Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Gold rate today: ସୁନା,ରୂପା ଦରରେ ଲାଗିଲା ବ୍ରେକ

ଭୁବନେଶ୍ବର: ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । ସୁନା,ରୂପା ଦରରେ ସାମାନ୍ୟ ବ୍ରେକ୍‌ ଲାଗିଲା । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୩୮୦ଟଙ୍କା କମିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୩ହଜାର ୧୦୦ ଟଙ୍କା କମିଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ୨୪…

ପୀତବାସ ପଣ୍ଡା ହତ୍ୟା ମାମଲା: ମାରିବା ପାଇଁ ହୋଇଥିଲା ୫୦ ଲକ୍ଷର ଡିଲ୍

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏସପିଙ୍କ ବଡ଼ ଖୁଲାସା। ହତ୍ୟା ମାମଲା ଉପରୁ ହଟିଲା ପରଦା । ପୀତବାସଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ପ୍ରି-ପ୍ଲାନ୍ । ବିହାରରୁ ଆସିଥିଲେ ହତ୍ୟାକାରୀ । ପୂରା ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ପ୍ରଥମେ…

Indian Air Force: କେତେ ଶକ୍ତିଶାଳୀ ଭାରତୀୟ ବାୟୁସେନା?

ନୂଆଦିଲ୍ଲୀ: ବିଶ୍ବର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହୋଇଛି ଭାରତୀୟ ବାୟୁସେନା । ବିଶ୍ୱ ଆଧୁନିକ ସାମରିକ ବିମାନ ନିର୍ଦ୍ଦେଶକ (WDMMA) ଦ୍ୱାରା ପ୍ରକାଶିତ ନୂତନ ରାଙ୍କିଂରେ ଏହା ପ୍ରକାଶ ପାଇଛି । ସବୁଠୁ ଆଶ୍ଚର୍ଯ୍ୟ ହେଉଛି ଭାରତୀୟ ବାୟୁ ଶକ୍ତି ଚୀନକୁ ବି ପଛରେ ପକାଇଛି ।…

ବାଙ୍ଗାଲୋରରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ, ଭଡ଼ା ଘରୁ ମୃତଦେହ ଉଦ୍ଧାର

କେନ୍ଦୁଝର: ତେଲକୋଇ ବ୍ଲକ୍‌ରେ ଦାଦନ ଦୁଃଖ। ବାଙ୍ଗାଲୋରରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ। ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି। ବାଙ୍ଗାଲୋରରେ କାମ କରୁଥିବା ଦେଉଳଡିହା ଗ୍ରାମର ଦମ୍ପତିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ରାକେଶ ପାତ୍ର (୨୫) ଓ ସୀମା ନାୟକ ।…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଗିରଫ ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ଗିରଫ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ । ଗତକାଲି ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା ପୋଲିସ । ଅନ୍ୟପଟେ ବିକ୍ରମ ପଣ୍ଡାଙ୍କୁ ଅଟକ ନେଇ ବିଜେଡି କରିଛି ପ୍ରତିବାଦ। ବିଜେଡି ପକ୍ଷରୁ ବ୍ରହ୍ମପୁର ଏସ୍‌ପି ଅଫିସ୍‌…

Trump’s Tariffs On China:”ନଭେମ୍ବର ୧ ତାରିଖରୁ ଚୀନ୍ ଉପରେ ୧୫୫% ଶୁଳ୍କ ଲାଗୁ”, ଭାରୀ ଶୁଳ୍କ…

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ବିଷୟରେ ଆଲୋଚନା ପୁଣି ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରୀ ଶୁଳ୍କ ଲାଗୁ କରିବାର ଘୋଷଣା କରି ଚୀନ୍ ପ୍ରତି ଧମକ ଘୋଷଣା କରିଛନ୍ତି। ହ୍ୱାଇଟ୍ ହାଉସରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି ଯେ ନଭେମ୍ବର ୧ ତାରିଖରୁ ଚୀନ୍ ଉପରେ ପ୍ରାୟ ୧୫୫%…

Group Clash: ଗୋଷ୍ଠୀ ସଂଘର୍ଷ, ମହିଳାଙ୍କୁ ମାଡ ମାରିବା ସହ ଜାଳିଦେଲେ ଘର ଓ ସ୍କୁଟି

ଅନୁଗୁଳ: ଗୋଷ୍ଠୀ ସଂଘର୍ଷରେ ଜାଳିଦେଲେ ଘର ଓ ସ୍କୁଟି। ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି। ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ। ଦୀପାବଳି ସନ୍ଧ୍ୟାରେ ସହର ଉପକଣ୍ଠ କୁମଣ୍ଡ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଗୋଟେ ଗୋଷ୍ଠୀ ମହିଳାଙ୍କୁ…

ପୁଣି ଫୋନ୍ ଯୋଗେ କଥା ହେଲେ PM Modi-Trump, ଦୁହେଁ ଦୁହିଁଙ୍କୁ ନେଇ କିଛି ଏପରି କହିଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଦୀପାବଳିର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ ଫୋନ୍ କଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋସିଆଲ…

Weather Update: ଅବପାତ ରୂପ ନେବ ଲଘୁଚାପ, ଏହି ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଛକୁ ପଛ ଆସୁଛି ୩ଟି ଲଘୁଚାପ । ଗୋଟିଏ ଲଘୁଚାପ ଏବେ ସୃଷ୍ଟି ହୋଇଛି । ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ବୁଧବାର ଅପରାହ୍ନ ସୁଦ୍ଧା…

ଭୁଲିଗଲା ସମ୍ପର୍କ: ବାପା, ମାଆଙ୍କୁ ହାଣିଦେଲା ପୁଅ

ଭଦ୍ରକ: ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ସମ୍ପର୍କ । ବୃଦ୍ଧ ବାପା ମାଆଙ୍କୁ ହାଣିଲା ସମ୍ପତ୍ତି ଲୋଭୀ ପୁଅ । ଦୁହେଁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭଦ୍ରକ ଚାନ୍ଦବାଲି ଖେରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଳବନ୍ଧ ଗାଁର ଏ ଅଭାବନୀୟ ଘଟଣା ଘଟିଛି। ଗୁରୁତୁର ଅବସ୍ଥାରେ…