Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚଳନ୍ତା ଟ୍ରେନରୁ ଖସି ପଡିଥାନ୍ତେ ବୃଦ୍ଧା, ଭିଡ଼ି ଆଣିଲେ ଆରପିଏଫ ଅଧିକାରୀ

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ଜଣେ ବୃଦ୍ଧା ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଖସିପଡ଼ିଥିଲେ। ଏହି ସମୟରେ ରେଳ ସୁରକ୍ଷା ବଳ (ଆରପିଏଏଫ) ଅଧିକାରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଛି। ରାତି ପ୍ରାୟ ୧ଟା ସମୟରେ ଘଟିଥିବା ଏହି ଘଟଣା ସିସିଟିଭି…

ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ରଖିଥିଲେ

ଭୁବନେଶ୍ୱର: ୨୦,୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଶିବ ମଲ୍ଲିକଙ୍କୁ ତାଙ୍କ ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରାଯାଇଛି। ମହାକାଳପଡ଼ା ତହସିଲଦାର ଭାବରେ କାର୍ଯ୍ୟରତ ଏହି ଅଧିକାରୀଙ୍କ ଉପରେ ଚଢାଉ ସମୟରେ ୪ଟି କୋଠା,…

Nobel Peace Prize: ମିଳିଲାନି ନୋବେଲ୍, ରାଗରେ କିଛି ଏମିତି କରିପାରନ୍ତି ରାଷ୍ଟ୍ରପତି ଟ୍ରମ୍ପ…

ନୂଆଦିଲ୍ଲୀ: ଭାଙ୍ଗିଗଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ। ମିଳିଲାନି ନୋବୋଲ୍ ଶାନ୍ତି ପୁରସ୍କାର । ଏଥିପାଇଁ ବିଶ୍ବରେ ହେଉଥିବା ଯୁଦ୍ଧରେ ବିରାମ ଦେବା ପାଇଁ ଯଥୋଚିତ ପ୍ରୟାସ କରିଥିଲେ ଟ୍ରମ୍ପ । ଏଯାବତ ୮ ଯୁଦ୍ଧ ଶେଷ କଲେଣି ବୋଲି ଦାବି ମଧ୍ୟ କରିଆସୁଛନ୍ତି । ହେଲେ…

Bihar Assembly Elections 2025: ବିହାରରେ ଚିରାଗ କିଙ୍ଗମେକର!

ପଟନା: ଗତ କିଛି ବର୍ଷ ଧରି ମେଣ୍ଟ, ଜାତି ସମୀକରଣ ଏବଂ ରାଜନୈତିକ ଚାଲବାଜି ଯୋଗୁଁ ବିହାର ରାଜନୀତି ଖବରରେ ରହିଛି। ଏପରି ଅନେକ ଉଦାହରଣ ରହିଛି ଯେଉଁଠାରେ ଛୋଟ ଦଳଗୁଡ଼ିକ ନିର୍ବାଚନ ପରେ କ୍ଷମତାର ଚାବି ଧରି କିଙ୍ଗମେକର ଭୂମିକା ଗ୍ରହଣ କରିଛନ୍ତି। ୨୦୦୫ ବିଧାନସଭା ନିର୍ବାଚନ ପରେ ରାମବିଳାସ…

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଆକାଉଣ୍ଟାଣ୍ଟ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ । ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍‌ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ର । ୬ ଜଣିଆ ଟିମ୍‌ ଚଢ଼ାଉ…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପରେ ଭାଙ୍ଗିଲା ଟ୍ରମ୍ପଙ୍କ ସ୍ବପ୍ନ…

ଓସ୍ଲୋ: ନରୱେର ରାଜଧାନୀ ଓସ୍ଲୋରେ ଶୁକ୍ରବାର ଦିନ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ଯାହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପୁରସ୍କାର ଜିତିବାର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି। ମାରିଆ କୋରିନା ମାଚାଡୋ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର…

ବରିଷ୍ଠ ଓକିଲ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା; ସିଆଇଏସଏଫ ଯବାନଙ୍କ ସମେତ ୩ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରରେ ବରିଷ୍ଠ ଓକିଲ ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲାର ତଦନ୍ତ କରି ପୋଲିସ ଜଣେ ସିଆଇଏସଏଫ ଯବାନଙ୍କ ସମେତ ତିନି ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ତେବେ ପୋଲିସ ସେମାନଙ୍କୁ ପଚରାଉଚରା କରି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରେ ବୋଲି କୁହାଯାଉଛି। ପୂର୍ବରୁ…

J-K: ପାଞ୍ଚ ଦିନ ଧରି ନିଖୋଜ ଥିବା ଯବାନଙ୍କର ମିଳିଲା ମୃତଦେହ, ଏବେ ବି ଜଣେ ନିଖୋଜ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ନିକଟରେ ଦୁଇ ଯବାନ ନିଖୋଜ ହେବା ଘଟାଣାରେ ଏବେ ବି ଚାଲିଛି ସର୍ଚ୍ଚ ଅପରେସନ୍। ମିଳିଥିବା ସୂଚନା ଅନୁଯାୟୀ ଆଜି ଅନନ୍ତନାଗ ଜିଲ୍ଲାର କୋକେରନାଗର ଘନ ଜଙ୍ଗଲରେ ଜଣେ ଯବାନଙ୍କ ମୃତଦେହ ମିଳିଛି। ଅନ୍ୟ ଯବାନଙ୍କର ଏବେ ବି ଖୋଜା ଚାଲିଛି।…

UK India Defence Deal: ବ୍ରିଟେନ ସହିତ ୪ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି, ଭାରତକୁ ମିଳିବ LMM…

ନୂଆଦିଲ୍ଲୀ: ଭାରତ ଏବଂ ୟୁକେ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ହୋଇଛି। ଭାରତୀୟ ସେନାକୁ ୟୁକେ ନିର୍ମିତ ହାଲୁକା ମଲ୍ଟିରୋଲ୍ ମିସାଇଲ୍ (LMMs) ଯୋଗାଇବା ପାଇଁ ବ୍ରିଟେନ୍ ୪୬୮ ନିୟୁତ ଆମେରିକୀୟ ଡଲାର (₹୪୧୫୫ କୋଟି) ମୂଲ୍ୟର ଏକ ଚୁକ୍ତି ସ୍ୱାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପାକିସ୍ତାନରେ 3G/4G ଇଣ୍ଟରନେଟ୍ ସେବା ବନ୍ଦ: ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ଅଣାୟତ୍ତ ସ୍ଥିତି

ନୂଆଦିଲ୍ଲୀ: ପାକିସ୍ତାନରେ 3G/4G ଇଣ୍ଟରନେଟ୍ ସେବା ବନ୍ଦ। ଇସ୍‌ଲାମାବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ୍ ବନ୍ଦ। ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି। ତେହେରିକ୍-ଏ-ଲବୈକ୍ ପାକିସ୍ତାନ(TLP)ର ବିକ୍ଷୋଭ ନେଇ ବନ୍ଦ। ରାଜଧାନୀ ଇସ୍‌ଲାମାବାଦକୁ ସଂଯୋଗ କରୁଥିବା…