Latest Odisha News
Browsing Category

Uncategorized

ପୋଲିସ ଆଗରେ ହତ୍ୟାର କାରଣ କହିଲେ ୨ ଅଭିଯୁକ୍ତ

ପ୍ରତିଶୋଧ ନେଉ ନେଉ ଜୀବନ ନେଇଗଲେ । ଅପରାଧ କରିବା ଆଗରୁ କିଛି ଭାବିଲେ ନାହିଁ । ଆଉ ହତ୍ୟା କରିବେ ପରେ ଘଟଣାର ସତ ବଖାଣିଲେ । ହଁ ଆଜ୍ଞା ଟିକିଏ ଭଲକରି ଦେଖନ୍ତୁ । ଏହି ୨ଜଣଙ୍କ ମୁହଁରେ କଳା କପଡା ଗୁଡା ହୋଇଛି । ଏମାନେ ଗୋଟିଏ ଲୋକର ଜୀବନ ନେଇ ସର୍ବସ୍ୱାନ୍ତ କରିଛନ୍ତି । ପ୍ରତିଶୋଧ…

ପିଓକେକୁ ବାଟ ଫିଟିଲା, ନିଜେ ପାକ୍ ମନ୍ତ୍ରୀ କରିଦେଲେ ବଡ ଘୋଷଣା….

ନୂଆଦିଲ୍ଲୀ:  ଭାରତ ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ଏବଂ ୪ ଦିନିଆ ସଂଘର୍ଷ ପରେ, ଏବେ ଭାରତର ପିଓକେ ପୁନଃ ଅକ୍ତିଆର ପ୍ରୟାସ ଆରମ୍ଭ ହୋଇଛି । ଏହାରି ଭିତରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ବଡ ଘୋଷଣା କରିଛନ୍ତି । ଯାହା ଏବେ ପିଓକେ ଫେରି ପାଇବାର ଏକ ବଡ…

କୋରୋନାର ଆସିବ ଚତୁର୍ଥ ଲହର, ପୁଣି ହେବ କି ଲକଡାଉନ ?

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ ୧୨୦୦ରୁ ଅଧିକ ସକ୍ରିୟ ମାମଲା ସାମ୍ନାକୁ ଆସିଛି। କେରଳ, ମହାରାଷ୍ଟ୍ର, ଦିଲ୍ଲୀ ସହିତ ଉତ୍ତର ପ୍ରଦେଶରେ ମଧ୍ୟ କୋରୋନାର ନୂଆ ଭାରିଆଣ୍ଟ ଜେଏନ୍‌.୧ ଓ ଏନ୍‌ବି.୧.୮ ସଂକ୍ରମିତ ରୋଗୀ…

ଏଲଆଇସି ଆଣିଲା ଚମତ୍କାର ପଲିସି, ଥରକ ନିବେଶରେ ହୋଇଯିବେ ଧନୀ

ନୂଆଦିଲ୍ଲୀ: ଅବସର ପରେ ଜୀବନଯାପନ ଖର୍ଚ୍ଚ ପୂରଣ କରିବା ଅନେକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ବିଶେଷକରି ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ କିମ୍ବା ନିଜ ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ, ଯେଉଁମାନଙ୍କୁ ପେନସନ ମିଳେ ନାହିଁ, ଅବସର ପରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି।…

ଇପିଏଫଓର ବଡ଼ ଘୋଷଣା: ପେନସନ ୭୫୦୦କୁ ବୃଦ୍ଧି ସହ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଦେଶର ଲକ୍ଷ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଛି। କର୍ମଚାରୀ ପେନସନ ଯୋଜନା (ଇପିଏସ) ଅଧୀନରେ ସର୍ବନିମ୍ନ ପେନସନ ପରିମାଣକୁ ୧୦୦୦ ଟଙ୍କାରୁ ବୃଦ୍ଧି କରି ୭୫୦୦ ଟଙ୍କା କରାଯାଇଛି। ଏହି…

