେ ଏକାଠି ହୋଇଥିବା ଭକ୍ତମାନଙ୍କ ସହ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ…

ବାତ୍ୟା ‘ମୋନ୍ଥା’: ୧୦୮ ଆମ୍ବୁଲାନ୍ସ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା ମୋନ୍ଥା । ସ୍ଥଳଭାଗର ନିକଟତର ହେଉଛି ବାତ୍ୟା 'ମୋନ୍ଥା'  । ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରି ନିକଟତର ହେଉଛି । ମଛଲିପଟନମ ଠାରୁ ୨୩୦, କାକିନାଡ଼ା ଠାରୁ ୩୧୦ କିମି ଦୂରରେ ଥିବାବେଳେ, ଗୋପାଳପୁର ଠାରୁ ୫୭୦ କିମି ଦୂରରେ ରହିଛି 'ମୋନ୍ଥା' ।  ଏନେଇ…

Job Fraud:ଝାଡ଼ୁଦାର ଚାକିରି ଠକେଇ ମାମଲା, ବିଷ ପିଇଥିବା ମହିଳା ମୃତ

ସମ୍ବଲପୁର:ଝାଡୁଦାର ଚାକିରି ଦେବା ନାଁରେ ପ୍ରାୟ ୬ ଶହ ଲୋକଙ୍କ ଠାରୁ ୬୪ ଲକ୍ଷ କଲେକ୍ସନ କରିଥିଲେ ୩୮ ବର୍ଷୀୟ ସ୍ୱର୍ଣ୍ଣପ୍ରଭା ପାଢ଼ୀ । ଚାପଗ୍ରସ୍ତ ହୋଇ ବିଷ ପିଇ ଦେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ  ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର…

Food poisoning: ଭୋଜିରେ ଖାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ହସ୍ପିଟାଲରେ ଭର୍ତ୍ତି

କୋରାପୁଟ:ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଗୁରୁତର । ଭୋଜି ଖାଦ୍ୟ ଖାଇ ଗୁରୁତର ହୋଇଥିବା ସୂଚନା ରହିଛି । କୋରାପୁଟ ମେଡିକାଲ କଲେଜରେ ଚାଲିଛି ଚିକିତ୍ସା । ସୂଚନାମୁତାବକ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ତାଙ୍କ ବାସଭବନରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ । ଏହାପରେ ତାଙ୍କୁ…

Cyclone montha: ‘ମୋନ୍ଥା’କୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ; ହେଲ୍ପଲାଇନ୍ ନଂ 1912 ଜରିଆରେ…

ଭୁବନେଶ୍ୱର: ଆସୁଥିବା ବାତ୍ୟା 'ମୋନ୍ଥା' (Cyclone montha)ଉପରେ ନଜର ରଖି, ମାନ୍ୟବର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବାତ୍ୟାର ସମ୍ଭାବ୍ୟ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ସରକାରୀ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଥିଲେ। ବୈଠକରେ ଉନ୍ନୟନ କମିଶନର, ଏସିଏସ୍…

Cyclone montha: ଆସୁଛି “ମୋନ୍ଥା; ଅମଳ ହୋଇସାରିଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ପରାମର୍ଶ

ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟା "ମୋନ୍ଥା"କୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ୩୧ ତାରିଖ ଯାଏଁ କୌଣସି କୃଷି ଅଧିକାରୀ ଛୁଟି ନେଇପାରିବେ ନାହିଁ ବୋଲି…

ସଂପତ୍ତି ତାଲିକା ନଦେଲେ ସରକାରୀ କର୍ମଚାରୀଙ୍କ ପ୍ରମୋସନ ବନ୍ଦ 

ଭୁବନେଶ୍ୱର: ଯଦି କର୍ମଚାରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେମାନଙ୍କର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାରେ ବିଫଳ ହୁଅନ୍ତି, ତେବେ ସେମାନେ ପଦୋନ୍ନତି ପାଇଁ ଯୋଗ୍ୟ ହେବେ ନାହିଁ। ଏନେଇ ଓଡ଼ିଶା ସରକାର ସ୍ପଷ୍ଟ କରିଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ…

Cyclone montha:’ମୋନ୍ଥା’ ପାଇଁ ପୁରୀ,ନୟାଗଡ଼ ଜିଲ୍ଲାରେ ଏହି ୨ ଦିନ ସ୍କୁଲ ଛୁଟି

ଭୁବନେଶ୍ବର: ଆସୁଥିବା ବାତ୍ୟା 'ମୋନ୍ଥା' ଉପରେ ନଜର ରଖି ନୟାଗଡ଼ ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି ରହିବ । ସେହିପରି ପୁରୀ ଜିଲ୍ଲାରେ ମଧ୍ୟ ୨ ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । ପୁରୀ ଓ ନୟାଗଡ଼ରେ ୨୮ ଓ ୨୯ ତାରିଖ ଦୁଇ ଦିନ ପାଇଁ ସ୍କୁଲ ଛୁଟି ରହିବ । ସୂଚନାଥାଉକି, ବାତ୍ୟା ପାଇଁ…

ପ୍ରେମିକକୁ ହତ୍ୟା କରି ଘିଅ, ମଦ ଢାଳିଲା ପ୍ରେମିକା

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ହେଉଛି ଅନ୍ଧ । ଆଉ ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପଛାଏ ନାହିଁ । ହେଲେ ସେହି ପ୍ରେମ ଯେତେବେଳେ ବିଷ ହୋଇଯାଏ ମଣିଷକୁ ଅନ୍ଧାର ଦେଖାଯାଏ । ଦିଲ୍ଲୀରେ ସେମିତି ଏକ ଘଟଣା ସମସ୍ତଙ୍କୁ ଚକ୍କିତ କରିଛି । ଗାନ୍ଧୀ ବିହାର ଅଞ୍ଚଳର ୟୁପିଏସସି ଛାତ୍ର ରାମକେଶ…

Super Cyclone 1999: ମନେପଡେ ୧୯୯୯ ମହାବାତ୍ୟାର କାଳରାତ୍ରୀ

ଭୁବନେଶ୍ୱର: କାଳ ମାସ ଅକ୍ଟୋବର । ଏହି ସମୟରେ ହିଁ ଓଡିଶା ହୋଇଥିଲା ଛାରକାର । କାହାରି ମୁହଁରେ ହସ ନଥିଲା । କାହିଁକି ନା ଏହି ଅକ୍ଟୋବରରେ ଓଡିଶାରେ ହୋଇଥିଲା ମହାପ୍ରଳୟ । ସେହି ମହାବାତ୍ୟା ଦେଖିଥିବା ଲୋକେ ପୁଣି ବାତ୍ୟା ନାଁ ଶୁଣିଲେ ଚମକି ପଡନ୍ତି । ଟିଭି ରିମୋର୍ଟରୁ ହାତ ହଟେନି,…