ବର୍ଷା ଦିନେ କାହିଁକି ଲୋକଙ୍କୁ ଭାବୁକ କରାଏ? ବୈଜ୍ଞାନିକ କରାଣ ଜାଣିଲେ ହୋଇଯିବେ ତାଜୁବ

ଭୁବନେଶ୍ୱର: ବର୍ଷା ଋତୁ ଆସିଲେ ପ୍ରକୃତି ଏକ ନୂଆ ରୂପ ନେଇଥାଏ। ଚାରିଆଡ଼େ ସବୁଜିମା, ଝିପଝିପ ବର୍ଷା ଏବଂ ମାଟିର ସୁଗନ୍ଧ ମନକୁ ଏକ ଅଜଣା ଖୁସି ଦେଇଥାଏ। କିନ୍ତୁ ଅନେକ ଲୋକ ଏହି ସମୟରେ ଭାବୁକ ହୋଇପଡ଼ନ୍ତି। କେତେବେଳେ ମନ ଉଦାସ ଲାଗେ, ତ କେତେବେଳେ ପୁରୁଣା ସ୍ମୃତି ମନକୁ ଆସେ। ତେବେ ଏପରି…

ପାକିସ୍ତାନକୁ କାଙ୍ଗାଳ କରିଦେଲା ଭାରତ, ଆମର ଏକ ଟଙ୍କା ସମାନ ପାକର କେତେ?

ନୂଆଦିଲ୍ଲୀ: ଭାରତର ୧୦୦ ଟଙ୍କା ସମାନ ୩୨୮ ପାକିସ୍ତାନୀ ମୁଦ୍ରା। ପାକିସ୍ତାନକୁ କାଙ୍ଗାଳ କରିଦେଲା ଭାରତ। ଆଗକୁ ଆହୁରି ସାଂଘାତିକ ସ୍ଥିତି।  ଭାରତ ସହ ପାକିସ୍ତାନର ଯୁଦ୍ଧ ପରେ କେମିତି ରହିଛି ଏହି ଆତଙ୍କୀ ଦେଶର ଅର୍ଥବ୍ୟବସ୍ଥା? ଏହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି। କାହିଁକି ନା…

ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ବୈଠକ, ଆସିଲେନି ସଞ୍ଜୟ, ସୁନୀଲ ଓ ତୁଷାରକାନ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଶୃଙ୍ଖଳା କମିଟି ଗଠନ କରିବାର ଦିନକ ପରେ ଦଳର ଅନ୍ୟତମ ପ୍ରମୁଖ ନେତା ତଥା ବିଧାୟକ ପ୍ରତାପ ଦେବଙ୍କ ଘରେ ବୈଠକ ଆଉ ଏଥିରେ ସାମିଲ ହୋଇନଥିବା ସଞ୍ଜୟ ଦାସ ବର୍ମା, ପୁରୀ ବିଧାୟକ ସୁନୀଲ ମହାନ୍ତି ଏବଂ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ…

ବିବାହ ଋତୁରେ କେତେ ରହିଛି ସୁନା ଦର, ନଜର ପକାନ୍ତୁ….

ଭୁବନେଶ୍ୱର : ବାହାଘର ଋତୁ ଚାଲିଥିବା ବେଳେ ସୁନା ଓ ରୂପାର ଦର ଆକାଶଛୁଆଁ ହେବାରେ ଲାଗିଛି, ଯାହା ସୁନା ପ୍ରେମୀ ଓ ଗ୍ରାହକଙ୍କ ମନରେ ଚିନ୍ତା ସୃଷ୍ଟି କରିଛି। ଆଜିର ବଜାର ଦର ଅନୁସାରେ, ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୮,୦୮୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର…

ମେ ୨୨ରେ ୧୦୩ ରେଳ ଷ୍ଟେସନର ପୁନର୍ବିକାଶକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୨ରେ ରାଜସ୍ଥାନ ଗସ୍ତ କରିବେ । ସେ ସକାଳ ପ୍ରାୟ ୧୧ଘଟିକାରେ ବିକାନେର ଯିବେ ଏବଂ ଦେଶନୋକରେ କରଣୀ ମାତା ମନ୍ଦିର ପରିଦର୍ଶନ କରିବେ। ଏହା ବ୍ୟତୀତ, ପ୍ରାୟ ୧୧.୩୦ ସମୟରେ, ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ…